Browsing Category

ରାଜ୍ୟ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ରାଗିଂ, 17 ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଗଣିବେ ଏତିକି ଟଙ୍କା

ବ୍ରହ୍ମପୁର : ଥମିବାର ନାଁ ନେଉଛି ରାଗିଂ । ଅନେକ ପ୍ରକାର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ବିଶ୍ବବିଦ୍ୟାଳୟରେ ରାଗିଂ ହେଉଥିବା ଖବର ସାମ୍ନାକୁ ଆସୁଛି । ଗତ କିଛି ତଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ରାଗିଂ ଖବର…

ହବିଷ୍ୟାଳୀ ଯୋଜନା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ ଅନ୍‍ଲାଇନ୍‍ ମାଧ୍ୟମରେ କିପରି କରିବେ ଆବେଦନ ?

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ ଆଜିଠାରୁ ଅନ୍‍ଲାଇନ୍‍ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ । ଏହି ପ୍ରକ୍ରିୟା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ହବିଷ୍ୟାଳି ଯୋଜନାରେ ୨ ହଜାର ୫୦୦…

ରାଜ୍ୟରେ ୯ହଜାର ୨୦୦ କନିଷ୍ଠ ଶିକ୍ଷକଙ୍କୁ କରାଯିବ ନିୟମିତ: ପ୍ରସ୍ତାବକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟରେ ୯ହଜାର ୨୦୦ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ଏହା ଆଧାରରେ ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା…

ଆଗାମୀ 3 ଘଣ୍ଟା ପାଇଁ ସତର୍କବାଣୀ, ବୁଡିଯିବ 3 ଜିଲ୍ଲା! ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଜି ମଧ୍ୟ ରାଜ୍ୟରେ ଜାରି ରହିବ ବର୍ଷା । ବିଜୁଳି, ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି । 3ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ପୁରୀ , ଜଗତସିଂହପୁର…

ନବରାତ୍ରୀରେ ସକାଳୁ ଉଠି କରନ୍ତୁ ଏହି କାମ: ପ୍ରସନ୍ନ ହେବେ ମା’, ଧନଧାନ୍ୟରେ ଭରପୁୁର ହେବ ଘର

ଭୁବନେଶ୍ବର: ଜାରି ରହିଛି ନବରାତ୍ରୀ । ଏହି ସମୟରେ ମା ଦୁର୍ଗାଙ୍କୁ ବିଭିନ୍ନ ଅବତାରରେ ପୂଜା କରାଯାଏ । ଶାସ୍ତ୍ରରେ ମାତା ଦୁର୍ଗାଙ୍କୁ ନବରାତ୍ରୀ ସମୟରେ ମହାଲକ୍ଷ୍ମୀ, ଧନ ଲକ୍ଷ୍ମୀ, କାଳୀଙ୍କ ସମେତ ଅନେକ ନାମ…

ହାଇକୋର୍ଟଙ୍କ ନିର୍ଦ୍ଦେଶ: ତହସିଲଦାରଙ୍କୁ ଦିଆଯିବ ୧ ମାସର ଅନଲାଇନ ତାଲିମ

ପଟ୍ଟାମୁଣ୍ଡାଇ(ଭାସ୍କର ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଖରିପାଳ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ହାତଲେଖା ପଟ୍ଟା ଥିବା ଜାଗାକୁ ଜବରଦଖଲ ଦର୍ଶାଇ ଉଚ୍ଛେଦ ପାଇଁ ତହସିଲଦାରଙ୍କ ତରଫରୁ ଜାରି ନୋଟିସକୁ…

ରାୟଗଡ଼ା DFO ସସପେଣ୍ଡ: କଳାହାଣ୍ଡି ଫରେଷ୍ଟର ଆତ୍ମହତ୍ୟା ମାମଲାରେ ବଡ଼ ଆକ୍ସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ରାୟଗଡ଼ା ଡିଏଫଓ ଦେବେନ୍ଦ୍ର ବେହେରା ସସପେଣ୍ଡ ହୋଇଛନ୍ତି । କଳାହାଣ୍ଡି ଫରେଷ୍ଟର ଆତ୍ମହତ୍ୟା ମାମଲାରେ ଫିଏଫଓ ଶ୍ରୀ ବେହେରାଙ୍କ ବିରୋଧରେ ନିଆଯାଇଛି ଏହି…

ନୂଆ ପାର୍ଟନରେ ହେବ ଯୁକ୍ତ ଦୁଇ ପରୀକ୍ଷା: ପ୍ରଶ୍ନପତ୍ରରେ ସଂକ୍ଷିପ୍ତ ମୂଳକ ପ୍ରଶ୍ନ ଉପରେ ଅଧିକ ଫୋକସ

ଭୁବନେଶ୍ୱର: ଏଥର ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଦୁଇଟି ପର୍ଯ୍ୟାଯରେ ହେବ ୟୁକ୍ତ ଦୁଇ ପରୀକ୍ଷା । ଇଣ୍ଟରନାଲ ଓ ମୁଖ୍ୟ ପରୀକ୍ଷା ହେବ । ଏନେଇ ପ୍ରଶ୍ନପତ୍ର ଓ ପରୀକ୍ଷା ସୂଚୀର ରୂପରେଖ ରଖିଛି ଓଡ଼ିଶା…

RI, ଅମିନ ପରୀକ୍ଷାରେ ଅନିୟମିତତା ନେଇ ମୁଖ୍ୟମନ୍ତ୍ରୀଙ୍କୁ କରାଗଲା ଅବଗତ: ବିଭାଗୀୟ ମନ୍ତ୍ରୀଙ୍କୁ ରିପୋର୍ଟ ମାଗିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ପରିଚାଳିତ ଆରଆଇ, ଅମିନ ପରୀକ୍ଷାରେ ହୋଇଥିବା ଅନିୟମିତା ନେଇ ରାଜ୍ୟବାସୀ ବିରୋଧାଭାସ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ…

ଅକ୍ଟୋବର ୭ ଓ ୧୪ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: GA ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୭ ତାରିଖ (ସୋମବାର) ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ସେହିଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ରହିଥିବାରୁ ଶୁଣାଣି…