Browsing Category
ରାଜ୍ୟ
ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ କଂଗ୍ରେସ ହିଁ ଉପଯୁକ୍ତ ଦଳ: କଂଗ୍ରେସ ଭବନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ
ଭୁବନେଶ୍ଵର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସରପଞ୍ଚ, ସମିତି…
ଅସରାଏ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି
କଟକ: ଏବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ଆଉ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ହେଲେ ବର୍ଷା ଦିନ ଆରମ୍ଭ ନ ହେଉଣୁ ଖରା ଦିନେ ମଧ୍ୟ କଟକ ସହର ଚିନ୍ତା ବଢାଇଛି।
ଅସରାଏ ବର୍ଷାରେ…
ଗ୍ରାହାମ୍ ଷ୍ଟେନ୍ସଙ୍କ ସହ ୨ ଶିଶୁପୁତ୍ରକୁ ପୋଡ଼ି ମାରି ଦେଇଥିଲେ, ୨୫ ବର୍ଷ ପରେ ଜେଲରୁ ମୁକ୍ତି ପାଇଲେ !
କେନ୍ଦୁଝର: ବହୁ ଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲା। ଦୀର୍ଘ ୨୬ ବର୍ଷ ତଳର କଥା। ସେତେବେଳେ ଏହି ହତ୍ୟାକାଣ୍ଡ ସାରା ବିଶ୍ୱରେ ଚହଳ ପକାଇଥିଲା। କାରଣ ଘଟଣାଟି ବି ଥିଲା ସେହିପରି ଭୟଙ୍କର।
ଆଉ ସେହି…
Breakig: ଏଣିକି ଶବ ନେବା-ଆଣିବା ଚିନ୍ତା ହେବ ଦୂର, ଜାରି ହେବ ଟୋଲ ଫ୍ରି ନମ୍ବର
ଭୁବନେଶ୍ୱର: ରାଜ୍ୟରେ ଏଣିକି ଶବ ପରିବହନ ପାଇଁ ରହିବ କଲ୍ ସେଣ୍ଟର । ୧୦୮ ଆମ୍ବୁଲାନ୍ସ ଭଳି ରହିବ ଟୋଲ ଫ୍ରି ନମ୍ବର ।
ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିବା ସୂଚନା ।
ଏହି…
ଯାତ୍ରା ଜଗତରେ ଫୁଲ୍ ଯାତ୍ରା: ଗୁରୁଙ୍କୁ ଅସମ୍ମାନ ଅଭିଯୋଗ ପରେ କ୍ଷମା ମାଗିଲେ ଦୟା
ଭୁବନେଶ୍ୱର: ଗୁରୁଙ୍କୁ ଅସମ୍ମାନ ଅଭିଯୋଗ ପ୍ରସଙ୍ଗ, କ୍ଷମା ମାଗିଲେ ହାସ୍ୟାଭିନେତା ଦୟା ।
ପିଲା ବୋଲି ଭାବି କ୍ଷମା କରିଦେବେ, ସାରମାନେ ରାଗିକି କହିଛନ୍ତି ବୋଲି କହିଲେ ଦୟା ।
ମୁଁ ମୋ ପାଇଁ କହି ନଥିଲି, ସବୁ…
ଚକାଚକ୍ ହେବ ଓଡ଼ିଶା ରାସ୍ତା, ରାଜ୍ୟରେ ୧୯ଟି ପ୍ରକଳ୍ପର ହେବ ଶିଳାନ୍ୟାଶ
ଭୁବନେଶ୍ୱର: ରୋଡ଼ ସଂଯୋଗୀକରଣ କ୍ଷେତ୍ରରେ ଏକ ନମ୍ବର ହେବ ଓଡିଶା। ଆସନ୍ତା କାଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ଶେଷ ହୋଇଯାଇଛି । ଏ ଅବସରରେ ଚାରି ହଜାର କୋଟିରୁ…
ଯାତ୍ରା କଳି, ଦରକାର ପଡ଼ିଲେ ଯାତ୍ରା ବନ୍ଦ କରିଦେବେ କଳାକାର
ଭୁବନେଶ୍ୱର: ଥମିବାର ନାଁ ଧରୁନି ଯାତ୍ରା କଳି। ଗୋଟେପଟେ ଯାତ୍ରା ପାର୍ଟି ମାଲିକଙ୍କ ମେଳି ଅନ୍ୟପଟେ ଯାତ୍ରା କଳାକାରଙ୍କ ବୈଠକ। କେଉଁ ମୋଡ଼ ନେବ ଯାତ୍ରା ମୋଡ଼। ବିବାଦର ସମାଧାନ ହେବ, ନାଁ ସବୁଦିନ ପାଇଁ ଯାତ୍ରା ଲୋପ…
BREAKING: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ସୋର: ଅଳ୍ପକେ ଟଳିଗଲା ବଡ଼ ବିପଦ। ବଞ୍ଚିଗଲା ୪୦ ଯାତ୍ରୀଙ୍କ ଜୀବନ। ସୋର କଲେଜ ଛକ ନିକଟରେ ବସ୍- ଟ୍ରକ ମୁହାଁମୁହିଁ ଧକ୍କା।
ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ବସ୍। ସାମ୍ନା ପଟୁ ଟ୍ରକ ସହ ମୁହାଁମୁହିଁ…
Breaking: ରେକର୍ଡ଼ ଭାଙ୍ଗିଲା ସୁନା ଦର, ପ୍ରଥମ ଥର ପାର କଲା ୯୬ ହଜାର, ଖୁବଶୀଘ୍ର ଲକ୍ଷେ ଛୁଇଁବା ଆକଳନ
ଭୁବନେଶ୍ୱର: ସୁନା କିଣିବା ଏବେ ସ୍ୱପ୍ନ ପାଲଟିଗଲାଣି। ସୁନା କିଣିବା ତ ଦୂରର କଥା ସୁନା କିଣିବା କଥା ଭାବିବା ବେଳକୁ ଡର ଲାଗୁଛି। କାରଣ ଆଜି ସବୁ ରେକର୍ଡ ଭାଙ୍ଗିଛି ସୁନା ଦର। ପ୍ରଥମ ଥର ୯୬ ହଜାର ପାର କରିଛି ସୁନା…
ଆସନ୍ତାକାଲି ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ, ପୁଣି ହେବେ ସଭାପତି!
ଭୁବନେଶ୍ବର: ବିଜେଡି ସଭାପତି ପାଇଁ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ । ସାଧାରଣ ନିର୍ବାଚନ-୨୦୨୪ରେ ଶୋଚନୀୟ ପରାଜୟ ପରେ ପୁଣି ଦଳ ସଜାଡୁଛି ବିଜେଡି ।
ବିଜେଡି ସଭାପତି ପଦ ପାଇଁ…