Browsing Category
ରାଜ୍ୟ
ଜାଗର ପର୍ବ ୨୦୨୫: ଆଜି ରାତି ୧୦ଟାରେ ଉଠିବ ମହାଦୀପ
ଭୁବନେଶ୍ୱର: ଆଜି ଜାଗର। ସବୁ ଶୈବପୀଠ ଉତ୍ସବ ମୁଖର। ତେବେ ବ୍ରତ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମହାଦୀପ ଉଠିବାର ସମୟ ଅତ୍ୟନ୍ତ ଆବଶ୍ୟକ। କାରଣ ପ୍ରଭୁଙ୍କ ମହାଦୀପ ଉଠିବା ପରେ ସମସ୍ତେ ନିଜ ବ୍ରତକୁ ଭଙ୍ଗ କରିଥାନ୍ତି।…
ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଦଳାଚକଟାରେ ୨ ମହିଳା ଶ୍ରଦ୍ଧାଳୁ ଆହତ
ଭୁବନେଶ୍ୱର: ଆଜି ମହାଶିବରାତ୍ରୀ। ସବୁ ଶୈବପୀଠ ଉତ୍ସବ ମୁଖର। ଏଥିପାଇଁ ପ୍ରତ୍ୟେକ ମନ୍ଦିରରେ ବକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେବେ ଏହାରି ମଧ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାଗରରେ ଶ୍ରୀଲିଙ୍ଗରାଜ…
Breaking News: ପୋଲରୁ ଖସିଲା ୨ଟି ଟ୍ରକ୍, ୩ ଗୁରୁତର
ଭଦ୍ରକ: ଗେଲପୁରରେ ପୋଲରୁ ଖସିଲା ଦୁଇଟି ଟ୍ରକ୍। ଏହି ଦୁଇଟି ଟ୍ରକ୍ ତଳକୁ ଖସିବାରୁ ୩ ଜଣ ଗୁରୁତର ଅଛନ୍ତି। ଏହି ତିନିଜଣ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ୧୬ ନଂ ଏନଏଚ୍ ଆରଡି ଛକ ନିକଟରେ ଏହି…
ମହିଳା ହୋମଗାର୍ଡଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲେ ଆଇଆଇସି, ଏବେ କଲେ ଏପରି
ଜଗତସିଂପୁର: ଜଗତସିଂପୁର ଜିଲ୍ଲାର ଜଣେ ପୋଲିସ ଅଧିକାରୀଙ୍କ ବିରୋଧରେ ମହିଳା ହୋମଗାର୍ଡ ଯୌନ ନିର୍ଯାତନାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତା ହୋମଗାର୍ଡ ଜଗତ୍ସିଂହପୁର ଥାନାରେ କରିଥିତ୍ବା ଅଭିଯୋଗ ଅନୁଯାୟୀ,…
ଭାଗ୍ୟ ଖରାପ! ଛେଳି ଚୋରି କରିବାକୁ ଆସି କୂଅରେ ପଡ଼ିଗଲା ଚୋର
କେଉଁଝର: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଛେଳି ଚୋରି କରିବାକୁ ଆସିଥିବା ଚୋରକୁ ସ୍ୱର୍ଗୀୟ ଦଣ୍ଡ ମିଳିଛି। ସୋମବାର ରାତିରେ କେଉଁଝର ଜିଲ୍ଲାର ଚମ୍ପୁଆ ବ୍ଲକର ବାରିଆ ଥାନା ଅନ୍ତର୍ଗତ ଝାଲିଆବେଡା ଗାଁରେ ଏହି ଘଟଣା ଘଟିଛି।…
ମହାକୁମ୍ଭରେ ବୁଡ଼ ପକାଇଲେ ରାଜ୍ୟପାଳ: ରାଜ୍ୟବାସୀଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କଲେ କାମନା
ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି ଏବଂ ଫାଷ୍ଟ ଲେଡି ଜୟଶ୍ରୀ କମ୍ଭମପାଟି ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି ଏବଂ ଏହା ସହିତ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ଏହି…
ଋଷିକୂଲ୍ୟା ବେଳାଭୂମିରେ ରେକର୍ଡ ଅଣ୍ଡାଦାନ କଲେ ଅଲିଭ୍ ରିଡଲେ, ୭,୦୦,୦୦୦ ଟପିଲା ସଂଖ୍ୟା
ଗଞ୍ଜାମ: ଗତ ଗୋଟିଏ ସପ୍ତାହ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ବେଳାଭୂମିରେ ୭,୦୦,୦୦୦ ରୁ ଅଧିକ ଅଲିଭ୍ ରିଡଲେ କଇଁଛ ଆସିଛନ୍ତି। ଯାହା ଏକ ରେକର୍ଡ ଅଣ୍ଡାଦାନ ସ୍ଥାନ କରିଛି। ଏହି ଉଲ୍ଲେଖନୀୟ ସଂଖ୍ୟା ପୂର୍ବ…
ଲମ୍ବି ଚାଲିଛି KIIT ବିଶ୍ୱବିଦ୍ୟାଳୟ ବିବାଦ: ନିଯୁକ୍ତି ନାମରେ ‘ଯୌନ ନିର୍ଯାତନା’ ଅଭିଯୋଗ ଆଣିଲେ ପୂର୍ବତନ ଛାତ୍ରୀ
ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT)ର ଜଣେ ପୂର୍ବତନ ଛାତ୍ରୀ ପ୍ଲେସମେଣ୍ଟ ପ୍ରକ୍ରିୟା ସମୟରେ ନିର୍ଯାତନା ଅଭିଯୋଗ କରି ବିଶ୍ୱବିଦ୍ୟାଳୟ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।…
FIH Hockey Pro League: Lucky ହେଲା କଳିଙ୍ଗ ଷ୍ଟାଡିୟମ୍… ବିଶ୍ୱର ୧ ନମ୍ବର ହକି ଦଳକୁ ହରେଇଲା ଭାରତୀୟ ଟିମ୍
ଭୁବନେଶ୍ୱର: ଏଫଆଇଏଚ୍ ହକି ପ୍ରୋ ଲିଗ୍ ମ୍ୟାଚ୍ ଜିତିଲା ଭାରତ । ଭାରତୀୟ ମହିଳା ଟିମ୍ ନେଦରଲାଣ୍ଡକୁ ହରାଇଲା ।
ସୁଟଆଉଟରେ ନେଦରଲାଣ୍ଡକୁ ହରାଇଲା ଭାରତ । ୨-୧ ଗୋଲରେ ଭାରତୀୟ ମହିଳା ହକି ଟିମ୍ ବିଜୟୀ ।
କଳିଙ୍ଗ…
ଆବାସିକ ବିଦ୍ୟାଳୟର ଦଶମ ଛାତ୍ରୀଙ୍କ ପ୍ରସବ ଘଟଣା: ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ
ମାଲକାନଗିରି: ଆବାସିକ ବିଦ୍ୟାଳୟର ଦଶମ ଛାତ୍ରୀଙ୍କ ପ୍ରସବ ଘଟଣାରେ ଦୁଇଜଣଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି । ଆବାସିକ ବିଦ୍ୟାଳୟର ମହିଳା କର୍ମଚାରୀଙ୍କୁ ବହିଷ୍କାର କରିଛି ଏବଂ ଜଣେ ସହାୟକ…