fbpx
Browsing Category

ରାଜ୍ୟ

ଗୃହରେ ବିଧାୟକଙ୍କ ବିଷପାନ ଉଦ୍ୟମ

ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର): ମଣ୍ଡି ସମସ୍ୟାକୁ ନେଇ ପୁଣି ଗୃହରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ବିଷପାନ ଉଦ୍ୟମ କରିଛନ୍ତି ବିଜେପି ବିଧାୟକ ସୁବାସ…

୧୧ ଜିଲ୍ଲା ସାବଧାନ୍! ୩ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା

ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର): ରାଜ୍ୟରେ ବଜ୍ରପାତ ସହ ଘଡଘଡି ହେବାର ସମ୍ଭାବନା ରହିଛି । ଏନେଇ ୧୧ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୧୧ଟି ଜିଲ୍ଲା ଯଥା- କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ,…

ରାଜ୍ୟରେ ଆଉ ୬୪ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୨।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮…

ଜିଲ୍ଲା ଦାୟିତ୍ୱରେ ୬ ବରିଷ୍ଠ ଡାକ୍ତର

ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଟେଷ୍ଟିଂ ବଢାଇବାକୁ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି । ଟେଷ୍ଟିଂକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲା…

ବନ୍ଦ ହେଲା ବିଜୁ ଯୁବ ବାହିନୀ !

ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର): ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟ ବିଜୁ ଯୁବ ବାହିନୀ ବନ୍ଦ । ବିଜୁ ଯୁବ ବାହିନୀ ବନ୍ଦ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାନସଭାରେ ଉତ୍ତର ରଖି ବିଜୁ…

ଜେଠୱାଙ୍କୁ କ୍ରାଇମବ୍ରାଞ୍ଚର ଦାୟିତ୍ୱ

ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର): କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଯଶବନ୍ତ ଜେଠୱା । ଏଡିଜି ଆଇନ ଶୃଙ୍ଖଳା ଥିବା ଜେଠୱାଙ୍କୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।…

ବିଧାନସଭାରେ ଆତ୍ମାହୂତି ଧମକ ଦେଲେ ବିଧାୟକ

ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର): ପୁଣି ବିଧାନସଭାରେ ଆତ୍ମାହୂତି ଧମକ ଦେଇଛନ୍ତି ଜଣେ ବିଜେପି ବିଧାୟକ । ସମସ୍ତ ଧାନ କିଣାନଗଲେ ଆତ୍ମାହୂତି ଦେବାକୁ ଚେତାବନୀ ବିଧାୟକ ସୁବାସ ପାଣିଗ୍ରାହୀ । ତେବେ ଧାନ ସମସ୍ୟାକୁ…

ଅପରାହ୍ମ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର):ଧାନ ସମସ୍ୟାକୁ ନେଇ ବିଧାନସଭାରେ ବିବୃତି ରଖିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଧାନ କିଣା ସମ୍ପର୍କରେ ବିବୃତି ରଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି । ଗୃହ…

ଅପରାଧୀଙ୍କୁ ଧରିବ ‘ଅତିଥି’ ଆପ୍

ଭୁବନେଶ୍ୱର, ୧୨ା୩ (ଓଡିଶା ଭାସ୍କର): ଆଉ ଖସି ପାରିବେନି ଅପରାଧୀ । ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଏଣିକି ‘ଅତିଥି’ ଆପର ବ୍ୟବହାର କରିବ । ପୋଲିସ ପକ୍ଷରୁ ଏହି ଆପର ତିଆରି ଚାଲିଛି, ଖୁବଶୀଘ୍ର ତାହା କାର୍ଯ୍ୟକାରୀ…

ବୁର୍ଲାରେ ପୁଣି ରାଗିଂ: ୬ ଛାତ୍ରଙ୍କୁ ଆକ୍ରମଣ

ସମ୍ବଲପୁର, ୧୨ା୩ (ଓଡିଶା ଭାସ୍କର): ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ ରିସର୍ଚ୍ଚ (ଭିମସାର)ର ୬ ଜଣ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । ଦୁଇବର୍ଷ ପୂର୍ବରୁ ବୀର…