Browsing Category
ରାଜ୍ୟ
Breaking: ରାଜଧାନୀରେ ଚାଞ୍ଚଲ୍ୟ, ବାଣୀ ବିହାର, ଲିଙ୍ଗରାଜ ଷ୍ଟେଶନରେ ପଡ଼ିଛି ୨ ଟି ମୃତଦେହ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ରାଜଧାନୀର ୨ଟି ରେଳ ଷ୍ଟେଶନରୁ ୨ଟି ମୃତଦେହ ଠାବ କରାଯାଇଛି ।
ଗୋଟିଏ ମୃତଦେହ ବାଣୀ ବିହାର ରେଳ ଷ୍ଟେଶନରେ ପଡ଼ିଥିବାବେଳେ ଆଉ ଏକ ମୃତଦେହ ଲିଙ୍ଗରାଜ ଷ୍ଟେଶନରେ…
BREAKING: ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ
ମାଲକାନଗିରି: ଦେଶରେ ପହଲଗ୍ରାମ ଆତଙ୍କୀ ଆକ୍ରମଣକୁ ବିରୋଧ । ଏଥିପାଇଁ ମାଲକାନଗିରି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।
ପହଲଗାମ ଆତଙ୍କୀ ହମଲାକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି ।
ହିନ୍ଦୁ ଜାଗରଣ…
13ସହରରେ 42 ପାର୍..ଆଉ 2 ଦିନ ଛଟପଟ, 27ରୁ କାଳବୈଶାଖୀ
ଭୁବନେଶ୍ବର: ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି । ତାପମାତ୍ରା 44 ଡିଗ୍ରୀ ଉପରେ ରହୁଛି । ଯାହା ଫଳରେ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଥିବା ଦେଖାଯାଇଛି ।
ତେବେ ଆହୁରି 2ଦିନ ଏପରି ଛଟପଟ…
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସର ପରିବାରକୁ କ୍ରାଇମବ୍ରାଞ୍ଚର ପଚରାଉଚରା
ଭୁବନେଶ୍ବର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ଟିମ୍ । ବ୍ରହ୍ମପୁରରେ ଗୋପାଳ ଦାସର ପରିବାରକୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି ।
ଗୋପାଳର ବଡ଼ଭାଇ ସହ…
ରାଉରକେଲାରେ ୨ ଅଭିଯୁକ୍ତକୁ ପୋଲିସର ଏନ୍କାଉଣ୍ଟର, ଢାବା ମାଲିକଙ୍କୁ ଗୁଳି କରି ଫେରାର ପାଇଁ କରୁଥିଲେ ଚେଷ୍ଟା
ଭୁବନେଶ୍ବର: ପୁଣି ରାଉରକେଲାରେ ଫୁଟିଲା ଗୁଳି । ଢ଼ାବା ମାଲିକଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ ।
ବିଶ୍ରା ଥାନା ଡୁଗ୍ରୁ ଥାନା ମାଲିକଙ୍କୁ ଗୁଳି କରି ଫେରାର ହୋଇଥିଲେ ଦୁର୍ବୃତ୍ତ ।…
Breaking: ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ଦୁଇଗୁଣା ବୃଦ୍ଧି
ଭୁବନେଶ୍ବର: ବଢ଼ିଲା ପୋଲିସ କର୍ମଚାରୀଙ୍କ ଭତ୍ତା । ପୋଲିସ କର୍ମଚାରୀଙ୍କ ଭତ୍ତା ଏବଂ ପ୍ରୋତ୍ସାହନ ରାଶି ବୃଦ୍ଧି । କନଷ୍ଟେବଳଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ପୋଷକ ଭତ୍ତା ଦୁଇଗୁଣା ବୃଦ୍ଧି କରାଯାଇଛି ।…
Breaking: ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା
ଭୁବନେଶ୍ବର: ଅପେକ୍ଷାର ଅନ୍ତ ଘଟିଲା । ଆଜି ଶେଷରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି । ଏନେଇ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଶିମିଳିପାଳ…
ଓଡ଼ିଶା ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେଲେ ରଞ୍ଜିତ ପାତ୍ର
ଭୁବନେଶ୍ୱର: ଓଡ଼ିଶା ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେଲେ ରଞ୍ଜିତ ପାତ୍ର । ଏଥିସହ କୃଷ୍ଣଚନ୍ଦ୍ର ପତି, ଗଣେଶ ସାହୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ।
INS ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ସ୍କାମ୍, ୫ ଜଣ କର୍ମଚାରୀଙ୍କୁ ବାନ୍ଧିଲା ପୋଲିସ
ଖୋର୍ଦ୍ଧା: ଆଇଏନଏସ ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏଥିରେ ୫ ଜଣ ଗିରଫ ହୋଇଥିବା ଖବର ଜଣାପଡିଛି । ୫ ଜଣ ଆଇଏନଏସ କର୍ମଚାରୀଙ୍କୁ ଗିରଫ କରିଛି ଖୋର୍ଦ୍ଧା…
SBIରୁ ୩.୫ ଲକ୍ଷ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ, ଚୋର ଭାଙ୍ଗି ନେଇଗଲେ
ବଣାଇ: ବାଇକ୍ ଡିକି ଭାଙ୍ଗି ୩.୫ ଲକ୍ଷ ଟଙ୍କା ଲୁଟିନେଲେ । ଏସବିଆଇରୁ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ । ୨ ଦୁର୍ବୃତ୍ତ ଆସି ଡିକି ଭାଙ୍ଗି ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି ।
ଯେତେବେଳେ ବାଇକ ଆରୋହୀ…