Browsing Category
ରାଜ୍ୟ
ଏଣିକି ଡିଜିଟାଲ୍ ପ୍ଲାଟଫର୍ମରେ ଓଡ଼ିଆ ଭାଷାରେ ସଠିକ ଏବଂ ନିର୍ଭୁଲ ତଥ୍ୟ ପାଇବେ ଲୋକେ
ଭୁବନେଶ୍ୱର: ବିଭିନ୍ନ ସର୍ଚ୍ଚ ଇଂଜିନ ଏବଂ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାରେ ସଠିକ ଏବଂ ନିର୍ଭୁଲ ତଥ୍ୟ ପାଇପାରିବା ସମ୍ଭବପର ହୋଇପାରୁନାହିଁ, ଯାହା ଫଳରେ ଡିଜିଟାଲ ପ୍ଲାଟଫର୍ମମାନଙ୍କରେ ଓଡ଼ିଆ ୟୁଜର୍ସମାନେ ବହୁ…
ନଅ ଦିନ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ମାଆ ନେଉଛନ୍ତି ବିଦାୟ, ପୁଣି ଆର ବରଷକୁ ଅପେକ୍ଷା
ଭୁବନେଶ୍ୱର: ନଅ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ମାଆ ଦୁର୍ଗା ଧରାପୃଷ୍ଠରୁ ବିଦାୟ ନେଉଛନ୍ତି । ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ସ୍ଥାନରେ ଆଜି ଭଷାଣି ଉତ୍ସବ ଚାଲିଛି । ଗତକାଲିଠୁ କିଛି ମୂର୍ତ୍ତି…
(Breaking) ରେରା ଆଇନରେ କରାଯିବ ସଂଶୋଧନ: ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ବଦଳିବ ରିଅଲିଷ୍ଟେଟ ରେଗୁଲେଟୋରୀ ଅଥୋରିଟି ଆଇନ । ଆଇନରେ ସଂଶୋଧନ ହେବ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ବଲପୁରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ଏଥିପାଇଁ ଆବଶ୍ୟକ ଆଲୋଚନା କରାଯିବ…
ଅମର ଶତପଥୀଙ୍କୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର: ବିସ୍ଫୋରକ ବୟାନ ଦେଲେ ଲେନିନ୍
ଭୁବନେଶ୍ୱର: ନିର୍ବାଚନ ପରେ ଓଡ଼ିଶା ରାଜନୀତିରେ ଦଳବଦଳ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେଡ଼ିର ବରିଷ୍ଠ ନେତା ଅମର ଶତପଥୀ ସିଧାସଳଖ ବିଜେପି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ,…
ଚୋରକୁ ନାହିଁ ସିସିଟିଭିର ଭୟ; କ୍ୟାମେରା ଉପରେ ଶାଢୀ ଢାଙ୍କି ବୁଲାଇଲେ କଳାକନା
ଉଦଳା: ରାଜ୍ୟରେ ତଥା ଦେଶରେ ଚୋରମାନେ ଚୋରି କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଚୋରଜଣକ ଶାଢୀକୁ ସିସିଟିଭି କ୍ୟାମେରା ଉପରେ ଢାଙ୍କୀ ଘରୁ…
ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା କଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ, ପ୍ରଥମରେ ଓଡ଼ିଶା
ନୂଆଦିଲ୍ଲୀ : କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସିଆର ପାଟିଲ ଆଜି ନୂଆଦିଲ୍ଲୀର ଶ୍ରମ ଶକ୍ତି ଭବନ ଠାରେ ୫ମ ଜାତୀୟ ଜଳ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଛନ୍ତି।ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ…
HIL Auction: ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ୪୮ ଲକ୍ଷ ଟଙ୍କାରେ କିଣିଲା ତାମିଲନାଡ଼ୁ ଡ୍ରାଗନ୍ସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) ୨୦୨୪ର ନିଲାମୀ ପ୍ରକ୍ରିୟା । ଦିଲ୍ଲୀଠାରେ ଅକ୍ଟୋବର ୧୩, ୧୪ ଓ ୧୬ ତାରିଖରେ ଏହି ନିଲାମୀ କରାଯିବ । ଏହି ନିଲାମୀ ପ୍ରକ୍ରିୟାରେ ଏକ ହଜାର…
(Video) ରାବଣ ପୋଡ଼ିରେ ଘଟିଲା ବଡ଼ ଅଘଟଣ: ବାଣ ଛିଟିକି ପଡ଼ିବାରୁ ଜଳିଗଲେ ଯୁବକ….
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମା’ଙ୍କର ଆଗମନରେ ସାରା ରାଜ୍ୟ ଆଜି ତୋରଣ ଓ ରଙ୍ଗୀନ ଆଲୋକରେ ଚମକୁଛି । ଜନସାଧାରଣ ବିଭିନ୍ନ ମଣ୍ଡପ ବୁଲି ମା’ଙ୍କୁ ଦର୍ଶନ କରିବା ସହ ନିଜର ମନସ୍କାମନା ପୂରଣ ନିମନ୍ତେ ପ୍ରାର୍ଥନା…
ଓଡ଼ିଶା କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା: ବୃଦ୍ଧି ପାଇଲା ଆବେଦନ ତାରିଖ, କେମିତି ହେବ ଚୟନ?
ଭୁବନେଶ୍ୱର: ଓଡ଼ିଶା କନେଷ୍ଟବଳ ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର । ଓଡ଼ିଶା କନେଷ୍ଟବଳ ପାଇଁ ଆବେଦନ କରିବାର ଶେଷ ତାରିଖକୁ ବୃଦ୍ଧି କରାଇଛନ୍ତି ସରକାର । ଏ ନେଇ ସରକାରଙ୍କ…
ରାଜ୍ୟରୁ ଆସନ୍ତା ମଙ୍ଗଳବାରଠାରୁ ପ୍ରତ୍ୟାବର୍ତ୍ତନ କରିବ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ
ଭୁବନେଶ୍ୱର : ଓଡିଶାରୁ ଆସନ୍ତା ମଙ୍ଗଳବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ…