Browsing Category
ରାଜ୍ୟ
ଖୁବଶୀଘ୍ର ଦୂରଦର୍ଶନରେ ‘ସାନ୍ତାଳି’ ଭାଷାରେ ପଢ଼ାଯିବ ନ୍ୟୁଜ୍: ୭ଦିନ ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ କହିଲେ ରେଳ ମନ୍ତ୍ରୀ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଖୁବଶୀଘ୍ର ଦୂରଦର୍ଶନରେ ‘ସାନ୍ତାଳି’ ଭାଷାରେ ନ୍ୟୁଜ୍ ପଢ଼ାଯିବ । ୬ରୁ ୭ ଦିନ ମଧ୍ୟରେ ଏହା କରାଯିବା ନେଇ କହିଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘ସାନ୍ତାଳି’ ଭାଷାରେ ନ୍ୟୁଜ୍…
Breaking: ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବଢ଼ାଯିବ ବାଲି, ଏଡିଜିଙ୍କ ସହ ୧୫ ଜଣିଆ ବିଶେଷଜ୍ଞ ଟିମ କଲା ଅନୁଧ୍ୟାନ
କୋଣାର୍କ: ଗର୍ଭଗୃହରୁ ବାଲି କଢ଼ିବା ପାଇଁ କରାଯାଇଥିବା ପ୍ରସ୍ତୁତିର ଅନୁଧ୍ୟାନ କଲେ ଏଏସଆଇ ଏଡିଜି ଜାହବୀ ଶର୍ମା । ଏଡିଜି ସମେତ ୧୫ ଜଣିଆ କୋର୍ କମିଟି ମଧ୍ୟ ଅନୁଧ୍ୟାନ ପାଇଁ କୋଣାର୍କରେ ପହଞ୍ଚିଛନ୍ତି । କୋର କମିଟିରେ…
ASO ଚାକିରି ବିକ୍ରି ପ୍ରସଙ୍ଗରେ କମ୍ପିଲା ଗୃହ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି
ଭୁବନେଶ୍ବର: ଗୃହକାର୍ଯ୍ୟ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ଗୃହରେ ବିଜେଡି ବିଧାୟକଙ୍କର ହଟ୍ଟଗୋଳ ଓ ନାରାବାଜି ଦେଖାଦେଇଥିଲା । ଏହା ପରେ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ ।…
ପୁଣି ସାମ୍ନାକୁ ଆସିଲା ଆଶ୍ରମ ଲିଳା! ନିଶା ବଟିକା ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ରଙ୍ଗିଲା ବାବାଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ବର: ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବାବାଙ୍କ ଗୁମର ଫିଟିବାରେ ଲାଗିଛି । କଳ୍କୀ ବାବାଙ୍କ ପରେ ଆଉ ଏକ ବାବା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ନିଶା ଦେଇ ଦୁଷ୍କର୍ମ କରୁଥିଲେ ରଙ୍ଗିଲା ବାବା । ଏଭଳି ଅଭିଯୋଗ…
ଆଳୁ ପରେ ଅଣ୍ଡା ଚିନ୍ତା, ବଢି ଚାଲିଛି ଦାମ୍! ଭୁବନେଶ୍ବରରେ ଦର…
ଭୁବନେଶ୍ବର: ଦରବୃଦ୍ଧିକୁ ନେଇ ଏକ ପ୍ରକାର ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଆଳୁ ଦର ପରେ ଏବେ ଅଣ୍ଡା ଦର ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଅଣ୍ଡା ଦର 9ଟଙ୍କାରେ ବିକ୍ରି ହେଉଛି । ଆଳୁ ଦର ବୃଦ୍ଧି…
ଡେପୁଟେସନରେ ଯିବେ IPS ଆଶିଷ ସିଂ, ମିଛ କହି ନେଇଥିଲେ ମେଡିକାଲ ଲିଭ୍
ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ୍ ଆଶିଷ ସିଂ । ଆଇଟିବିପି ଆଇଜି ଭାବେ କାର୍ଯ୍ୟ କରିବେ ଆଶିଷ ସିଂ । ଆଗାମୀ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେପୁଟେସନରେ ଯିବେ । ବର୍ତ୍ତମାନ IPS…
Breaking: ଯେଉଁ ପରିବାରରେ ମହିଳା ଶିକ୍ଷିତ ସେ ପରିବାର ସେତେ ଆଗରେ: ରାଷ୍ଟ୍ରପତି
ରାଇରଙ୍ଗପୁର : ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଶିକ୍ଷାର୍ଥୀଙ୍କୁ ଅନେକ ପରାମର୍ଶ ଦେଲେ ରାଷ୍ଟ୍ରପତି । କେବଳ ପାଠ ପଢ଼ି ଚାକିରି କରିବା ଉଦ୍ଦେଶ୍ୟ ଉଚିତ୍ ନୁହେଁ । ନିଜେ ସକ୍ଷମ ହେବା…
ପୂର୍ବ ସରକାର ଅମଳରେ ASO ଚାକିରି ୨୫-୩୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଧାନସଭାରେ ସାର୍ବଜନିନ ପରୀକ୍ଷା ବିଲ୍ ୨୦୨୪ ବିଧାନସଭାରେ ଆଗତ ହୋଇଛି । ଏହି ବିଲକୁ ବିଧାନସଭାରେ ଆଗତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାର ଉପରେ…
(Video) ଈଶ୍ୱରଙ୍କ ଅଦ୍ଭୂତ ମହିମା! ଲିମ୍ବ ଗଛରୁ ବାହାରୁଛି ମିଠା କ୍ଷୀର, ଖବର ଶୁଣିବା ମାତ୍ରକେ ଗଛକୁ ପୂଜା କଲେ ଲୋକେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଆମ ଘରର ଆଖପାଖରେ ରହିଥିବା ଲିମ୍ବ ଗଛର ପତ୍ର ପିତା ବୋଲି ଆମେ ସମସ୍ତେ ଜନ୍ମ ସମୟରୁ ଜାଣିଛେ । ତେବେ କେହି ଯଦି ଆମକୁ ଆସି କହିବ ଯେ, ଲିମ୍ବ ଗଛରୁ ମିଠା କ୍ଷୀର ବାହାରୁଛି,…
ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କୁ ନୂଆ ଦାୟିତ୍ବ: ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ଭାବେ ନିଯୁକ୍ତ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବରିଷ୍ଠ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ମିଳିଲା ନୂଆ ଦାୟିତ୍ବ । ପ୍ରଫୁଲ୍ଲ ସାମଲ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ଭାବେ ହେଲେ ନିଯୁକ୍ତ । ନିଯୁକ୍ତି ଦେଲେ…