Browsing Category

ରାଜ୍ୟ

15 ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା, 26 ଯାଏଁ ନିସ୍ତାର ନାହିଁ 27ରୁ କାଳବୈଶାଖୀ

ନୂଆଦିଲ୍ଲୀ: ସକାଳ 6ଟା ହେଲେ ଆରମ୍ଭ ହୋଇଯାଉଛି ସୂର୍ଯ୍ୟକୋପ । ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ପଶ୍ଚିମ ଏବଂ କେନ୍ଦ୍ରୀୟ ଓଡ଼ିଶାରେ ନିଆଁ ବର୍ଷା ହେଉଛି । ସୋମବାର ଠାରୁ ଖରାର…

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା: ମୃତ ଓଡ଼ିଆ ପର୍ଯ୍ୟଟକଙ୍କ ମରଶରୀର ତାଙ୍କ ବାସସ୍ଥାନରେ ପହଞ୍ଚାଇବା ପାଇଁ…

ଭୁବନେଶ୍ୱର/ଶ୍ରୀନଗର,୨୨ା୪: ଜମ୍ମୁ-କାଶ୍ମୀରରେ ମଙ୍ଗଳବାର ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଏଥର ସେନା ନୁହନ୍ତି ବଳି ପଡ଼ିଛନ୍ତି ସାଧାରଣ ପର୍ଯ୍ୟଟକ । ବର୍ତ୍ତମାନ ସୁଦ୍ଧା ୨୬ ପର୍ଯ୍ୟଟଙ୍କର…

ଅକ୍ଷୟ ତୃତୀୟା କିଣାକିଣିକୁ ନେଇ ଚିନ୍ତାରେ ଅଛନ୍ତି କି… ଜାଣନ୍ତୁ ଆପଣ କ’ଣ କିଣିଲେ ମିଳିବ ଲକ୍ଷ୍ମୀଙ୍କ କୃପା

ଓଡ଼ିଶା ଭାସ୍କର: ଏପ୍ରିଲ ୩୦ତାରିଖରେ ପାଳନ କରାଯିବ ଅକ୍ଷୟ ତୃତୀୟା । ଏହି ଦିନ ଯେ କୌଣସି ଶୁଭ କାମ ଆରମ୍ଭ କଲେ ତାହା ବର୍ଷ ତମାମ ଜାରି ରୁହେ ବୋଲି ବିଶ୍ୱାସ ରହିଛି । ଏହି ଦିନ ସୁନା କିଣିଲେ ଅତ୍ୟନ୍ତ ଶୁଭ ବୋଲି ଅନେକ…

Big Breaking: କାଲିଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ; ଅଙ୍ଗନବାଡ଼ ପିଲାଙ୍କ ପାଇଁ ଘରକୁ ପଠାଯିବ ଖାଦ୍ୟ

ଭୁବନେଶ୍ୱର: କାଲିଠାରୁ ରାଜ୍ୟବ୍ୟାପୀ ସମସ୍ତ ସ୍କୁଲ, କଲେଜ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର । ଗ୍ରୀଷ୍ମ ପ୍ରବାହ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ବନ୍ଦ ନେଇ ନିର୍ଦ୍ଦେଶ ଜାରି । ଯେଉଁ…

Big Breaking: ପହଲଗାମ୍ ଆତଙ୍କୀ ଆକ୍ରମଣରେ ବାଲେଶ୍ୱର ଯୁବକଙ୍କ ମୃତ୍ୟୁ, ମୃତଦେହ ଅପେକ୍ଷାରେ ପରିବାର ଲୋକେ

ଶ୍ରୀନଗର: ଜମ୍ମୁ-କଶ୍ମୀର ପହଲଗମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ସାମିଲ ଥିବା ସୂଚନା । ବାଲେଶ୍ୱର ଜିଲ୍ଲା ଈଶାଣୀ ଗାଁର ପ୍ରଶାନ୍ତ ଶତପଥୀ ସ୍ତ୍ରୀ ପ୍ରିୟଦର୍ଶନୀ…

ରାଜ୍ୟ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ ନକଲି ଶିକ୍ଷକଙ୍କ ରିପୋର୍ଟ ଦିଅ

କଟକ,୨୨ା୪: ରାଜ୍ୟରେ କେତେ ନକଲି ଶିକ୍ଷକ ଅଛନ୍ତି, ତାହାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟରେ ୪୨୪ ଜଣ ନକଲି ଶିକ୍ଷକ ଧରାପଡ଼ିସାରିଲେଣି । ଏ ବିଷୟରେ ସମ୍ପୂର୍ଣ୍ଣ…

BREAKING: ନାବାଳକ ମୁହଁରେ ଅପହରଣ କାହାଣୀ, ମତେ ଟ୍ୟୁସନ ସାର ନେଇ ଯାଇଥିଲେ…

ଭୁବନେଶ୍ୱର: ଅପହରଣକାରୀଙ୍କ ଠାରୁ ଉଦ୍ଧାର ହେବା ପରେ ନାବାଳକ କହିଲେ ଅପହରଣର କାହାଣୀ। ୧୦ଟା ବେଳେ ମୁଁ ସ୍କୁଲକୁ ଆସୁଥିଲି, ବାଟରେ ଟ୍ୟୁସନ୍ ସାର ମତେ ଅଟକାଇ ନେଇଗଲେ। ଦେହ ଖରାପ ଥିଲା, ଡାକ୍ତର ପାଖକୁ କହି ନେଇ…

BREAKING: ତାତିରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା ସହର

ଭୁବନେଶ୍ୱର: ଝାରସୁଗୁଡ଼ାରେ ପାରଦ ଉପରମୁହାଁ। ଆଜି ରାଜ୍ୟର ସବୁଠାରୁ ଉତପ୍ତ ସହର ପାଲଟିଛି ଝାରସୁଗୁଡ଼ା ସହର। ଆଜି ଝାରସୁଗୁଡ଼ାରେ ୪୬. ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ…

Breaking: କାଲିଠୁ ସବୁ ସ୍କୁଲ ବନ୍ଦ, ୨୬ ତାରିଖରେ ପିଲାଯିବେ ବିଦ୍ୟାଳୟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ସ୍କୁୂଲ ଛୁଟି । ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନେଲେ ଜିଲ୍ଲାପାଳ । ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଗ୍ରୀଷ୍ମ ପ୍ରବାହକୁ…

BREAKING: ଅପ୍ରାକୃତି ଯୌନ ନିର୍ଯାତନା ନେଇଗଲା ନାବାଳକ ଜୀବନ

ପୁରୀ: ଅପ୍ରାକୃତିକ ଯୌନ ସମ୍ପର୍କ ନେଲା ଜୀବନ। ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ ନେଇ ଏଭଳି ସୂଚନା ଦେଇଛନ୍ତି ପୁରୀ ଏସ୍‌ପି। ଏଯାବତ ପ୍ରଭାକର ସାହୁ ଏକମାତ୍ର ଅଭିଯୁକ୍ତ ବୋଲି ଜଣାପଡ଼ିଛି ବୋଲି କହିଛନ୍ତି ପୁରୀ…