Browsing Category
ରାଜ୍ୟ
୧୧ଟା ୩୦ ସୁଦ୍ଧା ଟ୍ବିନ୍ ସିଟି ପାଇଁ ସତର୍କତା
ଭୁବନେଶ୍ୱର,୨୨ ।୧୦(ଓଡିଶା ଭାସ୍କର) :ଟ୍ବିନ୍ ସିଟି ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଦିନ ୧୧ଟା ୩୦ ସୁଦ୍ଧା ଟ୍ବିନ୍ ସିଟିରେ ପ୍ରବଳ ବର୍ଷା ଆଶଙ୍କା ରହିଛି । କଟକ ଓ ଭୁବନେଶ୍ବରରେ ଘଣ୍ଟାରେ…
ଖୁସି ଖବର: ରାଜ୍ୟରେ ଆଜି ୨୭୧୬ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର, ୨୧ ।୧୦(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୭୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଗଭୀର ଅବପାତରେ ପରିଣତ ହେବ ଲଘୁଚାପ!
ଭୁବନେଶ୍ୱର, ୨୧ ।୧୦(ଓଡ଼ିଶା ଭାସ୍କର): ୱେଲ୍ ମାର୍କ୍ଡ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪…
ଜମିବାଡି ବିବାଦକୁ ନେଇ କୁଚିଣ୍ଡାରେ ଟ୍ରିପଲ ମର୍ଡର
କୁଚିଣ୍ଡା, ୨୧ ।୧୦(ଓଡ଼ିଶା ଭାସ୍କର): କୁଚିଣ୍ଡା ମହୁଲପାଲି ଥାନା ଲପଡା ଗାଁରେ ହୋଇଛି ଟ୍ରିପଲ ମର୍ଡର । ଜମିବାଡି ବିବାଦକୁ କେନ୍ଦ୍ର କରି ପଡୋଶୀଙ୍କ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରମଣରେ ଗୋଟିଏ ପରିବାରର…
ଭୁବନେଶ୍ୱରୁ ପୁଣି ବାହାରିଲେ ୨୩୯ ପଜିଟିଭ୍
ଭୁବନେଶ୍ୱର,୨୧ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ…
ନାଉଗାଁ ଥାନା ଏସଆଇ ସସପେଣ୍ଡ୍
ଜଗତସିଂହପୁର,୨୧ ।୧୦(ଓଡିଶା ଭାସ୍କର): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଏସଆଇ ସସପେଣ୍ଡ୍ । କାର୍ଯ୍ୟରେ ଅବହେଳା ନେଇ ଏସଆଇ ବିବେକାନନ୍ଦ ସାହୁଙ୍କୁ ନିଲମ୍ବିତ କରାଯାଇଛି । ସବଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛନ୍ତି…
ଛାତ୍ରଙ୍କୁ ଏନଆଇଏ ଉଠାଇନେବା ଘଟଣାରେ କ’ଣ କହିଲେ ପୋଲିସ କମିସନର?
ଭୁବନେଶ୍ୱର,୨୧ ।୧୦(ଓଡିଶା ଭାସ୍କର): ଆଜି ରାଜଧାନୀ ଭୁବନେଶ୍ୱରରୁ ଜଣେ ଛାତ୍ରଙ୍କୁ ଉଠାଇନେଇଛି ଏନଆଇଏ । ଏହି ଘଟଣାରେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତିି ଯେ,…
କରୋନା ଯୋଗୁଁ ଫିକା ପଡିଲା ପାର୍ବଣ ଋତୁ
ଯାଜପୁର,୨୧ ।୧୦(ଓଡିଶା ଭାସ୍କର): କରୋନା ପାଇଁ ସବୁକିଛି ବଦଳିଯାଇଛି । ଗଣେଶ,ବିଶ୍ଵକର୍ମା ପୂଜା ଏହି ଋତୁରେ ପଡୁଥିବା ପର୍ବ ପର୍ବାଣିକୁ ଫିକା କରି ଦେଇଛି । ପରମ୍ପରାକୁ ବଜାୟ ରଖିବା ପାଇଁ ପୂଜା ପାଠରେ ସୀମିତ ରହିଛି…
ଆତଙ୍କବାଦୀ ସନ୍ଦେହରେ ରାଜଧାନୀରୁ ଜଣଙ୍କୁ ଉଠାଇନେଲା ଏନଆଇଏ
ଭୁବନେଶ୍ୱର,୨୧ ।୧୦(ଓଡିଶା ଭାସ୍କର):ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜଧାନୀ ଭୁବନେଶ୍ୱରରୁ ଜଣେ ବ୍ୟକ୍ତିଙ୍କୁ ଉଠାଇନେଇଛି ଏନଆଇଏ । ଆତଙ୍କବାଦୀ ସନ୍ଦେହରେ ବ୍ୟକ୍ତଙ୍କୁ…
ରାଜ୍ୟରେ କରୋନା ଯୋଗୁଁ ୧୩ ଜଣ ଆଖି ବୁଜିଲେ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୨୧ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୧୯୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି…