Browsing Category

ରାଜ୍ୟ

ଏଫଡିଆଇକୁ ଅନୁମତି ମିଳିଲେ ଅଷ୍ଟ୍ରେଲିଆ ଭଳି ହୋଇଯିବ ଓଡ଼ିଶା: ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱରରେ ନୀତି ଆୟୋଗଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଶେଷ । ବୈଠକରେ ରାଜ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ସହାୟତା ଯୋଗାଇଦେବାକୁ ନୀତି ଆୟୋଗ ବୈଠକରେ ଦାବି କରିଛନ୍ତି…

ରାଜବୀର ପାଇଁ ଆଗକୁ ଆସିଲେ ସୋନୁ ସୁଦ୍: ସମସ୍ତେ ସହଯୋଗର ହାତ ବଢାନ୍ତୁ, ପିଲାଟି ବଞ୍ଚି ଯିବ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନ୍ୟୁରୋ ଜେନେଟିକ୍ ଏସଏମଏରେ ଆକ୍ରାନ୍ତ ହୋଇଥିବା କନ୍ଧମାଳର ୧୯ ମାସର ଶିଶୁ ରାଜବୀରକୁ ସହାୟତାର ହାତ ବଢାଇଛନ୍ତି ସୋନୁ ସୁଦ୍ । ରାଜବୀରର ଇଞ୍ଜେକ୍ସନ ପାଇଁ ୧୬ କୋଟି ଟଙ୍କା ଆବଶ୍ୟକ…

ୟୁନେସ୍କୋ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା କଲିକତା ଦୁର୍ଗାପୂଜା: ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି କହିଲେ ପ୍ରଧାନମନ୍ତ୍ରୀ

ୟୁନେସ୍କୋର ଅନନ୍ୟ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା କଲିକତାର ଦୁର୍ଗାପୂଜା । ଏନେଇ ବୁଧବାର ଘୋଷଣା କରିଛି ୟୁନେସ୍କୋ । ୟୁନେସ୍କୋର ୧୬ତମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ନେଇ କୁହାଯାଇଛି । ଏହି କାର୍ଯ୍ୟକ୍ରମ…

ସାଢ଼େ ୫ରୁ ଖୋଲିବ ଶ୍ରୀମନ୍ଦିର, ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ରହିବ ବନ୍ଦ

ପୁରୀ: ଶ୍ରୀମନ୍ଦିର ପାଇଁ ସାନି ଗାଇଡଲାଇନ ଜାରି କଲା ମନ୍ଦିର ପ୍ରଶାସନ । ଆସନ୍ତାକାଲି ଠାରୁ ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ଶ୍ରୀମନ୍ଦିର ଖୋଲା । ଅଧିକ ଭିଡ଼ ଆଶଙ୍କାରେ ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ସାରା ଓଡ଼ିଶା, ଉପକୃତ ହେବେ ସାଢେ ୩ କୋଟି ଓଡ଼ିଆ

ମାଲକାନଗିରିରୁ ଅଗଷ୍ଟ ୨୦ ତାରିଖରେ ଆରମ୍ଭ ହୋଇଥିବା ସେବା ଓ ପ୍ରତିବଦ୍ଧତାର ଏ ଅଭିଯାନ ଆଜି ଯାଜପୁରରେ ଉଦଯାପିତ ହୋଇଛି । ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ସାମିଲ ହୋଇଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ…

ଆସିଲା ନୂଆ କିଟ୍, ମାତ୍ର ୯୦ ମିନିଟରେ ଚିହ୍ନଟ ହେବ ଓମିକ୍ରନ ଭାରିଆଣ୍ଟ

ଦେଶରେ ଚିନ୍ତା ବଢ଼ାଇଲାଣି ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଦେଶରେ ଚିନ୍ତାର କାରଣ ପାଲଟିଛି । ଜଣକ ହେଲେ ଏହି ଓମିକ୍ରନ ଭାରିଆଣ୍ଟକୁ ଏଣିକି ମାତ୍ର ୯୦ ମିନିଟରେ ଚିହ୍ନଟ…

ସ୍ମାର୍ଟ ହେଲଥ୍ କାର୍ଡରେ ସାମିଲ୍ ହେଲା ଯାଜପୁର

ଯାଜପୁରରେ ବିଜୁ ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ । ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ମାର୍ଟ ହେଲଥ୍ କାର୍ଡରେ ସାମିଲ ହେଲା ଯାଜପୁର । ଭିସି ଜରିଆରେ ସ୍ମାର୍ଟ ହେଲଥ୍ କାର୍ଡ…

(Watch Video) ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା, ଥାନାରେ ମାମଲା…

ରାଉରକେଲା: ରକ୍ଷକ ସାଜିଲା ଭକ୍ଷକ । ବାପା ହୋଇ ଝିଅକୁ କଲା ଦୁଷ୍କର୍ମ ଉଦ୍ୟମ । ଏନେଇ ଅଭିଯୋଗ କରିବାରୁ ସ୍ତ୍ରୀକୁ ଫୋନରେ ଗାଳିଗୁଲଜ କଲା ଏହି ରାକ୍ଷସ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ସହରରେ ।…

ଉତ୍କଳ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ତାତିଲେ ଛାତ୍ରଛାତ୍ରୀ: ୧୫ ଦିନ ମଧ୍ୟରେ ୬ ଦଫାର ଦାବିପତ୍ରର ସମାଧାନ ପ୍ରତିଶ୍ରୁତି,…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର ସର୍ବ ପୁରାତନ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ତାତିଲେ ଛାତ୍ରଛାତ୍ରୀ । ବିଭିନ୍ନ ସମସ୍ୟାରେ ଜର୍ଜରିତ ଛାତ୍ରଛାତ୍ରୀ ମାନେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ…

ପାଖରେ ଶୋଇବାକୁ ଇଚ୍ଛା ନଥିଲେ ଡାଇରେକ୍ଟ ମନା କରିପାରିଥାନ୍ତେ ସୁମିତ: କାହିଁକି ଏମିତି କହିଲେ ତପସ୍ୱିନୀ, ଦେଖନ୍ତୁ VIDEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋ ପାଖରେ ଶୋଇବାକୁ ଇଚ୍ଛା ନଥିଲେ ସେ ମୋତେ ଡାଇରେକ୍ଟ ମନା କରି ପାରିଥାନ୍ତେ ବୋଲି କହିଛନ୍ତି ତପସ୍ୱିନୀ ଦାସ ଓରଫ ଡିମ୍ପଲ । ସୁମିତଙ୍କ ନାଟକ କରିବା ପାଇଁ ଚାପ ପକାଇ ପଠାଯାଇଥିଲା ବୋଲି…