Browsing Category

ଖବର

ସକାଳୁ ସକାଳୁ ଚାଷୀଙ୍କ ଦ୍ୱାରା ରାସ୍ତା ଅବରୋଧ

ସମ୍ବଲପୁର: ସକାଳୁ ସକାଳୁ ଚାଷୀଙ୍କ ଦ୍ୱାରା ରାସ୍ତା ଅବରୋଧ। ଏହି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର ସିନ୍ଦୁରପଙ୍କ ବାଇପାସ ନିକଟରେ। ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ…

ଭାଇ ସାଜିଲା ରାକ୍ଷସ, ଭଉଣୀକୁ ଲୁହା ରଡ଼ରେ ପିଟି ପିଟି ମାରିଦେଲା

ବଣାଇ: ଯେଉଁ ଭାଇ ହାତରେ ଦିନେ ଭଉଣୀ ରାକ୍ଷୀ ବାନ୍ଧି ସୁରକ୍ଷା ଆଶା କରିଥିଲା। ସୁରକ୍ଷା ଦେବା ବଦଳରେ ସେହି ହାତ ଭଉଣୀର ହତ୍ୟାକାରୀ ସାଜିଲା। ନିଜ ଭାଇ ଲୁହା ରଡରେ ପିଟିପିଟି ତା ଭଉଣୀକୁ ଅତି ବିଭତ୍ସ ଭାବରେ ହତ୍ୟା…

୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, ଭୀଷଣ ଗ୍ରୀଷ୍ମପ୍ରବାହ ସହ କାଳବୈଶାଖୀ ଚେତାବନୀ

ଭୁବନେଶ୍ୱର:  ଆଜି ଭୀଷଣ ଖରା। ସକାଳ ନ ହେଉଣୁ କଲବଲ କଲାଣି ଖରା ସାଙ୍ଗକୁ ଗୁଳୁଗୁଳି।  ସେପଟେ ଆଜି ହିଟଓ୍ୱେଭ୍ ନେଇ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। କେବଳ ହିଟଓ୍ୱେଭ୍…

ସୋମବାର ସନ୍ଧ୍ୟାରେ ଏପରି କରନ୍ତୁ ମହାଦେବଙ୍କ ପୂଜା, ଭୋଲେନାଥ ଖୁସି ହୋଇ ଦେବେ ଅଭୟ ବରଦାନ

ନୂଆଦିଲ୍ଲୀ:  ହିନ୍ଦୁ ଧର୍ମରେ ପ୍ରତ୍ୟେକ ତିଥି ଏବଂ ଦିନ ଭିନ୍ନ ଭିନ୍ନ ଦେବା ଦେବୀଙ୍କ ପାଇଁ ସମର୍ପିତ। ତନ୍ମଧ୍ୟରୁ ସୋମବାରଟି ଭୋଲେନାଥଙ୍କ ପାଇଁ ସମର୍ପିତ। ଭଗବାନ ଶିବଙ୍କ ବିଷୟରେ କୁହାଯାଏ ଯେ ଯଦି କେହି ଶିବଲିଙ୍ଗ…

ଚଳିତ ବର୍ଷ ଧୋଇଯିବ ରଜ, ଜୁନ୍ ୧୨ ପରଠୁ ଆରମ୍ଭ ହେବ ବର୍ଷା!

ଭୁବନେଶ୍ୱର:  ପାଖେଇ ଆସୁଛି ରଜ। ଏଥିପାଇଁ ଏବେଠୁ ସଜବାଜ ଆରମ୍ଭ ହୋଇଗଲାଣି। ହେଲେ ଚଳିତ ବର୍ଷର ରଜକୁ ଫିକା କରିଦେବ ବର୍ଷା। କାରଣ ରଜରେ ଭିଜିବ ଓଡ଼ିଶା।  ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆରମ୍ଭ ହେବ ବର୍ଷା। ପୂର୍ବ…

ପୁଣି ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍

ଆମେରିକା: ଆମେରିକାରେ ବିମାନ ଦୁର୍ଘଟଣା। ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା। ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ ଦୁର୍ଘଟଣା ହୋଇଥିବା ସୂଚନା। ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍।…

୨ଟି ଡ଼ଲଫିନ୍ ମୁଣ୍ଡ ଉପରେ ଚଢ଼ି ପାଣି ଭିତରେ ଦୌଡ଼ିଲେ ଯୁବକ, ଉଡ଼ିଲା ଲୋକଙ୍କ ହୋସ୍

ନୂଆଦିଲ୍ଲୀ:  ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ଦୁଇଟି ଡଲଫିନର ମୁଣ୍ଡ ଉପରେ ଠିଆ ହୋଇ ପାଣିରେ ସର୍ଫିଂ କରୁଥିବାର ଦେଖାଯାଉଛି। ଏହି ଦୃଶ୍ୟ ଏତେ ଆଶ୍ଚର୍ଯ୍ୟଜନକ…

ଯେତେ ଔଷଧ ଖାଇଲେ ବି ଭଲ ହେଉନି କି ଥଣ୍ଡା, କରନ୍ତୁ ଏହି ଘରୋଇ ଉପଚାର

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନଙ୍କୁ ଖାଇବାକୁ ଦେବା ସହଜ ନୁହେଁ। ଯେକୌଣସି ଜିନିଷ ହେଉ ପଛେ ସେମାନଙ୍କୁ ଖୁଆଇବା କଷ୍ଟକର। ପିଲାମାନେ ଏତେ ଶୀଘ୍ର କିଛି ଖାଇବାକୁ ପ୍ରସ୍ତୁତ ନୁହଁନ୍ତି। ଏହାସହିତ ବର୍ତ୍ତମାନର…

PPFରେ କିପରି କରିବେ ନିବେଶ, କ’ଣ ରହିଛି ଯୋଗ୍ୟତା

ନୂଆଦିଲ୍ଲୀ:  ସାର୍ବଜନୀନ ଭବିଷ୍ୟନିଧି ପାଣ୍ଠି (PPF) ଛୋଟ ନିବେଶକଙ୍କ ପାଇଁ ଏକ ବହୁତ ଲୋକପ୍ରିୟ ଏବଂ ସୁରକ୍ଷିତ ସଞ୍ଚୟ ଯୋଜନା।  ଯାହା ସେମାନଙ୍କୁ ଦୀର୍ଘକାଳୀନ ଭାବରେ ଏକ ବଡ଼ ପାଣ୍ଠି ଗଠନ କରିବାରେ ସାହାଯ୍ୟ କରେ।…

ପୁରୀ ଶ୍ରୀମନ୍ଦିରରେ ଅଘଟଣ, ଗରମ ଡ଼ାଲି ପଡ଼ି ୭ ଭକ୍ତ ଆହତ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରରେ ବଡ଼ ଅଘଟଣ। ଭକ୍ତଙ୍କ ଉପରେ ଢ଼ାଳି ହେଲା ଗରମ ଡ଼ାଲି।  ବୋଝିଆ ଡ଼ାଲି ମୁଣ୍ଡେଇ ନେବା ବେଳେ ୭ ଜଣ ଭକ୍ତଙ୍କ ଉପରେ ଢ଼ାଳି ହୋଇଗଲା। ଫଳରେ ସମସ୍ତ ୭ ଜଣ ଭକ୍ତ ଆହତ ହୋଇଛନ୍ତି।…