Browsing Category

ରାଜ୍ୟ

ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ରାଶି ମଞ୍ଜୁର କଲା କେନ୍ଦ୍ର, ଓଡ଼ିଶାକୁ ମିଳିଲା ଏତିକି କୋଟି

ଭୁବନେଶ୍ୱର: ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱତନ୍ତ୍ର ସହାୟତା ମଞ୍ଜୁରି ଦେବା ଖବର ସାମ୍ନାକୁ ଆସିଛି । ଏଥିରେ ଓଡ଼ିଶା ପାଇଁ ୪ହଜାର ୫୨୮ କୋଟି ଟଙ୍କା ସ୍ୱତନ୍ତ୍ର ସହାୟତା ମଞ୍ଜୁର କରିଛନ୍ତି ।…

ଦୁଷ୍କର୍ମ ଓ ବ୍ଲାକମେଲ୍ ମାମଲା: ହାଇକୋର୍ଟ ଗଲେ ସିଙ୍ଗର ସୌରିନ୍ ଭଟ୍ଟ

କଟକ: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ଏନେଇ ସେ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ସେ ଆଗୁଆ ଜାମିନ ପାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ…

ଗଣଶିକ୍ଷା ବିଭାଗର ନିଷ୍ପତ୍ତି: ଯୁକ୍ତଦୁଇ ଆଡମିଶନ ପାଇଁ ଆବେଦନ ତାରିଖ ବୃଦ୍ଧି, ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ତାରିଖ ବୃଦ୍ଧି ପାଇଛି । ପୂର୍ବରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ତାରିଖ ଜୁନ ୨୦ରୁ ଜୁନ ୨୬…

ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ତାଲିମ୍: Group-D ଠାରୁ Group-A ପର୍ଯ୍ୟନ୍ତ ନିର୍ଦ୍ଧାରିତ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଦିଆଯିବ ତାଲିମ୍ । ଏହି ତାଲିମ୍ ପାଇଁ ପାଠ୍ୟକ୍ରମ ବିକଶିତ ହେବ । ଏନେଇ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର…

ବାହାନଗା ପରେ ଦିଗପହଣ୍ଡି: ଟ୍ରେନ ପରେ ବସ୍ ଦୁର୍ଘଟଣା, କି ଦୋଷ କରିଛନ୍ତି ଓଡ଼ିଶାବାସୀ, କାହିଁକି ବାରମ୍ବାର ଘଟୁଛି ଏପରି ଅଘଟଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ବିଶ୍ୱକୁ ହଲଚଲ କରିଦେଇଥିଲା । ଏହି ଦୁର୍ଘଟଣାରେ ୨୯୨ ଜଣଙ୍କର ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ…

ବଡ଼ ଖବର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ହୃଷିକେଶ ନାଏକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ ଶିବିରରୁ ଆସିଛି ଏକ ବଡ଼ ଖବର । ବିଜେଡିର ଜଣେ ବରିଷ୍ଠ ନେତା ଦଳ ତ୍ୟାଗ କରିଛନ୍ତି । ପୂର୍ବତନ ବିଧାୟକ ହୃଷିକେଶ ନାଏକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ନାଏକ…

୨୯ ତାରିଖ ଯାଏଁ କାଚିବ ବର୍ଷା! ୧୧ ଜିଲ୍ଲାକୁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ତେବେ ଏହି କାରଣରୁ ୨୯ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୧୧ ଜିଲ୍ଲାକୁ ଅରେଞ୍ଜ…

ବଡ ଖବର, ଏବେ ରବିବାର ବି ମିଳିବ ୫ ଟଙ୍କିଆ ଆହାର: ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ ଟଙ୍କିଆ ଆହାର ସେବାରେ କରାଯାଇଛି ଏକ ବଡ ପରିବର୍ତ୍ତନ । ଏଣିକି ରବିବାର ମଧ୍ୟ ଆହାର କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର । ଏ ନେଇ ସମସ୍ତ ମହାନଗର ନିଗମଙ୍କୁ ଅବଗତ…

ଦିଗପହଣ୍ଡି ବସ୍ ଟ୍ରାଜେଡିର ପର୍ଦ୍ଦାଫାଶ: ଏହି କାରଣରୁ ଚାଲିଗଲା ୧୨ ଜଣଙ୍କ ଜୀବନ, କାହାର ଥିଲା ଦୋଷ?

ଦିଗପହଣ୍ଡି: ଗଞ୍ଜାମ ଦିଗପହଣ୍ଡି ବସ୍ ଦୁର୍ଘଟଣା ପଛର ଏକ ବଡ ରହସ୍ୟ ବର୍ତ୍ତମାନ ସାମନାକୁ ଆସିଛି । ଅଧରାତିରେ ଘଟିଯାଇଥିବା ଏହି ଭୟଙ୍କର ଦୁର୍ଘଟଣା ପଛରେ କାହାର ହାତ ଅଛି ତାହା ଏବେ ଧିରେ ଧିରେ ସ୍ପଷ୍ଟ ହେବାକୁ ଯାଉଛି…

୫୦ ଦିନ ବିତିଲାଣି ମଣିପୁରରେ ଥମୁନି ହିଂସା, ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଉଗ୍ରବାଦୀଙ୍କ ଦ୍ୱାରା ଗଠିତ ୧୨ ବଙ୍କରକୁ ନଷ୍ଟ କଲେ…

ଇମ୍ଫାଲ: ପ୍ରାୟ ୨ ମାସ ହେବ ମଣିପୁରରେ ହିଂସା ଜାରି ରହିଛି । ଏହାରି ମଧ୍ୟରେ ପୋଲିସ ଓ ସୁରକ୍ଷା ବଳ ମଧ୍ୟ ଉଗ୍ରବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରି ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା…