Browsing Category
ରାଜ୍ୟ
ଓଡ଼ିଆ ଅସ୍ମିତା ପାଇଁ ବିଜେଡି ହାରିଲା: ଦେବାଶିଷ
ଭୁବନେଶ୍ୱର: ବିଜେଡିର ଦଳୀୟ କନ୍ଦଳକୁ ନେଇ ହୋଟେଲରେ ବୈଠକରେ ଚାଲିଥିବା ବେଳେ ଏପଟେ ବିସ୍ଫୋରକ ବୟାନ ରଖିଛନ୍ତି ଦେବାଶିଷ ସାମନ୍ତରାୟ । ବିଜେଡିର ପରାଜୟ ନେଇ ସୋସିଆଲ୍ ମିଡିଆରେ ଦେବାଶିଷଙ୍କ ରଖିଛନ୍ତି ପ୍ରତିକ୍ରିୟା ।…
BIG BREAKING: ଘନ ଘନ ବୈଠକ,ବାହାରୁନି ସମାଧାନ
ଭୁବନେଶ୍ୱର: ବିଜେଡିରେ ଦେଖାଦେଉଛି ଅନ୍ତଃକନ୍ଦଳ। ସାମାଧାନର ବାଟ ବାହାରୁନି। ଏବେ ଘର କଥା ଘାଟରେ ପଡ଼ି ହାଟରେ ଗଡ଼ିଲାଣି। ରାଜ୍ୟସଭାରେ ୱାକଫ୍ ବିଲ୍ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ବିବାଦ।
ଘନ ଘନ ବସୁଛି…
ପରିବାର ବିବାଦ ସମାଧାନ କରିବାକୁ ଯାଇ ଛୁରାମାଡ଼ ଖାଇଲେ ପୋଲିସ କନଷ୍ଟେବଳ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକରେ ଦୁଇ ପରିବାର ମଧ୍ୟରେ ବିବାଦ ସମାଧାନ କରିବାକୁ ଯାଇ ଦୁଇ ପୋଲିସ କର୍ମଚାରୀ ଛୁରାମାଡ଼ ଖାଇଛନ୍ତି। ଏହି ଘଟଣା ଟେନ୍ସାର ସି-ବ୍ଲକ୍ ଅଞ୍ଚଳରେ ଘଟିଥିଲା ବେଳେ ଛୁରୀ…
OSRTC କାର୍ଯ୍ୟାଳୟରେ ସମ୍ପତ୍ତି ଆଟାଚ୍
ସମ୍ବଲପୁର: ସମ୍ବଲପୁର OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍। ମୁଦିପଡ଼ା ସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍ କରାଯାଇଛି । ବସ୍ ମାଲିକଙ୍କ ବକେୟା ପ୍ରଦାନ ମାମଲାରେ ଏହି ସମ୍ପତ୍ତି…
BIG BREAKING: କେମିକାଲ ମିଶ୍ରଣ ବେଳେ କାରଖାନା ଅଗ୍ନିକାଣ୍ଡ, ଜଣେ ଆହତ
ଟିଟିଲାଗଡ଼: କାରଖାନାରେ ଲାଗିଲା ନିଆଁ। କେମିକାଲ ମିଶ୍ରଣ ବେଳେ ଲାଗିଗଲା ନିଆଁ। ଘଟଣାରେ ଜଣେ କର୍ମଚାରୀ ହୋଇଛନ୍ତି ଗୁରୁତର ଆହତ। ଟିଟିଲାଗଡ଼ ବଡ଼ମାଳରେ ଥିବା କାରଖାନାରେ ଲାଗିଛି ନିଆଁ ।
ୟୁନିଟର ୬ ନମ୍ବର ବିଲ୍ଡିରେ…
ଆୟୁଷ୍ମାନ ଭାରତ: ମେୟରଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ, କାର୍ଡ ପାଇଁ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର; ଆସନ୍ତା 11ତାରିଖରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ ହେବ । ଭୁବନେଶ୍ବର ମହାନଗରନିଗମ ପକ୍ଷରୁ ମଧ୍ୟ ଶୁଭାରମ୍ଭ କରାଯିବ । ଏନେଇ ବିଏମସି…
ଶିକ୍ଷକଙ୍କ ବିରୋଧ ପରେ ପୁଣି ସ୍କୁଲ ସମୟ ପରିବର୍ତ୍ତନ କଲେ DEO, ଏଣିକି ରହିବେ…
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ସ୍କୁଲ ଶିକ୍ଷକଙ୍କ ସମୟରେ ପରିବର୍ତ୍ତନ । ଏଣିକି ସମସ୍ତ ଶିକ୍ଷକ ସ୍କୁଲରେ ସକାଳ ସାଢେ 6ଟାର ସାଢେ 10 ଟା ଯାଏଁ ରହିବେ । ଆଗରୁ ସ୍କଲରେ ସାଢ଼େ 12ଟା ଯାଏଁ ରହିବାକୁ…
ଘନିଭୂତ ହେଲା ଲଘୁଚାପ, କାଲିଠୁ ଏହି ସ୍ଥାନରେ ହେବ ବର୍ଷା
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଘନିଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହା ଦକ୍ଷିଣ ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପଡ଼ିଛି । ତେବେ…
ବ୍ରେକିଂ: ୨ ବାଇକ୍ ମୁହାଁମୁହିଁରେ ଚାଲିଗଲା ଜଣଙ୍କ ଜୀବନ, ପଳାଶୁଣିରେ ସିରିଜ୍ Accident
ଭଦ୍ରକ: ସକାଳୁ ସକାଳୁ ବଡ଼ ଦୁର୍ଘଟଣା ଭଦ୍ରକରେ ଘଟିଛି। ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଧାମନଗର ବୃଦ୍ଧଶ୍ରମ…
ଘଟଗାଁ ତାରିଣୀ ପୂରା କଲେ ଆଶା, ସୁନ୍ଦରଗଡ଼ର କୋଟିପତି ମା’ଙ୍କୁ ଭେଟିଦେଲେ ସୁନା ମୁକୁଟ
କେନ୍ଦୁଝର: ମା’ ତାରିଣୀଙ୍କୁ ସୁନାମୁକୁଟ ଦାନ କଲେ ଭକ୍ତ । ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କରିଥିବା ସୂଚନା ।
ସୁନ୍ଦରଗଡ଼ ଜିଲ୍ଲାର ବଜରଙ୍ଗ ଅଗ୍ରୱାଲଙ୍କ ପକ୍ଷରୁ ଏହି ଦାନ କରାଯାଇଛି । ସୁନା ମୁକୁଟର ଓଜନ ୪୪୫…