Browsing Category
ଖବର
ଡ଼ିଜେଲରେ ପାଣି, ଅଧା ରାସ୍ତାରେ ଅଟକିଲା ମୁଖ୍ୟମନ୍ତ୍ରୀ ମୋହନଙ୍କ ୧୯ଟି ଗାଡ଼ି
ମଧ୍ୟପ୍ରଦେଶ: ତେଲ୍ ମୈ ଖେଲ୍। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଦିନ ରାଜ୍ୟର ଏକ ବଡ଼ ଅବହେଳା ସାମ୍ନାକୁ ଆସିଛି। ଏହି ଅବହେଳା ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଇଛି।
କାରଣ…
ଆଜି ପାଇଁ ବନ୍ଦ ହେଲା ରଥଟଣା, ବିଳମ୍ୱ ହେବାରୁ ଏବେ ବି ସିଂହଦ୍ୱାର ଆଗରେ ଠିଆ ହୋଇଛି କାଳିଆର ନନ୍ଦିଘୋଷ ରଥ
ପୁରୀ: ବନ୍ଦ ହେଲା ରଥଟଣା। ଆଜି ପାଇଁ ବନ୍ଦ ହେଲା ରଥଟଣା। ରାତି ପ୍ରାୟ ୭.୩୦ ପର୍ଯ୍ୟନ୍ତ ଟଣାଯାଇନଥିଲା ବଡ଼ଠାକୁର ଜଗନ୍ନାଥଙ୍କ ରଥ। ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା। କାହିଁକି ରାତି ହେଲାଣି ଏତେ ବିଳମ୍ୱ ଯାଏଁ…
ପାକିସ୍ତାନକୁ ପିନ୍ଧିକି ଗଲେ ଭାରତୀୟ କ୍ରିକେଟ ଦଳର ଜର୍ସି, ତା ପରେ ଯାହା ହେଲା…
ଓଡିଶା ଭାସ୍କର: ଭାରତୀୟ କ୍ରିକେଟ ଦଳର ଜର୍ସି ପିନ୍ଧି ପାକିସ୍ତାନ ବୁଲିବାକୁ ଗଲେ ଜଣେ ବିଦେଶୀ। ତା'ପରେ ଯାହା ହେଲା ଆପଣ ଶୁଣି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କେବଳ ଏହି ଦୁଇ…
କିଲ୍ ୱେବ୍ କ’ଣ? ଯାହା ପାଇଁ ଥରହର ଆମେରିକାର ବାୟୁସେନା
ୱାଶିଂଟନ: ଚୀନର ପିପୁଲ୍ସ ଲିବରେସନ ଆର୍ମିର କ୍ଷେପଣାସ୍ତ୍ର କ୍ଷମତା ଏବଂ ଏହାର 'କିଲ୍ ୱେବ୍' ପ୍ରଯୁକ୍ତିବିଦ୍ୟାର ବିକାଶ ବିଷୟରେ ଚିନ୍ତା ପ୍ରକାଶ କରିଛି ଆମେରିକାର ବାୟୁସେନା। ଏହାକୁ ଦୃଷ୍ଟିରେ ରଖି, ଆମେରିକାର…
କାହିଁକି ଗଡୁନି ଜଗାର ନନ୍ଦିଘୋଷ ରଥ, ରାତି ହୋଇଗଲାଣି ହେଲେ ଏବେ ବି ସିଂହଦ୍ୱାର ସାମ୍ନାରେ ଠିଆ ହୋଇଛି ନନ୍ଦିଘୋଷ ରଥ
ପୁରୀ: ରାତି ଆସି ୮ଟା ବାଜିବାକୁ ବସିଲାଣି, ହେଲେ ଏଯାଏଁ ଗଡ଼ିନି ନନ୍ଦିଘୋଷ ରଥ। ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ପରେ ବି କାଲିଆର ନନ୍ଦିଘୋଷ ରଥଟଣାରେ ବିଳମ୍ୱ।
ଏବେବି ସିଂହଦ୍ୱାର ସମ୍ମୁଖରେ ଠିଆ ହୋଇଛି…
ଭାରତ-ଚୀନ ବିବାଦର ହେବ ସମାଧାନ, ସୀମାରେ ସୃଷ୍ଟି ହେବନି ଗାଲୱାନ ଭଳି ପରିସ୍ଥିତି, ରାଜନାଥ ସିଂ କହିଲେ ଫର୍ମୁଲା
ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ SCO ସମ୍ମିଳନୀରେ ଯୋଗଦେବା ପାଇଁ ଚୀନର କ୍ୱିଂଡାଓରେ ଅଛନ୍ତି। ଏହି ସମୟରେ ରାଜନାଥ ସିଂହ ଏବଂ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡନ୍ ଜୁନ୍ ମଧ୍ୟରେ ଏକ…
ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଧମକ, ଜୀବନ ପ୍ରତି ବିପଦ
ନୂଆଦିଲ୍ଲୀ: ଟିମ ଇଣ୍ଡିଆକୁ ଧମକ, ଜୀବନ ପ୍ରତି ବିପଦ! ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ଧମକ ମିଳିଥିଲା। ଯାହା ବିଷୟରେ ରୋହିତ ଶର୍ମା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,…
ଏପଟେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ସେପଟେ ବୁଲଡୋଜରରେ ଭଙ୍ଗା ଚାଲିଛି ହିନ୍ଦୁ ମନ୍ଦିର
ନୂଆଦିଲ୍ଲୀ: ଗୋଟେପଟେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୂରା ଦେଶରେ ଭକ୍ତିମୟ ପରିବେଶ। ହେଲେ ଅନ୍ୟପଟେ ହିନ୍ଦୁମାନଙ୍କ ଭାବାବେଗ ଉପରେ ସିଧା ବୁଲଡୋଜର ଚଢ଼ାଇ ଦିଆଯାଉଛି।
ଅର୍ଥାତ୍ ଏପଟେ ରଥଯାତ୍ରା…
ଛାଡପତ୍ର ପରେ ମଧ୍ୟ ନିର୍ଯାତନା, ସ୍ତ୍ରୀର ନାକ କାଟି ତାକୁ ସୂର୍ପଣଖା କରିଦେଲା ସ୍ୱାମୀ
ଉତ୍ତରପ୍ରଦେଶ: ନିଜ ସ୍ତ୍ରୀର ନାକ କାଟି ତାକୁ ସୂର୍ପଣଖା କରିଦେଲା ସ୍ୱାମୀ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ବାରାଦାରି ଥାନା ଅଞ୍ଚଳରୁ ଦେଖିବାକୁ ମିଳିଛି। ବିଳମ୍ବିତ ରାତି ପ୍ରାୟ ୧ଟା…
ଦମଦାର ଅଫର! ବାହା ହୁଅ, 1 ଲକ୍ଷ ଟଙ୍କା ନିଅ
ଲକ୍ଷ୍ନୌ: ବାହା ହୁଅ, 1 ଲକ୍ଷ ଟଙ୍କା ନିଅ! ଏମିତି ଏକ ଦମଦାର ଅଫର ଆଣିଦେଇଛନ୍ତି ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ। ଆଜ୍ଞା ହଁ, ଯିଏ ଦିନେ ବିବାହ କରିବେନି ବୋଲି ଶପଥ ନେଇ ଆଜୀବନ ବ୍ରହ୍ମଚାରୀ ରହିବା ପାଇଁ…