Browsing Category

ଖବର

IND vs ENG ଶେଷ ଟେଷ୍ଟରେ କାହାକୁ ମିଳିବ ସୁଯୋଗ? କ’ଣ ରହିବ ଭାରତର Playing-11

ଓଡ଼ିଶା ଭାସ୍କର: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ପାଇଁ ପ୍ରସ୍ତୁତ ରହିଛି ଟିମ ଇଣ୍ଡିଆ । ସିରିଜର ୪ଟି ଟେଷ୍ଟରୁ ୩-୧ରେ ସିରିଜ ହାତେଇ ସାରିଥିବା ବେଳେ ଭାରତ ଏହାକୁ ୪-୧ରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ।…

(Video)ବିବାହ ମଣ୍ଡପରେ କୁକୁରର ଏଣ୍ଟ୍ରି, ଲେହେଙ୍ଗା ଉଠାଇ ଦୌଡ଼ିଲେ କନିଆ, ଆଉ ତା’ ପରେ…

ଓଡ଼ିଶା ଭାସ୍କର: ବର୍ତ୍ତମାନ ବିବାହ ଋତୁ ଚାଲିଛି । ତେଣୁ ଲୋକମାନେ ବିବାହ ସମ୍ବନ୍ଧୀୟ ଅନେକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଶେୟାର କରୁଛନ୍ତି । ସମସ୍ତେ ଚାହାଁନ୍ତି ଯେ ବିବାହ କିପରି ସୁରୁଖୁରୁରେ ସମ୍ପନ୍ନ ହୋଇଯାଉ ।…

କମ୍ ବୟସରେ କାହିଁକି ହୁଏ ମୃତ୍ୟୁ? ରିସର୍ଚ୍ଚ ଦର୍ଶାଇଲା ଏହିସବୁ କାରଣ

ଆପଣ ପାଣିର ମହତ୍ତ୍ୱ ବିଷୟରେ ତ ନିଶ୍ଚିତ ପଢ଼ିଥିବେ ବା ଶୁଣିଥିବେ । ଶରୀର ପାଇଁ ପାଣି କେତେ ଜରୁରୀ, ତାହା ଆପଣ ଭଲଭାବରେ ଜାଣିଛନ୍ତି । ଅନେକ ଥର ଡାକ୍ତରମାନେ ମଧ୍ୟ ଆପଣଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ କହିଥିବେ ।…

ମହିଳାଙ୍କ ପାଇଁ ବଡ଼ ଘୋଷଣା: ମାସିକ ୧୦୦୦ ଟଙ୍କା ପ୍ରଦାନ କରିବେ ସରକାର

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ପ୍ରତି ମାସ ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ରାଜଧାନୀ ଦିଲ୍ଲୀର ଅର୍ଥମନ୍ତ୍ରୀ ଆତିଶି ମାର୍ଲେନା ସୋମବାର…

ସନରାଇଜର୍ସ ହାଇଦ୍ରାବାଦର ବଡ଼ ଘୋଷଣା: IPL-2024 ପାଇଁ ପ୍ୟାଟ କମିନ୍ସଙ୍କୁ ବାଛିଲା ନୂଆ ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ଚମ୍ପିଆନ୍ ସନରାଇଜର୍ସ ହାଇଦ୍ରାବାଦ ଏକ ବଡ଼ ଘୋଷଣା କରିଛି । ଟୁର୍ଣ୍ଣାମେଣ୍ଟକୁ ଅଳ୍ପ ଦିନ ବାକି ଥିବା ବେଳେ ନୂଆ ଅଧିନାୟକ ବାଛିଛି ସନରାଇଜର୍ସ ହାଇଦ୍ରାବାଦ । ଆସନ୍ତା ସିଜନ ପାଇଁ ଏଡେନ…

ଆଜିଠାରୁ ମହାଶିବରାତ୍ରି ପାଇଁ ଗଡ଼ିଲା ସ୍ପେସାଲ ଟ୍ରେନ୍, ଯାତ୍ରୀଙ୍କ ପାଇଁ ରହିଛି ଏହି ସୁବିଧା

ଓଡ଼ିଶା ଭାସ୍କର: ଅଉ କିଛି ଦିନ ପରେ ମହାଶିବରାତ୍ରି । ପ୍ରତ୍ୟେକ ଶିବ ଭକ୍ତଙ୍କ ପାଇଁ ଏହି ଦିନ ବିଶେଷ ଅଟେ । ଦେଶରେ ଥିବା ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର…

Post Office ଆଣୁଛି ଦମଦାର ସ୍କିମ: ଘରେ ବସି ପ୍ରତି ମାସ ୨୦ ହଜାର ଟଙ୍କା ରୋଜଗାର କରନ୍ତୁ!

ଓଡ଼ିଶା ଭାସ୍କର: ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ନିଜ ରୋଜଗାରର କିଛି ଅଂଶ ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଟଙ୍କାକୁ ସମସ୍ତେ ସୁରକ୍ଷିତ ସ୍ଥାନରେ ଇନଭେଷ୍ଟ କରିବା ସହ ଭଲ ରିଟର୍ଣ୍ଣ ମିଳୁଥିବା…

IPL-2024 ପୂର୍ବରୁ CSKକୁ ଶକ୍ତ ଝଟକା: ଆହତ ହୋଇ ଦଳରୁ ବାଦ୍ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ଚମ୍ପିଆନ୍ ଦଳ ଚେନ୍ନାଇ ସୁପର କିଙ୍ଗସକୁ ନୂଆ ସିଜନ ପୂର୍ବରୁ ଲାଗିଛି ଶକ୍ତ ଝଟକା । ଆଇପିଏଲ-୨୦୨୪ ପୂର୍ବରୁ ଆହତ ହୋଇ ଅଧା ସିଜନରୁ ବାଦ୍ ପଡ଼ିଛନ୍ତି । ଆଘାତ ସମସ୍ୟା ଦର୍ଶାଇ ଆଇପିଏଲରୁ…

ପ୍ରବଳ ଖରା, ମିଳୁନି ପାଣି… ଗ୍ରୀଷ୍ମ ପୂର୍ବରୁ କଲବଲ ହେଲାଣି ବେଙ୍ଗଲୁରୁ ସହର

ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମପ୍ରବାହ ଆରମ୍ଭରୁ ଛଟପଟ ହେଲାଣି କର୍ଣ୍ଣାଟକର ବେଙ୍ଗଲୁରୁ ସହର । ଫେବୃଆରୀ ମାସରୁ ହିଁ ସହରର ତାପମାତ୍ରା ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ସାଧାରଣତଃ ମଧ୍ୟମ ଜଳବାୟୁ ପାଇଁ…

ଉପର ମୁହାଁ ଦିନ ତାପମାତ୍ରା; ୩୫ ଡିଗ୍ରୀ ଉପରେ ୧୩ ସହର, ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଉପର ମୁହାଁ ହେଉଛି ଦିନର ତାପମାତ୍ରା । ରାଜ୍ୟର ଅଧିକାଂଶ ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବା ବେଳେ ୭ଟି ସହରରେ ୩୬ ଡିଗ୍ରୀ ରେକର୍ଡ଼ କରାଯାଇଛି । ଆସନ୍ତା ୪-୫…