Browsing Category

ଖବର

Gullian Barre Syndrome: ମୁମ୍ବାଇରେ ପ୍ରଥମ ମୃତ୍ୟୁ, ଗଲାଣି ୮ ଜଣଙ୍କ ଜୀବନ

ମୁମ୍ବାଇ: ଗୁଲିୟନ୍ ବାର୍ ସିଣ୍ଡ୍ରୋମ (GBS) ଯୋଗୁଁ ମୁମ୍ବାଇରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସ୍ଥିତ ନାୟର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।…

Relationship Tips: Boring ହୋଇଯାଇଛି କି ବୈବାହିକ ଜୀବନ? ସମ୍ପର୍କରେ ସ୍ପାର୍କ ଆଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଚାଲିଛି ଭାଲେଣ୍ଟାଇନ୍ ସପ୍ତାହ । ପାର୍ଟନରଙ୍କ ପ୍ରତି ଥିବା ଭଲପାଇବାକୁ ଆହୁରି ନିବିଡ଼ କରିବା ପାଇଁ ପ୍ରେମୀଯୁଗଳ ଭାଲେଣ୍ଟାଇନ୍ ସପ୍ତାହକୁ ପର୍ବ ଭଳି ପାଳନ କରିଥାନ୍ତି । କିନ୍ତୁ ପ୍ରାୟତଃ ନୂଆ ନୂଆ…

ଅଳ୍ପକେ ବର୍ତ୍ତିଲେ ସାଂସଦଙ୍କ ପିଆରଓ, କାରକୁ ଧକ୍କା ଦେଲା ଟ୍ରକ୍‌

ଭୁବନେଶ୍ୱର: ଦୁର୍ଘଟଣାରୁ ବର୍ତ୍ତିଲେ ସାଂସଦଙ୍କ ପିଆରଓ । ଭୁବନେଶ୍ୱର ସ୍ଥିିତ ଏଜି ଛକରେ କାରକୁ ଧକ୍କା ଦେଇଥିଲା ବାଲି ବୋଝେଇ ଟ୍ରକ୍ । ଏହି ଦୁର୍ଘଟଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପିଆରଓ ଅଳ୍ପକେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ

କୋଣାର୍କ: କୋଣାର୍କ ବଢ଼େଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପାଚେରୀରେ ପିଟି ହୋଇ ୩ ବାଇକ୍ ଆରୋହୀ ମୃତ । କୋଣାର୍କରୁ କାକଟପୁର ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାଇକ୍ । ଗୋପ ମେଡିକାଲରେ ୨ ଜଣ…

ପୁଣି ଲାଗିଲା ମାଓ ପୋଷ୍ଟର, ଭୟରେ ଥରୁଛନ୍ତି ସ୍ଥାନୀୟ ବାସିନ୍ଦା

ବାଲିଗୁଡ଼ା: କନ୍ଧମାଳରେ ଲାଗିଲା ମାଓବାଦୀ ପୋଷ୍ଟର । ଏନେଇ ଭୟରେ ଅଛନ୍ତି ସ୍ଥାନୀୟ ଜନସାଧାରଣ ଓ ଗ୍ରାମବାସୀ । ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଜାମଝୋର ରାସ୍ତାକଡ଼ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର ।…

ରବିଦାସ ଜୟନ୍ତୀ ଅବସରରେ ସାର୍ବଜନିକ ଛୁଟି ଘୋଷଣା କଲେ ଯୋଗୀ ସରକାର

ଲକ୍ଷ୍ନୌ: ଆସନ୍ତାକାଲି ସାର୍ବଜନିକ ଛୁଟି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । ଫେବୃଆରୀ ୧୨ ତାରିଖ ଦିନ ରବିଦାସ ଜୟନ୍ତୀ ଅବସରରେ ସମସ୍ତ ସ୍କୁଲ, କଲେଜ୍ ଓ ସରକାରୀ କାର୍ଯ୍ୟାଳୟ ପାଇଁ ଛୁଟି ଘୋଷଣା କରିଛନ୍ତି ଯୋଗୀ…

କ୍ୟୋର ଇଣ୍ଡିଆ ଟ୍ରଷ୍ଟ ସହ ଓଡ଼ିଶା ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ, ତ୍ୱରିତ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ…

ଭୁବନେଶ୍ୱର: ରାଜ୍ୟ ସରକାର କ୍ୟୋର ଇଣ୍ଡିଆ ଟ୍ରଷ୍ଟ ସହିତ ବୁଝାମଣା ପତ୍ର ସ୍ଵାକ୍ଷର କରି କ୍ଲବଫୁଟ(clubfoot) ଅଭିଯାନକୁ ଆଉ ଦୁଇବର୍ଷ ସମ୍ପ୍ରସାରିତ କରିଛନ୍ତି । କ୍ଲବଫୁଟ ଦ୍ୱାରା ପ୍ରଭାବିତ ହେଉଥିବା ନବଜାତ…

ଚାଲିଥିଲା ବେଆଇନ୍ କରତକଳ, ୩ଟି ସ୍ଥାନରେ ବନ ବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ

ବାଲେଶ୍ୱର: ବେଆଇନ କରତ କଳ ଉପରେ ବନ ବିଭାଗର ମାରାଥନ ଚଢ଼ାଉ । ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଏବଂ ନାମିଦାମୀ କାଠ ବନବିଭାଗ ଜବତ କରିଥିବା ସୂଚନା ମିଳିଛି । ମାମଲା କ'ଣ: ବାଲେଶ୍ଵର ଜିଲ୍ଲା…

(Video): ଦିଲ୍ ହେଲା ଗାର୍ଡ଼େନ୍ ଗାର୍ଡ଼େନ୍, ଅତିଥିଙ୍କୁ ଭାତ ବଦଳରେ ଖଲିରେ ପରସାଗଲା…

ଓଡ଼ିଶା ଭାସ୍କର: ସାଧାରଣତଃ ବିବାହ ଭୋଜିରେ ରକମ ରକମର ଖାଦ୍ୟ ପରସାଯାଏ । ଅଧିକାଂଶ ବ୍ୟକ୍ତି ଆମିଷ ପ୍ରିୟ ଥିବାରୁ ଭୋଜିରେ ଦବେଇକି ଖାଇଥାନ୍ତି । କନ୍ୟାପକ୍ଷମାନେ ବରଯାତ୍ରୀଙ୍କ ସ୍ୱାଗତ କରିବା ଠାରୁ ଆରମ୍ଭ କରି…

(Video) ଶେଷରେ ଏହା ଦେଖିବାକୁ ଥିଲା…ମହାକୁମ୍ଭ ଯିବା ପାଇଁ ମିଳିଲାନି ଟିକେଟ୍, ଇଂଜିନ ଭିତରେ ପଶି କବାଟ ଦେଇଦେଲେ ଯାତ୍ରୀ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ମହାକୁମ୍ଭ ମେଳା 2025 । ବର୍ତ୍ତମାନ ପ୍ରୟାଗରାଜରେ ଏକ ବିଶାଳ ଭିଡ଼ ଦେଖିବାକୁ ମିଳିଛି । ଏହି ଧାର୍ମିକ କାର୍ଯ୍ୟକ୍ରମ ଲକ୍ଷ ଲକ୍ଷ ଭକ୍ତଙ୍କୁ…