CHARIDHAM
Browsing Category

ରାଜ୍ୟ

ଜାଗର ପାଇଁ ଆସିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ଆସନ୍ତା ୧୧ ତାରିଖରେ ପଡ଼ୁଛି ମହାଶିବରାତ୍ରୀ । ଏହି ଅବସରରେ ଜାଗର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ କଟକଣା ଜାରି କରାଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)…

ରୋଷେଇ ଘରେ ନବଦମ୍ପତ୍ତି: ପତିଦେବଙ୍କ ପାଇଁ ସ୍ପେଶାଲ ଡିସ୍ ପ୍ରସ୍ତୁତ କଲେ ଅର୍ଚ୍ଚିତା

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ବିବାହ ପରେ ପ୍ରଥମ ଥର ପାଇଁ ସାମନାକୁ ଆସିଛନ୍ତି ଦୁଇ ତାରକା ଦମ୍ପତ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ରାଜସ୍ଥାନରୁ ବିବାହ କରି ଫେରୁ ଫେରୁ ଅର୍ଚ୍ଚିତା ରୋଷେଇ ଘରେ ପାଦ ରଖିଛନ୍ତି ।…

ଆଇଆଇଟି-ଜେଇଇ ମେନ ରେଜଲ୍ଟ: ଓଡ଼ିଶା ଟପ୍ପର ହେଲେ ଗୌତମ

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ୯୯.୯ ସ୍କୋର କରି ଗୌତମ ଦାସ ଓଡ଼ିଶା ଟପ୍ପର ହୋଇଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ପ୍ରକାଶ ପାଇଥିବା ଏହି ରେଜଲ୍ଟ…

ଆଜି ଦାୟିତ୍ୱ ନେବେ ନୂଆ ପୋଲିସ କମିଶନର

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ଦ୍ୱୈତ ନଗରୀର ନୂଆ ପୋଲିସ କମିଶନର ଆଜି ଦାୟିତ୍ୱ ନେବେ । କ୍ରାଇମବ୍ରାଞ୍ଚର ଏଡିଜି ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ସିପି ଭାବେ ନିଯୁକ୍ତି ଦିଆଯାଇଛି । ସୌମେନ୍ଦ୍ର…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼, ୯ା୩ (ଓଡିଶା ଭାସ୍କର): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା…

ବସରୁ ୩୭.୫୦୦ କିଲୋଗ୍ରାମ ଗଞ୍ଜେଇ ଜବତ ସହ ପାଞ୍ଚ ଗିରଫ ଓ ଜଣେ ଫେରାର

ପଡିଆ/କାଲିମେଳା,(ଆପ୍ର)9/3: ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନାର ଜଗନ୍ନାଥ ମନ୍ଦିର ଚେକିଂ ପଇଣ୍ଟ ରେ ଗତକାଲି ରାତିରେ ଯାତ୍ରୀବାହୀ ବସ ଗେଲେକ୍ସି ରୁ ପାଖାପାଖି ୩୭.୫୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ମୋଟୁ…

୧୦୦ ଟପିବ ତେଲ ଦର!

ନୂଆଦିଲ୍ଲୀ, ୮ ।୩: ସାରା ଦେଶରେ ତେଲ ଦର ହୁ ହୁ ହୋଇ ବଢିଚାଲିଛି । ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ନେଇ ଦେଶରେ ସାଧାରଣ ଲୋକଙ୍କ ଅସନ୍ତୋଷ ଲାଗି ରହିଛି । କ୍ରମାଗତ ଭାବରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ…

ସୌମେନ୍ଦ୍ର ହେଲେ ପୋଲିସ କମିଶନର, ଜାଣନ୍ତୁ ସୁଧାଂଶୁଙ୍କୁ ମିଳିଲା କେଉଁ ଦାୟିତ୍ୱ?

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର) : ବରିଷ୍ଠ ଆଇପିଏସ ସ୍ତରରେ ଆଜି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହା ସହ ବଦଳିଯାଇଛନ୍ତି ଭୁବନେଶ୍ୱର-କଟକ ପୋଲିସ କମିଶନର । ନୂଆ ପୋଲିସ କମିଶନର ହୋଇଛନ୍ତି ସୌମେନ୍ଦ୍ର…

ରାଜ୍ୟରେ କଡାକଡି ହେବ ସଡକ ନିରାପତ୍ତା ନିୟମ

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର) : ରାଜ୍ୟରେ କଡାକଡି ହେବାକୁ ଯାଉଛି ସଡକ ନିରାପତ୍ତା ନିୟମ । ସଡକ ନିରାପର୍ତ୍ତା ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଦୁର୍ଘଟଣାଜନିତ…

ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ରାଜ୍ୟବ୍ୟାପୀ ଲାଗିଥିବା ଜଙ୍ଗଲରେ ନିଆଁ ଲିଭାଇବ ଓଡ୍ରାଫ୍ ଟିମ୍ । ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫ୍ ନିୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଆଁ ଲିଭା କାର୍ଯ୍ୟରେ…