Browsing Category

ରାଜ୍ୟ

ଖୁସି ଖବର: ରାଜ୍ୟରେ ଆଜି ୪୧୦୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର, ୪ ।୧୦(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୧୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଭୁବନେଶ୍ୱରରୁ ପୁଣି ବାହାରିଲେ ୩୫୪ ପଜିଟିଭ୍ , ଜାଣନ୍ତୁ ସୁସ୍ଥ କେତେ?

ଭୁବନେଶ୍ୱର, ୪ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୫୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି…

ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ

ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ଆମ୍ବୁଲାନ୍ସରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ଜବତ ହୋଇଥିବା ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦାଳକୁ ଯାଉଥିବା ସୂଚନା ମିଳିଛି । କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମୁଢାମ୍ବ…

ରାଜଧାନୀରେ ମିଠା ଦୋକାନୀଙ୍କୁ ହତ୍ୟା

ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ସାମନ୍ତରାପୁରଠାରେ ଜଣେ ମିଠା ଦୋକାନୀକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି । ବ୍ୟାବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି ।…

ରାଜ୍ୟରେ ଶନିବାର ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଛି । ଏହାରି ମଧ୍ୟରେ ରାଜ୍ୟରେ ୩ ହଜାର ୬୬ ବ୍ୟାଙ୍କ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ସେପ୍ଟେମ୍ବର ଶେଷ ସୁଦ୍ଧା ୩…

୭ ଯାଏଁ ୟେଲୋ ୱାର୍ଣ୍ଣିଂ! ପ୍ରବଳ ଛେଚିବ

ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ଅକ୍ଟୋବର ୭ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୪ରୁ ୫ ତାରିଖ ଯାଏଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୧୬ଟି…

୯ରେ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହି ଲଘୁଚାପ ଓଡିଶା ଓ ଉତ୍ତର ଆନ୍ଧ୍ର ଆଡକୁ ମୁହାଁଇବ । ୧୦ରୁ ୧୧ ତାରିଖ ବେଳକୁ ଏହା…

୩୧ ଅକ୍ଟୋବର ପର୍ଯ୍ୟନ୍ତ ଏଠାରେ ବନ୍ଦ ରହିବ ସ୍କୁଲ, ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ,୪ ।୧୦: କରୋନା ମହାମାରୀ ଦେଶରେ ବଢିବାରେ ଲାଗିଛି । ରାଜଧାନୀରେ ଦିଲ୍ଲୀରେ ମଧ୍ୟ କରୋନା ସ୍ଥିତିର କୌଣସି ସୁଧାର ହୋଇନାହିଁ । ଏଭଳି ପରିସ୍ଥିତିରେ ଘରୁ ବାହାରିବା ବିପଜ୍ଜନକ ହୋଇପଡିଛି । ତେଣୁ ୩୧ ଅକ୍ଟୋବର…

ପଞ୍ଚଭୂତରେ ବିଲୀନ ହେଲେ ପ୍ରଦୀପ ମହାରଥୀ

ପୁରୀ,୪ ।୧୦(ଓଡିଶା ଭାସ୍କର): ଅଲବିଦା ମହାରଥୀ । ପୁରୀର ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହୋଇଛି ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ମରଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କର ଶେଷକୃତ୍ୟ ସମ୍ପନ୍ନ…

ଶ୍ରମିକଙ୍କୁ ନେଇ ଗଲାବେଳେ ଓଲଟିପଡିଲା ବସ୍

ମାଲକାନଗିରି, ୪ ।୧୦(ଓଡିଶା ଭାସ୍କର) : କରୋନା ସଙ୍କଟ ମଧ୍ୟରେ ଶ୍ରମିକମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାରି ମଧ୍ୟରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ମାଲକାନିଗିରିର ଜାତୀୟ ରାଜପଥ ୩୨୬ ଚମ୍ପାଖାରି ନିକଟରେ…