CHARIDHAM
Browsing Category

ରାଜ୍ୟ

ଲଘୁଚାପ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା : ଆସନ୍ତା ୨୪ ଘଣ୍ଟା ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା…

ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ତିନିଦିନିଆ ଓଡ଼ିଶା ଗସ୍ତଶେଷ କରି ଆଜି ଅପରାହ୍ଣରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ରାଜଭବନରୁ ବାହାରି ରାଷ୍ଟ୍ରପତିଙ୍କ କାର୍‍କେଡ୍‍ ଭୁବନେଶ୍ୱର…

(Video) ବାପା ପାଇଁ ପୁଅର ଚିଠି: ପୁଅ ଲେଖିଛି ୬୦ ଟଙ୍କା ଟେବୁଲ ଉପରେ ରଖି ଦେଇଛି, ମୁଁ ସବୁଦିନ ପାଇଁ ଯାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାତ୍ର ୬୦ ଟଙ୍କା ପାଇଁ ପୁଅ ଜୀବନ ହାରିଦେଲା । ଏହି କଥାଟି ଶୁଣିବା ବେଳକୁ ସତେ ଯେମିତି ଛାତି ଫାଟି ଯାଉଛି । ଗୋଟିଏ ବାପ କିଭଳି ଏହାକୁ ସହ୍ୟ କରିପାରିବ । ଦଶମ ଶ୍ରେଣୀରେ ପାଠ ପଢ଼ୁଥି୍ବା…

ବଦଳିଲା ମହରମ ଛୁଟି ତାରିଖ: ଜୁଲାଇ ୨୯କୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୁସଲମାନ ସଂପ୍ରଦାୟର ବଳିଦାନ ପର୍ବ ହେଉଛି ମହରମ ପର୍ବ । ଏନେଇ ରାଜ୍ୟ ସରକାର ୨୯ ଜୁଲାଇକୁ ମହରମ ସରକାରୀ ଛୁଟି ରୂପେ ଘୋଷଣା କରିଛନ୍ତି । ଚଳିତ ବର୍ଷ ୨୮ ତାରିଖରେ ପଡୁଥିଲା ମହରମ ଛୁଟି ହେଲେ ଏହା…

ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

କଟକ: ଆସନ୍ତା ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ। ଗୁରୁବାର ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା ପକ୍ଷରୁ ତାରିଖ ପ୍ରକାଶ ପାଇଛି। ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା…

OSSC ଜେଇ ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ହେଲା ମାଷ୍ଟର ମାଇଣ୍ଡ

ଭୁବନେଶ୍ୱର: OSSC ଜେଇ ସିଭିଲ୍ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ବାଲେଶ୍ୱର ପୋଲିସ ବିହାରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଥିବା ସୂଚନା ମିଳିଛି ।…

ଖାତିରି ନାହିଁ ଭକ୍ତଙ୍କ ଆକୁଳ ନିବେଦନ କାମ ଦେଲାନି ଶ୍ରୀମନ୍ଦିର ପ୍ରଶାସନର ଚେତାବନୀ, ସଂପନ୍ନ ହେଲାନି ବନକଲାଗି ନୀତି

ପୁରୀ: ପ୍ରଶାସନ ନିଯୋଗ ମଧ୍ୟରେ ବିବାଦ ମଝିରେ ଫସିଲେ ମହାପ୍ରଭୁ ଜଗନ୍ନାଥ। ଖାତିରି ନାହିଁ ଭକ୍ତଙ୍କ ଆକୁଳ ନିବେଦନ କାମ ଦେଲାନି ଶ୍ରୀମନ୍ଦିର ପ୍ରଶାସନର ଚେତାବନୀ। ଆଜି ବି ଶ୍ରୀମନ୍ଦିରରେ ସଂପନ୍ନ ହେଲାନି ବନକଲାଗି…

ଗଠନ ହେଲା ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ, ବୋର୍ଡରେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଦୀପାଳି ଦାସ ସାମିଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହି ବୋର୍ଡରେ…

ଗରିବ ଓ ଅସହାୟମାନଙ୍କୁ ଆଇନଜୀବୀମାନେ ସହଯୋଗ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଲେ ଆହ୍ୱାନ

କଟକ: ଭାରତର ସ୍ୱାଧୀନତା ସଂଗ୍ରାମକୁ ବହୁ ଆଇନଜୀବୀ ନେତୃତ୍ୱ ଦେଉଥିଲେ । ଓଡ଼ିଶାର ମଧୁବାରିଷ୍ଟର ଏହି ମୁକ୍ତ ସଂଗ୍ରାମରେ ଜଣେ ପ୍ରମୁଖ ଯୋଦ୍ଧା ଥିଲେ । ଆଜି କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ଭେଟିଲେ ବ୍ରିଟେନ୍‍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର

ଭୁବନେଶ୍ୱର: ବ୍ରିଟେନ୍‍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ସହରୀ ଭିତ୍ତିଭୂମି, ଜଳବାୟୁ ପରିବର୍ତ୍ତନ,…