fbpx
Browsing Category

ରାଜ୍ୟ

କାଲି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବାହାଘର

ଭୁବନେଶ୍ୱର,୨୮ ।୨(ଓଡିଶା ଭାସ୍କର): ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଆସନ୍ତାକାଲି ବାହାହେବେ ଅଭିନେତା ସବ୍ୟସାଚୀ ମହାନ୍ତି । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ସେମାନଙ୍କର ବାହାଘର ହେବ । ଏନେଇ…

ଭିସୁଟରେ କାଲିର ପରୀକ୍ଷା ସ୍ଥଗିତ

ବୁର୍ଲା,୨୮ ।୨(ଓଡିଶା ଭାସ୍କର): ଭିସୁଟରେ ଆସନ୍ତାକାଲି ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ଯାଏଁ ପରୀକ୍ଷା ସ୍ଥଗିତ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି…

ଆଜି ଅନୁଗୁଳ ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର,୨୮ ।୨(ଓଡିଶା ଭାସ୍କର): ଗ୍ରୀଷ୍ମପ୍ରବାହ ବଢି ବଢି ଚାଲିଛି । ଆଜି ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ପାଲିଟିଛି ଅନୁଗୁଳ । ଅନୁଗୁଳର ତାପମାତ୍ରା ସର୍ବାଧିକ ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି । ୪୦ ଡିଗ୍ରୀ…

ରାଜ୍ୟରେ ଆଉ ୫୨ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୮।୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ପୋଲିସ ସେବାରୁ ସତ୍ୟଜିତଙ୍କ ଅବସର

ଭୁବନେଶ୍ୱର,୨୮ ।୨(ଓଡିଶା ଭାସ୍କର): ପୋଲିସ ସେବାରୁ ଅବସର ଅବସର ନେଇଛନ୍ତି ଡକ୍ଟର ସତ୍ୟଜିତ ମହାନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି ସତ୍ୟଜିତ । ଆସନ୍ତାକାଲି ଓପିଏସସି ଅଧ୍ୟକ୍ଷ ଭାବେ…

ଜେଲ୍ ୱାର୍ଡର ସସପେଣ୍ଡ

ସମ୍ବଲପୁର,୨୮ ।୨(ଓଡିଶା ଭାସ୍କର): ସମ୍ବଲପୁର ସର୍କଲ ଜେଲରେ ୨ ସହକର୍ମୀଙ୍କୁ ୱାର୍ଡରଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତ ୱାର୍ଡର ଅଶୋକ ଥାର୍ଟି ନିଲମ୍ବିତ ହୋଇଛନ୍ତି । ଅଭିଯୁକ୍ତ ୱାର୍ଡରଙ୍କୁ ନିଲମ୍ବିତ କରିଛନ୍ତି ଜେଲ…

ଜଙ୍ଗଲ ନିଆଁରେ ପୋଡି ୫ ଗୁରୁତର

କେନ୍ଦୁଝର,୨୮ ।୨(ଓଡିଶା ଭାସ୍କର): ଘୂର୍ଣ୍ଣିଘହ ଯୋଗୁଁ ଜଙ୍ଗଲରେ ଲାଗିଛି ନିଆଁ, ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଠାକୁଆମୁଣ୍ଡା ଥାନା ଜୁଆଳିକଟା ଛକ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା ।…

କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ

କେନ୍ଦୁଝର,୨୮ ।୨(ଓଡିଶା ଭାସ୍କର): ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି କେନ୍ଦୁଝର ଗସ୍ତ କରିଛନ୍ତି । ୨ ଦିନିଆ କେନ୍ଦୂଝର ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ । ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ…

ରାଜ୍ୟରେ ଆଜି ପୁଣି ୮୭ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର, ୨୮ା୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୮୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୩ ଓ ସ୍ଥାନୀୟ ଅଞ୍ଚଳରୁ…

ବସ୍ ଧକ୍କାରେ ଜଣେ ମୃତ, ୩ ଗୁରୁତର

କଟକ, ୨୮ା୨ (ଓଡିଶା ଭାସ୍କର): କଟକରେ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ବସ-ଅଟୋ ମୁହାଁମୁହିଁ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା । ଜଗତସିଂହପୁର ଅଭିମୁଖେ ଯାଉଥିବା ଏକ…