Browsing Category

ଖବର

କରୋନାରେ ୭ ଜଣଙ୍କ ମୁଣ୍ଡ ଗଡ଼ିଲା: ଆଜି ଚିହ୍ନଟ ହେଲେ ୬୧୧୬ ପଜିଟିଭ୍

ଭୁବନେଶ୍ୱର, ୨୫ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

ଏକ ମାସ ଯାଏ ବନ୍ଦ ହୋଇପାରେ ଶ୍ରୀମନ୍ଦିର !

ପୁରୀ ୨୪ । ୪ (ଓଡିଶା ଭାସ୍କର) : ବନ୍ଦ ହେବ ଶ୍ରୀମନ୍ଦିର । ପୁରୀ ଶ୍ରୀମନ୍ଦିର SOPନେଇ ଶେଷ ହୋଇଛି ବୈଠକ । ଶ୍ରୀମନ୍ଦିର ବନ୍ଦ ନେଇ ସବୁ ସେବାୟତ ନିଯୋଗଙ୍କ ପ୍ରସ୍ତାବ । ୧ ମାସ ଯାଏ ବନ୍ଦ ହେବା ଲାଗି ବୈଠକରେ…

ଗର୍ଭବତୀ ଥାଇ ମଧ୍ୟ ଦେଶର କରୋନା ମୋର୍ଚ୍ଚା ସମ୍ଭାଳିଛନ୍ତି ଡିଏସପି ଶିଳ୍ପା ,କର୍ତ୍ତବ୍ୟ ଦେଖି ଲୋକେ କରୁଛନ୍ତି ପ୍ରଶଂସା

ଛତିଶଗଡ ୨୦ ।୪ (ଓଡିଶା ଭାସ୍କର) :  ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କରୋନା ନିୟମକୁ କଡାକଡି ପାଳନ କରିବା ପାଇଁ ଦେଶର ପୋଲିସ୍ ଅଧିକାରୀ ମାନଙ୍କୁ ଦାୟିତ୍ୱ  ଦେଇଛନ୍ତି ସରକାର । କରୋନା ନିୟମ ଲୋକମାନେ…

ରାଜ୍ୟରେ କରୋନା ଟିକା ଅଭାବ; ବନ୍ଦ ହେଲା ୧୦୦୦ ଟିକାକରଣ କେନ୍ଦ୍ର

ଭୁବନେଶ୍ୱର ୧୮ ।୪ (ଓଡିଶା ଭାସ୍କର) : ରାଜ୍ୟରେ ପାଖାପାଖି ୧୦୦୦ କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ । ଟିକା ଅଭାବରୁ ଟିକାକରଣ ବାଧାପ୍ରପ୍ତ ହୋଇଛି । ଏନେଇ ୮ ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ଗତକାଲି ୪୨୭…

ରାଜ୍ୟରେ କରୋନାରେ ପୁଣି ୩ଟି ମୁଣ୍ଡ ଗଡ଼ିଲା: ଆକ୍ରାନ୍ତ ସଂଖ୍ୟା ୩ ହଜାର ଟପିଲା, ଆଜି ଚିହ୍ନଟ ହେଲେ ୩୧୦୮ ପଜିଟିଭ୍

ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

ଦିଲ୍ଲୀରେ ହେଲା ଓଡ଼ିଶାରେ କେବେ ?

ଭୁବନେଶ୍ୱର ୧୫ ।୪(ଓଡିଶା ଭାସ୍କର) :ଓଡ଼ିଶାରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇଦେବାକୁ ଦାବି ନେଇ ଆପ (AAP) ସଭାପତି ନିଶିକାନ୍ତ ମହାପାତ୍ର। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଠାରେ ଗତ ୭ ତାରିଖଠାରୁ…

କେନ୍ଦ୍ରର ନୂଆ ନିୟମ: BIS ଲାଇସେନ୍ସ ପ୍ରମାଣପତ୍ର ଏବଂ ନବୀକରଣରେ ମିଳିବ ୫୦ % ରିହାତି

କେନ୍ଦ୍ର ସରକାର ଲଘୁ ଉଦ୍ୟୋଗ, ଷ୍ଟାର୍ଟ ଅପ ଏବଂ ମହିଳା ଉଦ୍ୟମୀଙ୍କ ପାଇଁ ନୂତନ BIS ଲାଇସେନ୍ସ ଏବଂ ସାର୍ଟିଫିକେଟର ବାର୍ଷିକ ନବୀକରଣ ଶୁଳ୍କରେ ୫୦ ପ୍ରତିଶତ ଛାଡ କରିଛନ୍ତି । ଏହି ସେବା ଏବେ ମାଗଣାରେ ମିଳିବ, ଏବଂ…

ଶ୍ରୀମନ୍ଦିରରୁ ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ପୁରୀ ୧୩ା୪ (ଓଡିଶା ଭାସ୍କର) : ପୁରୀ ଶ୍ରୀମନ୍ଦିର ପ୍ରଶାସନ ର ଏକାଧିକ   କର୍ମଚାରୀ ଏବଂ ସେବାୟତ କରୋନା ସଂକ୍ରମିତ ଚିହ୍ନଟ । ଶ୍ରୀମନ୍ଦିର ସମ୍ମୁଖରେ ଥିବା ଜୋତା ଷ୍ଟାଣ୍ଡରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…

ସର୍ଜରୀ ପରେ ରାଷ୍ଟ୍ରପତି ଭବନକୁ ଫେରିଲେ ରାମନାଥ କୋବିନ୍ଦ

ନୁଆଦିଲ୍ଲୀ, ୧୨ା୪ (ଓଡିଶା ଭାସ୍କର) : ବାଇପାସ୍ ସର୍ଜରୀ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ସେ ନିଜେ ଟୁଇଟ୍ କରି ସୁଚନା ଦେଇଛନ୍ତି । ସେ ଆଜି ଟୁଇଟ୍ କରି କହିଛନ୍ତି ଯେ,…