Browsing Category
ରାଜ୍ୟ
ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା-ବାଲିଯାତ୍ରା
ଭୁବନେଶ୍ୱର: ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା-ବାଲିଯାତ୍ରା। ଏ ନେଇ ‘ଏକ୍ସ’ରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।
ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା…
ଚାରିଆଡ ହୋଇଯିବ ଅନ୍ଧାର, କମ୍ପିବ ଆକାଶ… କାଲି ଗରମରୁ ମିଳିବ ଆଶ୍ୱସ୍ତି
ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି, କାଳବୈଶାଖୀ ସମ୍ଭାବନା । କାଲିଠୁ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ।
ଘଡ଼ି ଘଡ଼ି ସହ ହାଲୁକା ବର୍ଷା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।…
ଆଇନ୍ ଓ ଅବକାରୀ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ- ‘ଏପ୍ରିଲ ଶେଷ ପୂର୍ବରୁ ଆସିବ ନୂଆ ଅବକାରୀ ନୀତି’
ଭୁବନେଶ୍ଵର: ୧୫ରୁ ୨୦ ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ। ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁଥିପାଇଁ ମାସେ ପୁରୁଣା ଅବକାରୀ ନୀତି ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ…
ସହିଦ ଯବାନ ରାଜକିଶୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ
ଭୁବନେଶ୍ଵର: କେନ୍ଦୁଝର ମାଟିର ପୁଅ ସହିଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜକିଶୋରଙ୍କ ମରଶରୀର ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ…
ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି: ପ୍ରସନ୍ନ କହିଲେ-‘ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ନାହିଁ’
ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡ଼ି । ରାଜ୍ୟ ସରକାରଙ୍କୁ ବିରୋଧୀଦଳର ଉପନେତା କଡ଼ା ସମାଲୋଚନା କରିଛନ୍ତି । ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ,…
Breaking: ସରିଗଲା ସମୟ, ଆଉ ମିଳିବନି ସୁଭଦ୍ରା ଟଙ୍କା !
ଭୁବନେଶ୍ୱର: ସରିଗଲା ସମୟ, ଆଉ କରିପାରିବେନି ଆବେଦନ। ଆଜି ଥିଲା ଶେଷ ତାରିଖ। ଆଜି ପରେ ଆଉ ଆବେଦନ ହବନି କି ସୁଭଦ୍ରା ଟଙ୍କା ମିଳିବନି। ହଁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଜି ହେଉଛି ସୁଭଦ୍ରା ଆବେଦନର ଶେଷ ତାରିଖ।…
ଖୋର୍ଦ୍ଧାରୁ ବଡ଼ ଧରଣର ସେକ୍ସ ରାକେଟ ଠାବ: ଦେହଜୀବୀଙ୍କ ସହ ୧୦ ଗ୍ରାହକ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାରେ ସଦର ଥାନା ପୋଲିସ ବଡ଼ ଧରଣର ସେକ୍ସ ରାକେଟ ଠାବ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ଦଧି ମାଛ ଗାଡ଼ିଆ ଅଞ୍ଚଳରେ ଚଢ଼ାଉ କରିଥିଲା। ସମୟରେ ଏକ ଘରେ ରୂପଜୀବୀଙ୍କ ସହ…
ଖରାରୁ ମିଳିବ ତ୍ରାହି, ଆଜିଠୁ ପାଗରେ ପରିବର୍ତ୍ତନ, ରାଜ୍ୟରେ ହେବ ବର୍ଷା
ଭୁବନେଶ୍ୱର: ଡ଼ହ ଡ଼ହ ଖରାରେ ସିଝୁଥିଲା ପୁରା ଓଡ଼ିଶା। ଏମିତିକି ଗ୍ରୀଷ୍ମ ଦିନ ଆରମ୍ଭରୁ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଥିଲା ତାପମାତ୍ରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ପାର କରିଥିଲା ଭୁବନେଶ୍ୱର…
ଘର ମାଲିକାନା ଲୋଭ, ରାସ୍ତାରେ ସାନ ଭାଇକୁ ଗୋଡ଼େଇ ଗୋଡ଼େଇ ହାଣିଲା ବଡ଼ ଭାଇ
ଭୁବନେଶ୍ୱର: ମୁଣ୍ଡରେ ଶବାର ହୋଇଥିଲା ଘର ମାଲିକାନାର ନିଶା। ଆଉ ଘର ମାଲିକାନାରେ ବଡ଼ ଭାଇ ରାସ୍ତାରେ କଣ୍ଟା ସାଜିଥିଲା ସାନ ଭାଇ। ଶେଷରେ ସାନ ଭାଇକୁ ରାସ୍ତାରୁ ହଟାଇ ଦେବା ପାଇଁ ଚିନ୍ତା କଲା ବଡ଼ ଭାଇ। ଆଉ କିଛି…
ଏକ ମାସର ଅପେକ୍ଷା ଆଜି ଅନ୍ତ, ଇଦ-ଉଲ-ଫିତର ପାଳନ କରୁଛନ୍ତି ମୁସଲମାନ ଧର୍ମାବଲମ୍ୱୀ
ଭୁବନେଶ୍ୱର: ଆଜି ପବିତ୍ର ଇଦ୍ ପର୍ବ। ଯାହାକି ମୁସଲମାନ ସଂପ୍ରଦାୟର ସବୁଠାରୁ ଶ୍ରେଷ୍ଠ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୀର୍ଘ ଏକ ମାସ ହେବ ରୋଜା ପାଳନ କରୁଥିବା ମୁସଲମାନ ଭଆଇ ଭଉଣୀମେନ ଆଜି ଇଦ-ଉଲ-ଫିତର ପାଳନ…