fbpx
BJD SKY
BJD SKY
Browsing Category

ଖବର

ଦୁନିଆର ଶେଷ ଧଳା ଜିରାଫ ଓ ତାର ଛୁଆକୁ ହତ୍ୟା

ଦୁନିଆରେ ଜିରାଫ ତ ସମସ୍ତେ ଦେଖିଥିବେ, କିନ୍ତୁ ଧଳା ଜିରାଫ ବହୁତ କମ ଦେଖିଥିବେ । ଏହି ଦୁର୍ଲଭ ଧଳା ଜିରାଫ ମଧ୍ୟରୁ ୨ ଟି ଜିରାଫକୁ ଶିକାରୀମାନେ ହତ୍ୟା କରିଛନ୍ତି। ଏହି ଘଟଣା ପରେ ଏବେ ଦୁନିଆରେ କେବଳ ଗୋଟିଏ ଧଳା…

ଫେବୃୟାରୀ ୨୪ ଭିତରେ ଭାରତ ଗସ୍ତ କରିବେ ଟ୍ରମ୍ପ !

ନୂଆଦିଲ୍ଲୀ, ୭।୨: ଭାରତ ଗସ୍ତ ନେଇ ଭାରତୀୟ ରାଜଦୂତ ଗୁରୁବାର ହ୍ଵାଇଟ ହାଉସରେ  ଟ୍ରମ୍ପଙ୍କୁ ଭେଟିଛନ୍ତି । ତେବେ ଏହି ସମୟ ରେ ରାଷ୍ଟ୍ରପତି ଟ୍ରମ୍ପ ମୋଦୀଙ୍କ ସହ ବିତେଇ ଥିବା ସମୟକୁ ମନେ ପକେଇ ଥିଲେ। ଭାରତ ଗସ୍ତରେ…

ଡ୍ୟୁଟି ବେଳେ ମଦ୍ୟପାନ ପଡିଲା ମହଙ୍ଗା, ନିଲମ୍ବିତ ହେଲେ SI

ମୟୂରଭଞ୍ଜ୬ ।୨(ଓଡିଶା ଭାସ୍କର): ମଦ ଏବଂ ମଦୁଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରୁଛି ପୋଲିସ।ହେଲେ ନିଜେ ପୋଲିସ ଅଧିକାରୀ ମାତାଲ ଅବସ୍ଥାରେ ଉଦ୍ଧାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହିତ…