Browsing Category

ରାଜ୍ୟ

INS ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ସ୍କାମ୍‌, ୫ ଜଣ କର୍ମଚାରୀଙ୍କୁ ବାନ୍ଧିଲା ପୋଲିସ

ଖୋର୍ଦ୍ଧା: ଆଇଏନଏସ ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏଥିରେ ୫ ଜଣ ଗିରଫ ହୋଇଥିବା ଖବର ଜଣାପଡିଛି । ୫ ଜଣ ଆଇଏନଏସ କର୍ମଚାରୀଙ୍କୁ ଗିରଫ କରିଛି ଖୋର୍ଦ୍ଧା…

SBIରୁ ୩.୫ ଲକ୍ଷ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ, ଚୋର ଭାଙ୍ଗି ନେଇଗଲେ

ବଣାଇ: ବାଇକ୍ ଡିକି ଭାଙ୍ଗି ୩.୫ ଲକ୍ଷ ଟଙ୍କା ଲୁଟିନେଲେ । ଏସବିଆଇରୁ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ । ୨ ଦୁର୍ବୃତ୍ତ ଆସି ଡିକି ଭାଙ୍ଗି ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି । ଯେତେବେଳେ ବାଇକ ଆରୋହୀ…

ଲିଫ୍ଟରେ ବୃଦ୍ଧାଙ୍କ ମୃତ୍ୟୁ ଘଟଣା, ସହାୟତା ରାଶି ଘୋଷଣା କଲେ ଜିଲ୍ଲାପାଳ

ଭୁବନେଶ୍ବର: ଆଜି ସକାଳେ ଭଦ୍ରକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ହସ୍ପିଟାଲ ଲିଫ୍ଟରେ ଚାପି ହୋଇ ଜଣେ ବୃଦ୍ଧାଙ୍କର ଜୀବନ ଯାଇଥିଲା  । ତେବେ ଏହି ଘଟଣାରେ ବର୍ତ୍ତମାନ ସହାୟତା ଘୋଷଣା କରାଯାଇଛି । ବୃଦ୍ଧା…

ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ପାଇଁ ନିର୍ଦ୍ଦେଶନାମା, ସୁଆର ମହାସୁଆର ନିଯୋଗ ପକ୍ଷରୁ ସୂଚନା

ପୁରୀ: ସୁଆର ମହାସୁଆର ନିଯୋଗ ପକ୍ଷରୁ ବଡ଼ ସୂଚନା । ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଦୀଘାରେ ଉଦଘାଟିତ ହୋବକୁ ଯାଉଛି, ଶ୍ରୀଜଗନାଥ ମନ୍ଦିର ନେଇ ଏହି…

ଗାଧୋଇବାକୁ ଯାଇ ପାଣିରେ ଭାସିଗଲେ, ମହାନଦୀରେ ବୁଡ଼ି ୨ ଜଣ ନିଖୋଜ

କଟକ: ମହାନଦୀରେ ବୁଡ଼ି ଯାଇ ୨ ଜଣ ନିଖୋଜ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯୋବ୍ରା ଆନିକଟ ନିକଟରେ ବୁଡ଼ି ଯାଇ ନିଖୋଜ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ୩ ଜଣ ଗାଧୋଇଲା ବେଳେ ଏହି ଅଘଟଣ ଘଟିଛି । ଏଥିରେ ଜଣେ…

Breaking: ୬ ଲକ୍ଷ ଲୋକଙ୍କୁ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କଟାକ୍ଷ କଲେ ବିଜେଡି ନେତା ଅରୁଣ ସାହୁ

ଭୁବନେଶ୍ୱର: ଆଜି ୬ ଲକ୍ଷ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଲୋକଙ୍କ ପାଖରେ କାର୍ଡ ପହଞ୍ଚିବ । ଏ ନେଇ ପ୍ରକୟିୟା ଜାରିଥିବାବେଳେ ଆଗାମୀ ଦିନରେ ଆହୁରି ଲୋକଙ୍କୁ ରାସନ କାର୍ଡ ବଣ୍ଟାଯିବ ବୋଲି ନିଜ…

ପହଲଗାମ୍ ଆତଙ୍କୀ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ, ରାୟପୁରରେ ପହଞ୍ଚିଲା ମରଶରୀର

ବଲାଙ୍ଗୀର: ପହଲଗାମ ଆତଙ୍କୀ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଦିନେଶ ଅଗ୍ରୱାଲ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଲାଠୋର ଗାଁର ପ୍ରୟାଗ ଚାନ୍ଦ ଅଗ୍ରୱାଲଙ୍କ ସାନପୁଅ ଦିନେଶ…

ଆହୁରି ବଢ଼ିବ ଖରା, ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଦିନ ଯେତେ ବଢୁଛି ତାତି ସେତେ ବଢୁଛି। ସକାଳ ୭ରୁ ଅନୁଭୂତ ହେଉଛି ଟାଣ ଖରା। ସେପଟେ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ, ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କ କରିଛି ପାଣିପାଗ…

BREAKING: ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କ ଜୀବନ

ଭଦ୍ରକ: ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀ ମୃତ। ଭଦ୍ରକ ବାସୁଦେବପୁରରେ କଶିଆ ସାମୁଦ୍ରିକ ଥାନ ସାନକୃଷ୍ଣପୁର ମଳିକ ସାହିରେ ଘଟିଛି ଏହି ଅଘଟଣ। ହସ୍ପିଟାଲରେ ଦୁଇ ଭଉଣୀଙ୍କୁ ମୃତ ଘୋଷଣା କଲେ ଡାକ୍ତର।…

BREAKING: ଦ୍ୱିତୀୟ ବିବାହ କରିବା ପାଇଁ ୬ ବର୍ଷର ପୁଅକୁ ମାରି ପୋଖରୀରେ ଫିଙ୍ଗିଦେଲା ବାପା !

ଯାଜପୁର: ପୁଅର ହତ୍ୟାକାରୀ ବାପା। ଅତି ନିର୍ଦୟ ଭାବରେ ୬ ବର୍ଷର ନାବାଳକକୁ ମାରି ଗାଁ ପାଖ ପଥର ଖାଦାନରେ ଥିବା ପୋଖରୀରେ ମାରି ଫୋପାଡି ଦେଇଛି ଜନ୍ମ କଲା ବାପା। ଆଉ ମାରିବାର କାରଣ ହେଉଛି ଦ୍ୱିତୀୟ ବିବାହ କରିବାର…