Browsing Category
City News
ଛାତ୍ରୀଙ୍କୁ ସ୍କୁଲରେ ତାଲା ପକାଇ ପଳାଇଲେ ଶିକ୍ଷକ, 2 ଘଣ୍ଟା ପରେ ଉଦ୍ଧାର
କେନ୍ଦ୍ରାପଡ଼ା: ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲରେ ତାଲା । ସ୍କୁଲ ଛୁଟି ପରେ ତାଲା ପକାଇ ପଳାଇଲେ ଶିକ୍ଷକ । ପ୍ରାୟ 2 ଘଣ୍ଟା ପରେ ତାଲା ଖୋଲି ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।
ସେପଟେ ଛାତ୍ରୀଙ୍କୁ ଉଦ୍ଧାର…
FM କଲେଜ ଛାତ୍ରୀ ମୃତ୍ୟୁ ମାମଲା, ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କ ବାସଭବନକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ
ଭୁବନେଶ୍ବର: ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ । ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କ ବାସଭବନକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ ।
ବାଲେଶ୍ବର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ହଲାବୋଲ୍ । ଉଚ୍ଛ…
FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ସନ୍ଧ୍ୟା ସୁଦ୍ଧା ବଡ଼ ଆକ୍ସନ ନେବେ ସରକାର
ବାଲେଶ୍ବର: ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ସନ୍ଧ୍ୟା ସୁଦ୍ଧା ଆସିପାରେ ବଡ଼ ନିଷ୍ପତ୍ତି । ଉଚ୍ଚସ୍ତରୀୟ ବୈଠକ ପରେ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ…
ସୌମ୍ୟାଶ୍ରୀ ମୃତ୍ୟୁ ମାମଲା: UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଖୋଜିବ ତଥ୍ୟ, 7 ଦିନ ଭିତରେ ରିପୋର୍ଟ ଦାଖଲ
ବାଲେଶ୍ବର: ସୌମ୍ୟାଶ୍ରୀ ମୃତ୍ୟୁ ମାମଲା । UGC ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ହେଲା ଗଠନ । UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଏବେ ତଥ୍ୟ ଖୋଜିବ । ପ୍ରଫେସର ରାଜ ମିତ୍ତଲଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ…
ମରିଗଲା ମାନବିକତା, ହଜିଗଲା ବିବେକ: ପ୍ରେମୀଯୁଗଳଙ୍କ ବେକରେ ହଳ, ଲଙ୍ଗଳ ପକାଇ ବିଲରେ ଖଟାଇଲେ
ରାୟଗଡ଼ା: ମରିଗଲା ମାନବିକତା, ହଜିଗଲା ବିବେକ । ପ୍ରେମ କଲେ ବୋଲି ଗାଁ ମଝିରେ ଦେଲେ ବଳଦ ଦଣ୍ଡ । ଗୋଟିଏ ବଂଶର ହୋଇଥିବାରୁ ପ୍ରେମୀଯୁଗଳଙ୍କୁ ଗ୍ରାମବାସୀଙ୍କ ଅତ୍ୟାଚାର । ଗାଁ ମଝିରେ ବଳଦ ସଜାଇଲେ ଲୋକେ । ବେକରେ ହଳ,…
ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା: କାରଣ ଅସ୍ପଷ୍ଟ, ପୂର୍ବ ଶତ୍ରୁତା ଅନୁମାନ
ସୁବର୍ଣ୍ଣପୁର: ରାମପୁର ଥାନା ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ବଲ୍ଲଭ ଖେତିଙ୍କୁ ହତ୍ୟା କରାଯାଇଛି । ଗୁରୁବାର ବିଳମ୍ବିତ ରାତିରେ ବଲ୍ଲଭ ଘରକୁ ଫେରୁଥିବାବେଳେ ପଣ୍ଡରାପାଲି ଗ୍ରାମ ନିକଟରେ ତାଙ୍କୁ କିଛି…
ଭୁଶୁଡ଼ୁଛି ମାଓଗଡ଼: ୬ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ, 12 ଆତ୍ମସମର୍ପଣ
ମାଲକାନଗିରି: ଛତିଶଗଡରେ ଭୁଶୁଡୁଛି ମାଓଗଡ଼ । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମାରେ ଧରାପଡିଲେ ୬ଜଣ ହାର୍ଡକୋର୍ ମାଓବାଦୀ । ଏହା ସହିତ ଦନ୍ତେୱାଡ଼ାରେ 12 ମାଓବାଦୀ କରିଛନ୍ତି ଆତ୍ମସମର୍ପଣ ।
କମ୍ବିଂ…
ବିଜେଡ଼ିକୁ ଶକ୍ତ ଝଟକା; କଂଗ୍ରେସକୁ ଫେରିଲେ ସୁନିତା ବିଶ୍ବାଳ, ଗତକାଲି ବିଜେଡ଼ିରୁ ଦେଇଥିଲେ ଇସ୍ତଫା
ଭୁବନେଶ୍ବର: ପୂର୍ବତନ CM ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସକୁ ଫେରିଲେ । 2019ରେ ବିଜେଡ଼ି ଟିକେଟରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ଲଢିଥିଲେ ସୁନୀତା । କିନ୍ତୁ ପରାଜିତ ହୋଇଥିଲେ ।…
କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ଓଡ଼ିଶା ସମ୍ମାନିତ, ଅନ୍ନଦାତାଙ୍କୁ ଏହି ସମ୍ମାନ ଉତ୍ସର୍ଗ କଲେ ଉପମଖ୍ୟମନ୍ତ୍ରୀ
ଭୁବନେଶ୍ବର: କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ସମ୍ମାନିତ ହେଲା ଓଡ଼ିଶା । 16ତମ ଏଗ୍ରିକଲଚର ଲିଡରସିପ୍ କନକ୍ନେଭରେ ସମ୍ମାନିତ ହେଲା ଓଡ଼ିଶା । ପୁରସ୍କାର ଗ୍ରହଣ କଲେ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହି…
ଆଜି ଘଟଗାଁବାସିନୀ ମା’ ତାରିଣୀଙ୍କ ଆଷାଢୀ ପର୍ବ, ଭକ୍ତଙ୍କ ମଙ୍ଗଳ ପାଇଁ ଉପବାସ ରଖିବେ ନଡ଼ିଆ ରାଣୀ
କେନ୍ଦୁଝର: ଆଜି ଘଟଗାଁବାସିନୀ ମା’ ତାରିଣୀଙ୍କ ଆଷାଢୀ ପର୍ବ । ଆଷାଢ ମାସରେ ଶେଷ ଗୁରୁବାରରେ ପାଳନ ହୋଇଥାଏ ଆଷାଢୀ ପର୍ବ । ପରମ୍ପରା ଅନୁସାରେ ପ୍ରଜାଙ୍କ ମଙ୍ଗଳ ପାଇଁ ଆଜି ମାଆ ତାରିଣୀଙ୍କ ଉପବାସ କରିବେ । ଦିନ ତମାମ…