Browsing Category

ରାଜ୍ୟ

(ଭିଡିଓ) ମା’ ଶବ ସହ ଦୁଇ ଦିନ: ୫ ବର୍ଷର ଶିଶୁକନ୍ୟାର ପ୍ରଶ୍ନ ଆଗରେ ମୃତ୍ୟୁ ବି ନିରୁତ୍ତର

ମା’ ମୃତ ଦେହ ଦୁଇ ଦିନ ବିତାଇଲା ଝିଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଲାଙ୍ଗୀର ସହର ସାଗରପଡାରେ । ସାଗରପଡା ଶିବ ମନ୍ଦିର ନିକଟ ଘର ଭିତରୁ ଜଣେ ବିଧବା ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି ।…

୪ ତାରିଖକୁ ଘୁଞ୍ଚିଲା ତପସ୍ୱିନୀ ମାମଲାର ଶୁଣାଣି: ଦେଖନ୍ତୁ କଣ କହିଲେ ଓକିଲ(ଭିଡିଓ)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁ ମାମଲାର ଶୁଣାଣି ପୁଣି ଥରେ ଘୁଞ୍ଚିଛି । ଆସନ୍ତା ୪ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ରାୟ ଦେଇଛନ୍ତି ମାନ୍ୟବର କୋର୍ଟ । ମାନ୍ୟବର ଜିଲ୍ଲା…

ସୁମିତ-ତପସ୍ୱିନୀ ବିବାଦରେ ଭୁଲ କାହାର: କବିତା ଜରିଆରେ ଚମତ୍କାର ଉପସ୍ଥାପନା, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ଦେଖା ଦେଇଥିବା ତପସ୍ୱିନୀ ଓ ସୁମିତ ବିବାଦ ଥମିବାର ନାମ ନେଉନି । ନ୍ୟାୟ ପାଇଁ ତପସ୍ୱିନୀ ଏବେବି ଶୀତ କାକରରେ ନ୍ୟାୟ ପାଇଁ ଲଢେଇ କରୁଥିବା ବେଳେ ସୁମିତଙ୍କର ପତା…

(ଭିଡ଼ିଓ)ବିପଦ ସାଜିଛି ମାଞ୍ଜା ସୂତା: କଟକ ପରେ ପୁରୀରେ କଟିଲା ଜଣଙ୍କ ବେକ

ପୁରୀ(ଓଡ଼ିଶା ଭାସ୍କର): ମାଞ୍ଜା ସୂତା ଲାଗି କଟକ ଜଗତପୁରରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପୁରୀରୁ ବି ସମାନ ଘଟଣା ସାମ୍ନାକୁ ଆସିଛି । ଅସୁସ୍ଥ ପୁଅ ପାଇଁ ବଡ଼ଡାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ କୁଣ୍ଢାଇବେଣ୍ଟ…

କେବେ ହେବ CBSE ୧୦ମ, ଦ୍ୱାଦଶ ଟର୍ମ ୧ ରେଜଲ୍ଟ ଘୋଷଣା, ଜାଣନ୍ତୁ ଡିଟେଲ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ତରଫରୁ ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୨ ଡିସେମ୍ବରରେ ଶେଷ ହୋଇଛି । ଏବେ ୧୦ମ ଏବଂ ଦ୍ୱାଦଶର ଛାତ୍ରଛାତ୍ରୀମାନେ ଟର୍ମ ୧ ବୋର୍ଡ ଫଳାଫଳକୁ ନେଇ…

ଆଜିର ଶୁଣାଣି କାହା ସପକ୍ଷରେ ଯିବ, ଦେଖନ୍ତୁ ଏନେଇ କ’ଣ କହୁଛନ୍ତି ତପସ୍ୱିନୀ (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦର ଶୁଣାଣି ହେବ । ତେବେ ମାସାଧିକ କାଳ ତପସ୍ୱିନୀ ସୁମିତଙ୍କ ଘର ଆଗରେ ଧାରଣାରେ ବସିଥିବା…

ମାଞ୍ଜା ଲାଗି ଯୁବକଙ୍କ ମୃତ୍ୟୁ: ଯାଞ୍ଚ ପାଇଁ CMCର ନିର୍ଦ୍ଦେଶ

କଟକ(ଓଡ଼ିଶା ଭାସ୍କର): କଟକ ଜଗତପୁରରେ ମାଞ୍ଜା ସୂତା ଲାଗି ଜଣେ ଯୁବକଙ୍କ ମୃତ୍ୟୁ ପରେ ପୋଲିସର ତନାଘନା ଆରମ୍ଭ ହୋଇଛି । କମିଶନରେଟ୍ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ମାଞ୍ଜାସୂତା ରଖିଥିବା ଅଭିଯୋଗରେ…

(ଭିଡ଼ିଓ)ରାଜ୍ୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ଟିକା ଦିଆଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ବଢ଼ୁଥିବା ମାମଲାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ନିଜର…

ନୂଆ DGP ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଥିବା ସୁନୀଲ ବଂଶଙ୍କୁ ଓଡ଼ିଶା ଫେରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏବେ ମୁମ୍ବାଇରେ ଗୁଇନ୍ଦା ବିଭାଗର…

ଆଜି ଜିଲ୍ଲା କୋର୍ଟରେ ହେବ ତପସ୍ୱିନୀ-ସୁମିତଙ୍କ ଶୁଣାଣି: କେଉଁ ଆଡ଼କୁ ଯିବ କାହାଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଘଟଣା ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ମାମଲାର ଅନ୍ତ ଘଟୁନାହିଁ । ତେବେ ଆଜି ଏହି ଦମ୍ପତିଙ୍କର ମାମଲାର ରାୟ ଶୁଣାଇବେ କୋର୍ଟ । ତେଣୁ ଏହି…