Browsing Category
ରାଜ୍ୟ
ଶ୍ରୀମନ୍ଦିର ସାମ୍ନାରେ ସାମ୍ବାଦିକାଙ୍କୁ ସେବାୟତଙ୍କ ଆକ୍ରମଣ, ସିଂହଦ୍ବାର ଥାନାରେ ଏତଲା
ଭୁବନେଶ୍ବର: ଶ୍ରୀମନ୍ଦିର ସମ୍ମୁଖରେ ଆକ୍ରମଣର ଶିକାର ହେଲେ ସାମ୍ବାଦିକା । ଦାଦାଗିରି ଦେଖାଇଲେ ସେବାୟତ । ତେବେ ଆଜି ଶ୍ରୀମନ୍ଦିର ସମ୍ମୁଖରେ ଜଣେ ସାମ୍ବାଦିକାଙ୍କୁ ମରଣାନ୍ତକ ଆକ୍ରମଣର ଶିକାର ହେଉଥିବା ନେଇ ଅଭିଯୋଗ…
ରାମନବମୀରେ ବଡ଼ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ
ମାର୍ଶାଘାଇ: ରାମନବମୀରେ ଘଟିଗଲା ବଡ଼ ଦୁର୍ଘଟଣା। ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମେହେନ୍ଦିନଗର-ହୁରାସାହି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।…
“ପୂର୍ବରୁ ରଖିଥିଲେ, ଏବେ ବି ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ପାଣ୍ଡିଆନ” !
ଭୁବନେଶ୍ୱର: ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ପାଣ୍ଡିଆନ। ସରକାରରେ ଥିଲାବେଳେ ବି ରଖିଥିଲେ, ଆଉ ସରକାରରୁ ହଟିଲା ପରେ ବି ରଖିଛନ୍ତି। ଏକଥା ଆମେ କହୁନାହୁଁ- ଏପରି କିଛି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସର…
ଓଡ଼ିଶାରେ ମଜବୁଥ୍ ହେଉଛି ବିଜେପି: ଚଳିତବର୍ଷ ଦୁଇଗୁଣା ସଦସ୍ୟତା ହାସଲ ଲକ୍ଷ୍ୟ
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରତିଷ୍ଠା ଦିବସ ଅବସରରେ, ଦଳର ଓଡ଼ିଶା ସଂଗଠନ ରବିବାର ଭୁବନେଶ୍ୱରସ୍ଥିତ ରାଜ୍ୟ ମୁଖ୍ୟାଳୟରେ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଏହି ଅବସରରେ ଓଡ଼ିଶା ସଭାପତି…
ଭୂପିନ୍ଦର ସିଂଙ୍କ ବିସ୍ଫୋରକ ବୟାନ: ଏକାଧିକ ବ୍ୟକ୍ତିଙ୍କର ସଂପୃକ୍ତି ରହିଛି, ଦଳରେ ଟିକେ ପବନ ଅଧିକା ହେଉଛି
ଭୁବନେଶ୍ବର: ୱକ୍ଫ ବିଲ୍କୁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସମର୍ଥନ ପ୍ରସଙ୍ଗରେ ବିସ୍ଫୋରକ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ବିଜେଡିରେ କାଳବୈଶୈଖୀ ଚାଲିଛି ବୋଲି ସେ କହିଛନ୍ତି ।
ବରିଷ୍ଠ…
Breaking: ୟୁନିୟନ୍ ବ୍ୟାଙ୍କରେ ଲାଗିଲା ନିଆଁ, ଜଳିଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
ଭୁବନେଶ୍ବର: ବ୍ୟାଙ୍କରେ ଅଗ୍ନିକାଣ୍ଡ । ୟୁନିୟନ ବ୍ୟାଙ୍କରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଝାରସୁଗୁଡା ସରବାହାଲ ସ୍ଥିତ ୟିନିୟନ ବ୍ୟାଙ୍କରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି ।
ତେବେ ହୁତୁହୁତୁ ହୋଇ…
ଜୁନ ୩୦ ରାସନ କାର୍ଡ EKYC ର ଶେଷ ତାରିଖ
ଭୁବନେଶ୍ୱର: ଆପଣମାନେ ରାସନ କାର୍ଡରେ ଆଧାର ଲିଙ୍କ କରିନାହାନ୍ତି କି? ଆଉ ସେଥିପାଇଁ ଚିନ୍ତିତ ଅଛନ୍ତି କି? କେତେବେଳେ ବି କଟିଯାଇପାରେ ଆପଣଙ୍କ ରାସନ କାର୍ଡ। ଆଉ ନ ମିଳିପାରେ ରାସନ। ହେଲେ ଏବେ ସେ ସବୁ ଚିନ୍ତାକୁ…
ଓଡିଶାରେ ଧାର୍ମିକ ଉତ୍ସାହ, ଭକ୍ତିର ସହିତ ରାମନବମୀ ପାଳନ; ଭଦ୍ରକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର: ରାମ ନବମୀ ପାଳନ ପାଇଁ ସାରା ଓଡିଶାରେ ଭକ୍ତମାନେ ବହୁ ସଂଖ୍ୟାରେ ବିଭିନ୍ନ ସ୍ଥାନରେ ଏକତ୍ରିତ ହୋଇଛନ୍ତି। ଭୁବନେଶ୍ୱରରେ, ଶହ ଶହ ଲୋକ ରାମ ମନ୍ଦିରରେ ଏକତ୍ରିତ ହୋଇଥିଲେ, ପ୍ରଭୁ ରାମଙ୍କ ନାମ ଜପ କରୁଥିଲେ…
ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିବେଶକ ସମ୍ମିଳନୀରେ ଯୋଗଦେବେ
ଭୁବନେଶ୍ବର: ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 7ତାରିଖରେ ସେ ଯିବା ନେଇ ସୂଚନା ରହିଛି । ତେବେ ଏହି ସମୟସୀମା ମଧ୍ୟରେ ସେ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି…
ସାମାନ୍ୟ ବଚସାରୁ ହଙ୍ଗାମା: ଶ୍ୱଶୁର ଘରକୁ ବୋମା ଫିଙ୍ଗିଲା ଜ୍ୱାଇଁ
ଆଠଗଡ଼ : ଆଜିକାଲି ଲୋକଙ୍କ ରାଗ ନାକଆଗରେ ରହୁଛି । କଥା କଥାକେ କେହି ହାତ ଉଠାଇ ଦେଉଛନ୍ତି ତ ଆଉ କେହି ହତ୍ୟା କରିଦେଉଛିି । ସେହିଭଳି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ନରସିଂହପୁରରୁ ଆସିଛି, ଯେଉଁଠାରେ ଜଣେ ଜ୍ୱାଇଁ…