Browsing Category
ରାଜ୍ୟ
ମାଟ୍ରିକ୍ ସମେଟିଭ ଆସେସମେଣ୍ଟ ହେବ କି ନାହିଁ ? ଜାଣନ୍ତୁ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜାନୁଆରୀ ୫ରେ ହେବାକୁ ଥିବା ମାଟ୍ରିକ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ହେବ କି ନାହିଁ ବୋଲି ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ…
ରାଉରକେଲାରେ ଯୁବତୀଙ୍କୁ ଛୁରାମାଡ: ପ୍ରେମ ସମ୍ପର୍କ ସନ୍ଦେହ, ହସ୍ପିଟାଲରେ ଭର୍ତ୍ତି
ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲାରେ ଯୁବତୀଙ୍କୁ ଛୁରାମାଡ । ଦିନ ଦ୍ୱିପ୍ରହରରେ ବସରୁ ଓହ୍ଲାଇଥିବା ବେଳେ ଯୁବତୀଙ୍କୁ ଛୁରାମାଡ କରାଯାଇଛି । ସେକ୍ଟର-୩ରେ ଯୁବତୀ ଜଣଙ୍କ ବସରୁ ଓହ୍ଲାଇଥିବା ବେଳେ ତାଙ୍କୁ ଛୁରାମାଡ…
ସୁମିତ-ତପସ୍ୱିନୀଙ୍କ ବିବାଦ ଏମିତି ଆଗକୁ ଆଗକୁ ମାଡ଼ି ଚାଲିଥିବ ନା ଏହାର କିଛି ସମଧାନ ଅଛି?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲା ଦୁଇଦିନ ହେଲା ସାମାନ୍ୟ ଶାନ୍ତ ପଡ଼ିଛି । ତେବେ ଏହାର ଅର୍ଥ ହେଉଛି, ଭିତରେ ଭିତରେ ନିଆଁ ଜଳୁଛି । ଆଉ ଦିନକ…
କମିଛି ଶୀତ: ୧୨ ଡିଗ୍ରୀ ତଳେ ୯ ସହର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରାଜ୍ୟର ୯ଟି ସହରର ରାତ୍ରି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ୮ ଡିଗ୍ରୀ ସହ ସୁନ୍ଦରଗଡ଼ ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି…
IAS ଅଧିକାରୀଙ୍କୁ ଚପଲରେ ପିଟିବାକୁ ଉଦ୍ୟତ ହେଲେ ମହିଳା, ଦେଖନ୍ତୁ VIDEO
ନୂଆଦିଲ୍ଲୀ: ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ଜଣେ ମହିଳା ଜଣେ ଆଇଏଏସ୍ ଅଫିସରଙ୍କୁ ଚପଲରେ ପିଟିବାକୁ ଉଦ୍ୟମ ହେବା ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଏଥିସହିତ ଜିଲ୍ଲା ପଞ୍ଚାୟତ ସଦସ୍ୟା ଭାବେ କାର୍ଯ୍ୟରତ ମହିଳା…
ପଞ୍ଚାୟତ ନିର୍ବାଚନ: ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ତଥ୍ୟ ଦେବେ । ଅପରାଧିକ ମାମଲା, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ବାଧ୍ୟତାମୂଳକ ରହିବ । ନାମାଙ୍କନ ପତ୍ର ଦାଖଲ ବେଳେ…
ଜଣେ ମହିଳାଙ୍କୁ ନେଇ ବଢ଼ୁଛି ସସପେନ୍ସ: ରିମାଣ୍ଡ ଖୋଲିବ ହତ୍ୟା ଯୋଜନା ପଛର ରହସ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଦୁଇ…
୫ ଦିନର ଶିଶୁକନ୍ୟା ନିଖୋଜ: ବିକ୍ରି ନା ଚୋରି ସେ ନେଇ ଚାଲିଛି ତନାଘନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଜଣେ ମହିଳାଙ୍କର ୫ ଦିନର ଶିଶୁକନ୍ୟା ନିଖୋଜ ହୋଇଯାଇଛି । ଏହି ଖବର ବର୍ତ୍ତମାନ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିବା…
୨୮ରୁ ଆରମ୍ଭ ହେବ ଶିଶିର ସରସ ମେଳା, ପ୍ରଦର୍ଶନୀ ପଡିଆରେ ଦେଖିବାକୁ ମିଳିବ ବିଭିନ୍ନ ହସ୍ତଶିଳ୍ପ ଓ କୁଟରଶିଳ୍ପ ସାମଗ୍ରୀ ଓ ଘରକରଣା ଦ୍ରବ୍ୟ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ୨୮ ତାରିଖରୁ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଜାତୀୟ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀର ମେଳା ଶିଶିର ସରସ ଆରମ୍ଭ ହେବ । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ…
‘ମିଷ୍ଟର ଆଣ୍ଡ ମିସ୍ ଓଡିଶା’ର ତୃତୀୟ ସ୍ଥାନରେ ଦିପ୍ତୀମୟୀ, ଯୋଡା ପାଇଁ ଗୌରବ ଅର୍ଜନ କଲେ
ଯୋଡା (ଭାସ୍କର ନ୍ୟୁଜ୍): ମିଷ୍ଟର ଆଣ୍ଡ ମିସ୍ ଓଡିଶା-୨୦୨୧ ପ୍ରତିଯୋଗୀତାରେ ଯୋଡାର ଝିଅ ଦିପ୍ତୀମୟି ଗୋଚ୍ଛାୟତ ତୃତୀୟ ସ୍ଥାନ ଅଧିକାର କରି ଯୋଡା ପାଇଁ ଗୌରବ ଅର୍ଜନ କରିଛନ୍ତି । ମୋନାଲି ସାହୁ ଏବଂ ଦେବାଶିଷ…