fbpx

ଜେଲ୍ ୱାର୍ଡର ସସପେଣ୍ଡ

ସମ୍ବଲପୁର,୨୮ ।୨(ଓଡିଶା ଭାସ୍କର): ସମ୍ବଲପୁର ସର୍କଲ ଜେଲରେ ୨ ସହକର୍ମୀଙ୍କୁ ୱାର୍ଡରଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତ ୱାର୍ଡର ଅଶୋକ ଥାର୍ଟି ନିଲମ୍ବିତ ହୋଇଛନ୍ତି । ଅଭିଯୁକ୍ତ ୱାର୍ଡରଙ୍କୁ ନିଲମ୍ବିତ କରିଛନ୍ତି ଜେଲ ଅଧିକ୍ଷକ । ନିଶାସକ୍ତ ଅବସ୍ଥାରେ ୱାର୍ଡର ୨ ସହକର୍ମୀଙ୍କୁ ବାଡେଇ ଥିବା ଅଭିଯୋଗ ହୋଇଥିଲା । କାଲି ବଚସା ପରେ ନିଶାସକ୍ତ ୱାର୍ଡର ଆକ୍ରମଣ କରିଥିବା ସହକର୍ମୀ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.