Browsing Category
ରାଜ୍ୟ
ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ; ଆତ୍ମନିର୍ଭର ଅର୍ଥ ବ୍ୟବସ୍ଥା, ବଜେଟ୍ ପ୍ରସଙ୍ଗରେ କହିବେ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ’କୁ ପାଥେୟ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗତ ୧ ତାରିଖ ଦିନ…
ସୋମବାର ମାଘ ସପ୍ତମୀ ମେଳା: ଚନ୍ଦ୍ରଭାଗାରେ ବୁଡ ପକାଇବା ମନା,କୋଭିଡ଼ କଟକଣା ଜାରି କଲା ପ୍ରଶାସନ
କୋଣାର୍କ, (ଭାସ୍କର ନ୍ୟୁଜ୍): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ଘଟୁଛି ତେବେ ଏହା ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିନାହିଁ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାଖାପାଖି ରହୁଛି । ତେଣୁ…
ରାଜ୍ୟରେ ଘନ କୁହୁଡ଼ି ସହ ଶୀତର ପ୍ରକେପ ଜାରି, ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ କୁହୁଡ଼ି ଆଶଙ୍କା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ରାଜ୍ୟରେ ଘନ କୁହୁଡ଼ି ସହ ଶୀତର ପ୍ରକେପ ଜାରି ରହିବ। ରବିବାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ନେଇ ଆକଳନ କରାଯାଇଛି । କଟକ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି,…
ଭାରତରେ ଆରମ୍ଭ ହେଲା ୫ଜି ଟ୍ରାଏଲ: ୪ କମ୍ପାନୀଙ୍କୁ ମିଳିଲା ଟେଲିକମ ମନ୍ତ୍ରଣାଳୟର ଅନୁମତି
ନୂଆଦିଲ୍ଲୀ: ଦେଶରେ ଏୟାରଟେଲ, ଜିଓ, ଭୋଡାଫୋନ ଆଇଡିଆ ଏବଂ ଏମଟିଏନଏଲକୁ ୫ ଜି ଟ୍ରାଏଲ ପାଇଁ ଡିପାର୍ଟମେଣ୍ଟ ଅଫ୍ ଟେଲି କମ୍ୟୁନିକେସନର ଅନୁମତି ମିଳିଛି । ଏନେଇ ରାଜ୍ୟସଭାରେ ଶୁକ୍ରବାର ଟେଲିକମ ମନ୍ତ୍ରାଳୟ ତରଫରୁ ଏକ…
ପଞ୍ଚାୟତ ନିର୍ବାଚନ ପୂର୍ବରୁ Voter-Idରେ ନାଁ ବଦଳେଇବା ପାଇଁ ଚିନ୍ତିତ କି? ସହଜ ଉପାୟରେ ଅପଡେଟ୍ କରନ୍ତୁ
ନୂଆଦିଲ୍ଳୀ: ଆଗକୁ ଆସୁଛି ନିର୍ବାଚନୀ ଋତୁ । ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ୫ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ନିର୍ବାଚନ ସମୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ…
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା: ୧୩ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟଣା । ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପୋଲିସ ବିଭାଗ ପକ୍ଷରୁ ୯ ଲକ୍ଷ, ସାମ୍ବାଦିକ…
କୋଭିଡ ପାଇଁ ନାହିଁ ନିର୍ଦ୍ଦିଷ୍ଟ ହୋମିଓପାଥି ଔଷଧ: ପ୍ରଫେସର ରାଜେନ୍ଦ୍ର ଦାସ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି କୋଭିଡ ସଚେତନତା ଅଭିଯାନ । ଏହି ପରିପ୍ରେକ୍ଷୀରେ ଶନିବାର ଅଭିନ୍ନ ଚନ୍ଦ୍ର ହୋମିଓପାଥି ପ୍ରତିଷ୍ଠାନର ପ୍ରଫେସର ରାଜେନ୍ଦ୍ର ଦାସ କୋଭିଡରେ ହୋମପାଥି ଔଷଧ ସେବନ ଉପରେ…
ନୂଆ ଷ୍ଟାଇଲରେ ଆସି ଲୁଟି ନେଲେ ବୁଲେଟ: ପୋଲିସ ପ୍ରଶାସନକୁ ଖୋଲା ଚାଲେଞ୍ଜ
ଭୁବନେଶ୍ୱର: ଭୁବନେଶ୍ୱରରେ ବଢି ଚାଲିଛି ଲୁଟ ଏବଂ ଅନ୍ୟ ଅପରାଧ । ଯେଉଁଥିପାଇଁ ଏବେ ବଦନାମ ହୋଇଛି ରାଜଧାନୀ । ଦିନକୁ ଦିନ ସ୍ମାର୍ଟ ସିଟିରେ ବଢୁଛି ସ୍ୱାର୍ଟ ଚୋରି । ଲୁଟ କରିବା ପାଇଁ ଲୁଟେରାଭ୍କ ପାଖରେ ସ୍ମାର୍ଟରୁ…
(Video) ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଓବାଦୀଙ୍କ ହିଂସାରେ ବଳି ପଡ଼ିଛନ୍ତି ଜଣେ ସାମ୍ବାଦିକ । ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ମାଓବାଦୀଙ୍କ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲାର…
ସାଲିଆ ସାହିରେ ପୋଲିସ୍ ଚଢ଼ାଉ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିସନରେଟ୍ ପୋଲିସ୍ ର ବଡ଼ଧରଣର ଚଢ଼ାଉ । ସାଲିଆ ସାହିରେ ୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ଚଢ଼ାଉ ହୋଇଛି । ବେଆଇନ୍ ମଦ ତିଆରି ଫ୍ୟାକ୍ଟ୍ରି ଉପରେ ପୋଲିସ୍ ଆଜି ମିଳିତ ଭାବେ ଚଢ଼ାଉ କରିଥିବା…