Browsing Category
ରାଜ୍ୟ
ପେଟ୍ରୋଲର ମହଙ୍ଗା ଦରକୁ ନେଇ କୁନି ଝିଅ ଗାଇଲା ଗୀତ: ଦେଖନ୍ତୁ ଭାଇରାଲ ଭିଡିଓ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପେଟ୍ରୋଲର ମହଙ୍ଗା ଦରକୁ ନେଇ ଅସ୍ତବ୍ୟସ୍ତ ଜନସାଧାରଣ । ମାତ୍ର ୬ ମାସ ମଧ୍ୟରେ ପେଟ୍ରୋଲ ଦର ଆକାଶ ଛୁଇଁଛି । ୬ ମାସ ତଳେ ୬୦ ଟଙ୍କାରେ ମିଳୁଥିବା ପେଟ୍ରୋଲ ଦର ବର୍ତ୍ତମାନ ୧୦୦ ଅତିକ୍ରମ…
ଜୱାଦ ଉଜାଡି ଦେଇଛି ଧାନଚାଷ: ଶୁଣନ୍ତୁ ଚାଷୀର କୋହଭରା ସ୍ୱର [VIDEO]
ଯାଜପୁର(ଓଡ଼ିଶା ଭାସ୍କର): ବାତ୍ୟା ଜୱାଦ ଉଜୁଡି ଦେଇଗଲା ଧାନ ଚାଷ । ଅଦିନିଆ ବର୍ଷ ଯୋଗୁଁ ଓଡିଶାର ବିଭିନ୍ନ ଜାଗାରେ ଧାନ ଚାଷର ବହୁତ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାରେ ପ୍ରାୟ ୪୨ ହେକ୍ଟର ଜମିରେ ଧାନ…
ସରକାରୀ ହସ୍ପିଟାଲରେ Expiry ସାଲାଇନ୍: ରୋଗୀଙ୍କ ଜୀବନ ସହ ଖେଳ, ଦେଖନ୍ତୁ ଭିଡିଓ
ବାରିପଦା(ଓଡ଼ିଶା ଭାସ୍କର): ଡାକ୍ତରଙ୍କୁ ଦ୍ୱିତୀୟ ଇଶ୍ୱର ବୋଲି ବିବେଚନା କରାଯାଏ । ସାମାନ୍ୟ କିଛି ରୋଗ ହେଲେ ସମସ୍ତେ ଡାକ୍ତରଙ୍କ ଉପରେ ନିର୍ଭର କରିଥାନ୍ତି । ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଦେଖିଲେ…
ଲାଲଗଡରେ ପୋଲିସ ଡିଜି: ମାଓ ଦମନରେ BSF କ୍ୟାମ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇବ
ମାଲକାନଗିରି(ଓଡ଼ିଶା ଭାସ୍କର): ଲାଲ ଗଡ ଭାବେ ପରିଚିତ ଥିବା ଚିତ୍ରକୋଣ୍ଡା ର ସ୍ୱାଭିମାନ ଅଞ୍ଚଳ ପନସପୁଟ ଗ୍ରାମପଞ୍ଚାୟତ ଘନବେଡା ଠାରେ ଥିବା ନୂତନ BSF କ୍ୟାମ୍ପରେ ପହଁଚିଲେ ପୋଲିସ ଡିଜି ଅଭୟ । ସେଠାରେ ପହଞ୍ଚି ନୂତନ…
ପୂର୍ବତନ ସେନାଧିକାରୀଙ୍କୁ ବିଚ ରାସ୍ତାରେ ଗୁଳିମାଡ: ୧୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ
ବେଗୁନିଆପଡା(ଓଡ଼ିଶା ଭାସ୍କର): ଜନ ଗହଳି ସ୍ଥାନରେ ଗୁଳି ମାଡ । ଗୁଳି ମାଡ ପରେ ଲୁଟିଲେ ଦୁର୍ବୁତ୍ତ। ଏପରି ଘଟଣା ଦେଖିବାକୁ ମିଳିଛି କୋଦଳା ଥାନା ଅନ୍ତର୍ଗତ ନୂଆଗଡ ରାସ୍ତାରେ। ହୁମା ଗ୍ରାମର ପୁଷ୍ପ ପ୍ରକାଶ ବେହେରା…
କ୍ଲାସରୁମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ପିଲାଙ୍କ ମଝିରେ ବସି ପାଠପଢା ତଦାରଖ କଲେ, ଦେଖନ୍ତୁ Video
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ କ୍ଲାସରୁମରେ ପାଦ ରଖିଛନ୍ତି । ତେବେ ପାଠ ପଢିବା ପାଇଁ ନୁହେଁ ବରଂ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ସମୟ ଅତିବାହିତ କରିବା ପାଇଁ…
ପଥର ମାଡର ପ୍ରମାଣ ଦିଅ, ରାଜନୀତି ଛାଡିଦେବି: ପ୍ରିୟଦର୍ଶୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ତାରା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କଂଗ୍ରେସ କର୍ମୀ ପଥର ମାଡ଼ କରିଥିବା ପୁଲିସର ଅଭିଯୋଗ ନେଇ ତାରା…
ଗଞ୍ଜାମବାସୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ୨୨୮୨ କୋଟିର ଦେଲେ ଭେଟି
ଗଞ୍ଜାମ(ଓଡ଼ିଶା ଭାସ୍କର): ବିଜୁ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଆଜି ସାମିଲ ହୋଇଛି ଗଞ୍ଜାମ । ଜିଲ୍ଲାରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନରେ ୨୭…
ମାମୁଁ ମଦରେ ବିଷ ମିଶାଇ ପିଇବାକୁ ଦେଲା ଭଣଜା, ଉଡିଗଲା ପ୍ରାଣ ବାୟୁ: ହତ୍ୟାର କାରଣ ଖୋଜୁଛି ପୋଲିସ
ଟାଙ୍ଗୀ (ଭାସ୍କର ନ୍ୟୁଜ୍): ମଦ ବୋତଲରେ ବିଷ ମିଶାଇ ମାମୁଁକୁ ପିଆଇ ହତ୍ୟା କଲା ଭଣଜା । ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାପାଇଁ ଭଣଜା ରଚିଥିଲା ସୁଚିନ୍ତିତ ଯୋଜନା । ଚାନ୍ଦପୁର ପୋଲିସ ତଦନ୍ତ ପରେ ଘଟଣାର…
୧୬ରୁ ଭିତରକନିକାରେ ଡଲଫିନ୍ ଗଣନା, ୯ଟି ଟିମ୍ ୩ ଦିନରେ ଶେଷ କରିବେ ଡଲଫିନ୍ ଗଣନା
ରାଜନଗର (ଭାସ୍କର ନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ଅଞ୍ଚଳର ଡଲଫିନ ଗଣନା ତିନିଦିନରେ ଶେଷ କରାଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ଢାମରା…