Browsing Category
ରାଜ୍ୟ
ବଢ଼ିଲାଣି ସଂକ୍ରମଣ: ରେଡ୍ ଜୋନକୁ ଗଲା ୨ ଜିଲ୍ଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ିବାରେ ଲାଗିଛି କୋଭିଡ୍ ସଂକ୍ରମଣ । କିଛି ଜିଲ୍ଲାରେ ସଂକ୍ରମଣ ହାର ଚିନ୍ତାଜନକ ରହିଛି । ଏହି କ୍ରମରେ ରାଜ୍ୟର ଦୁଇଟି ଜିଲ୍ଲା ରେଡ୍ ଜୋନରେ ସାମିଲ ରହିଛି । ଏହି ଦୁଇ…
(Video) ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୂଡ଼ାନ୍ତ ସଂରକ୍ଷଣ ତାଲିକା: ମହିଳାଙ୍କ ପାଇଁ ୧୫ଟି ଜିଲ୍ଲାର ଆସନ ସଂରକ୍ଷିତ (See List)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ତେବେ ତାଲିକାରେ ଅନୁସୂଚିତ ଜନଜାତି ପାଇଁ ୭ଟି ଜିଲ୍ଲା ପରିଷଦ ପଦବୀ ସଂରକ୍ଷିତ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୬୭୯ କୋଭିଡ୍ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…
ରାଜଧାନୀର ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା BMC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ପୁଣି ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସମ୍ପୃକ୍ତ ଅଞ୍ଚଳଗୁଡ଼ିକରୁ ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର…
ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା କାର୍: ୨ ଜଣଙ୍କ ମୃତ୍ୟୁ, ୨ ଗୁରୁତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ କାର ରାସ୍ତା ତଳକୁ ଓଲଟି ପଡ଼ିବା ଫଳରେ ଘଟଣାସ୍ଥଳରେ ଏକାଧିକ ଲେକ ମୃତାହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଲୋକେ…
ରାଜ୍ୟରେ ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ଥଗିତ ହୋଇପାରେ ପଞ୍ଚାୟତ ନିର୍ବାଚନ, ନିର୍ବାଚନ କମିଶନଙ୍କ ବୈଠକ ଦିନ ୧୧ଟାରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ସଂକ୍ରମଣ ହଠାତ୍ ବୃଦ୍ଧି ପାଇବା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ଗୋଟିଏ ପଟେ ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ…
ସୋମବାରଠାରୁ ଭର୍ଚୁଆଲ ମୋଡରେ ଚାଲିବ ହାଇକୋର୍ଟ: ୫୦% କର୍ମଚାରୀଙ୍କୁ ନେଇ ଚାଲିବ କାର୍ଯ୍ୟାଳୟ
ଆସନ୍ତା ୧୦ ତାରିଖରୁ ଭର୍ଚୁଆଲ ମୋଡରେ ଚାଲିବ ହାଇକୋର୍ଟ । ୧୦ ତାରିଖରୁ ଫେବ୍ରୁଆରୀ ୪ ତାରିଖ ଯାଏଁ ଭର୍ଚୁଆଲ୍ ମୋଡରେ ଚାଲିବ । ଭିଡିଓ କନଫରେନ୍ସିଂରେ ହେବ ସବୁ ମାମଲାର ଶୁଣାଣି । ଏହା ସହ ୫୦ ପ୍ରତିଶତ କର୍ମଚାରୀଙ୍କୁ…
ସୁରକ୍ଷା ବଳକୁ ସଫଳତା: କୁମ୍ବିଂ ବେଳେ ମାଟି ତଳୁ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ୍
ମାଲକାନଗିରି: ସ୍ୱାଭିମାନ ଅଂଚଳରେ ନୂତନ ଭାବେ ଘନବେଡା ଠାରେ ଅବସ୍ଥାପିତ ହୋଇଥିବା ୯ ନମ୍ବର ବିଏସଏଫ ବାଟାଲିୟନକୁ ମିଳିଛି ଏକ ବଡ ସଫଳତା । ବିଏସ୍ଏଫ ଯବାନମାନେ କୁମ୍ବିଂ ଅପରେସନରେ ବାହାରିଥିବା ବେଳେ ମାଓବାଦୀ ଲୁଚାଇ…
କରୋନା କବଳରେ ଆଉ ଦୁଇ ନେତା: ସାଂସଦ ସସ୍ମିତ ପାତ୍ର ଓ ଭଦ୍ରକ ବିଧାୟକ ସଂକ୍ରମିତ, ନେଇଥିଲେ ଦୁଇ ଡୋଜ୍ ଟିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ରାଜନେତା ମାନେ ଏହାର ଶିକାର ହେବାରେ ଲାଗିଛନ୍ତି । ଶୁକ୍ରବାର ଦୁଇ ଜଣ ରାଜନେତା ସସ୍ମିତ ପାତ୍ର ଏବଂ ସଞ୍ଜୀବ କୁମାର ମଲ୍ଲିକ କରୋନାରେ…
ମାନୁନାହାଁନ୍ତି ଫି’ ଛାଡ଼ ନିର୍ଦ୍ଦେଶ: ପ୍ରାଇଭେଟ୍ ସ୍କୁଲମାନଙ୍କର ଫି ଆଦାୟକୁ ନେଇ ଅସନ୍ତୋଷ ଅଭିଭାବକ ସଂଘର ଅଭିଯୋଗ; ଦେଖନ୍ତୁ ଭିଡିଓ…
ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ବୃଦ୍ଧି ପାଇଛି ଲୋକଙ୍କ ଆର୍ଥିକ ସମସ୍ୟା । ମହାମାରୀ ଯୋଗୁଁ ପ୍ରାଇଭେଟ ସ୍କୁଲର ଫି ଛାଡ଼ ପାଇଁ ହାଇକୋର୍ଟ ତଥା ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଥିଲେ ବି ଏହାକୁ ମାନୁନଥିବା…