Browsing Category
ରାଜ୍ୟ
ଲୋଭୀ ପ୍ରେମିକାର ଜଘନ୍ୟ କାଣ୍ଡ, ଲିଭ-ଇନ୍ ପାର୍ଟନରଙ୍କୁ ଅପହରଣ କରି ମାଗୁଥିଲା ୧୦ ଲକ୍ଷ
ଭୁବନେଶ୍ୱର: ପ୍ରେମିକକୁ ଅପହରଣ ଅଭିଯୋଗରେ ପ୍ରେମିକାକୁ ଗିରଫ କରିଛି ପୋଲିସ । ଅପହରଣରେ ଲିପ୍ତ ପ୍ରେମିକା ସହିତ ଆଉ ୩ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
ପ୍ରେମିକାର ଘର ଝାରଖଣ୍ଡ ବୋଲି ଜଣାପଡ଼ିଛି । ଉଭୟେ…
ରାଜଧାନୀରେ ପୁଣି ବୁଲିଲା ଖଣ୍ଡା; ୨ ଯୁବକ ଗୁରୁତର
ଭୁବନେଶ୍ବର: କମେଣ୍ଟ ମରାକୁ ନେଇ ତୁମୁଳ କାଣ୍ଡ । ଦିନ ଦ୍ବିପହରରେ ରାଜଧାନୀ ଭୁବନେଶ୍ବରରେ ବୁଲିଲା ଖଣ୍ଡା । ଖଣ୍ଡଗିରି ଥାନା ପାତ୍ରପଡ଼ାରେ ୨ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ ।
କମେଣ୍ଟ ମରା ଓ ପୂର୍ବ ଶତ୍ରୁତାରୁ…
ସରକାର ଦେବେନି ମାଗଣା ବିଜୁଳି, ଜାଣନ୍ତୁ କାହିଁକି ଏପରି କହିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ
ଭୁବନେଶ୍ୱର: ୨୦୨୪ ନିର୍ବାଚନ ରାଲିରେ ବିଜେଡି ଖୁବ ଜୋରରେ ପ୍ରଚାର କରୁଥିଲା ଯେ, ମାଗଣା ବିଜୁଳି ମିଳିବ। ହେଲେ ଏହାପରେ ସରକାର ପରିବର୍ତ୍ତନ ହେଲା। ବର୍ତ୍ତମାନ ଏହି ମାଗଣା ବିଜୁଳିକୁ ନେଇ ବିଧାନସଭାରେ…
କୀଟ୍ ଛାତ୍ରଙ୍କ ମୃତ୍ୟୁ ମାମଲା: କୀଟ୍ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା
ଭୁବନେଶ୍ୱର: କୀଟ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା। କୀଟ ଅବହେଳାରୁ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ସେ କର୍ତ୍ତୃପକ୍ଷଙ୍କ ଉପରେ କ୍ଷୋଭ ସହ ମ୍ୟାନେଜମେଣ୍ଟ…
‘କୋଶଲି’କୁ ଦ୍ୱିତୀୟ ରାଜଭାଷା ମାନ୍ୟତା ପାଇଁ ବିଧାନସଭାରେ ଦାବୀ ଉଠାଇଲେ ବିଜେଡି ବିଧାୟକ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବିଧାୟକ ଏବଂ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କୋଶଲିକୁ ରାଜ୍ୟ ଭାଷା ଭାବରେ ମାନ୍ୟତା ଦେବା ଏବଂ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଏହାକୁ…
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା କଲା ସ୍ବାମୀ, ପାରିବାରିକ କଳହରୁ ଛାରଖାର ହେଲା ପରିବାର
ଭୁବନେଶ୍ବର: ବଲାଙ୍ଗୀରରେ ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ଉଜୁଡିଗଲା ସୁନାର ସଂସାର । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ସ୍ବାମୀ ।
ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଲା ଗାଁରୁ ସାମ୍ନାକୁ ଆସଛି ଏହି…
ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର, ସୂଚନା ଦେଲେ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର । ଗୃହରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ସେ କହିଛନ୍ତି ଯେ, ୩ ମାସ ମଧ୍ୟରେ ଆରମ୍ଭ ହେବ କାର୍ଯ୍ୟ । ସବସିଡିରେ ଗହମ, ଡାଲି, ଚିନି, ଚାଉଳ ଆଦି…
ଶିଶୁ ବାଟିକାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କୁନି ପିଲାମାନଙ୍କୁ ଖଡ଼ି ଛୁଆଁଇଲେ
ଭୁବନେଶ୍ବର: ଭୁବନେଶ୍ବ ଶିଶୁ ବାଟିକାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିଶୁ ବାଟିକାର ଶୁଭାରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ…
ଉତ୍କଳ ହସ୍ପିଟାଲରେ ‘ଓଡ଼ିଶା ଦିବସ’ ପାଳନ, “ବନ୍ଦେ ଉତ୍କଳ ଜନନୀ” ଗୀତରେ ଆରମ୍ଭ ହେଲା ଉତ୍ସବ
ଭୁବନେଶ୍ବର: ଓଡ଼ିଶା ୧ ଏପ୍ରିଲ ୧୯୩୬ ରେ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା l ଗତକାଲି ଅର୍ଥାତ 1 ଏପ୍ରିଲରେ ସାରା ଓଡ଼ିଶା ପାଳିଛି ଓଡ଼ିଶା ଦିବସ। ସେହିପରି ଗତକାଲି ଭୁବନେଶ୍ବରର ନିଳାଦ୍ରୀ ବିହାରରେ ଥିବା…
ଗିଫ୍ଟ ସ୍ୱୟଂଶାସିତ କଲେଜର ୧୭ତମ ଯୁବ ସଂସଦ ପ୍ରତିଯୋଗିତା, ଯୋଗଦେଲେ ସାଂସଦ-କମିଶନର
ଭୁବନେଶ୍ବର: ଗିଫ୍ଟ ସ୍ବୟଂଶାସିତ କଲେଜରେ 17 ତମ ଯୁବ ସଂସଦ (ଭବିଷ୍ୟତର ସ୍ବର) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିପୁଳ ମାତ୍ରାରେ ଶତାଧିକ ଛାତ୍ରଛାତ୍ରୀ ଭାଗନେଇ ସେମାନଙ୍କର ଶାଣିତ ସ୍ବର ଅତିଥିମାନଙ୍କ…