
Browsing Category
ରାଜ୍ୟ
ଆଜିଠାରୁ ଆରମ୍ଭ ହେଲା କଟକ ବାଲିଯାତ୍ରାର ପ୍ଲଟ୍ ନିଲାମ ପ୍ରକ୍ରିୟା: ନଭେମ୍ବର ୬ ପର୍ଯ୍ୟନ୍ତ ଜାରି ରହିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଐତିହାସିକ କଟକ ବାଲିଯାତ୍ରାର ପ୍ଲଟ ନିଲାମ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଆସନ୍ତା ମାସ ୬ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ସର୍ବାଧିକ ଟଙ୍କା ଡାକିଥିବା ବିଡରଙ୍କୁ ପ୍ଲଟ୍…
ଦୀପାବଳି ପାଇଁ ଟ୍ୱିନ୍ ସିଟିରେ ହେବ ୭ଟି ଅତିରିକ୍ତ ଅଗ୍ନିଶମ କେନ୍ଦ୍ର, ତୁରନ୍ତ ୧୧୨ ନମ୍ବରକୁ କଲ୍ କଲେ ମିଳିବ ସେବା: ଚିଫ୍ ଫାୟାର ଅଫିସର
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି ପାଇଁ ସଜବାଜ ହେଉଛି ଟ୍ୱିନ୍ ସିଟି । ଦୀପାବଳି ପାଇଁ କଟକ ଏବଂ ଭୁବନେଶ୍ୱରରେ ୭ଟି ଅତିରିକ୍ତ ଅଗ୍ନିଶମ କେନ୍ଦ୍ର ଖୋଲାଯିବ । ଏନେଇ ଚିଫ୍ ଫାୟାର ଅଫିସର ଦେବେନ୍ଦ୍ର କୁମାର ସ୍ୱାଇଁ…
ଲିଙ୍ଗରାଜ ମନ୍ଦିର ବେଢାରେ ଶିଳ୍ପାଙ୍କ ଫଟୋକୁ ନେଇ ବିବାଦ, ସେବାୟତଙ୍କୁ ସୋ’ କଜ୍….
ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫଟୋ ଉଠାଇବା ପ୍ରସଙ୍ଗକୁ ନେଇ ବିବାଦ ଦେଖାଦେଇଛି । ତେବେ ତାଙ୍କ ସହିତ ନଜର ଆସିଥିବା ସୁପରଭାଇଜରଙ୍କୁ ଶୋ କଜ୍ ନୋଟିସ ଜାରି କରାଯାଇଛି ।…
ବଡ଼ ଖବର: ସ୍ୱର୍ଗଦ୍ୱାରରେ କାଠ ପରିବର୍ତ୍ତେ ଗୋବର ଘସିରେ ହେବ ଶବଦାହ
ପୁରୀ: ଓଡ଼ିଆ ସଂସ୍କୃତିରେ ଜନ୍ମ ନେଇଥିବା ପ୍ରତି ଓଡ଼ିଆଙ୍କ ଶେଷ ଇଚ୍ଛା ମୃତ୍ୟୁ ପରେ ତାଙ୍କୁ ପରିଜନମାନେ ସ୍ୱାର୍ଗଦ୍ୱାରକୁ ନେଇ ଶବଦାହ କରନ୍ତୁ। ହିନ୍ଦୁ ଧର୍ମରେ ଶବଦାହର ଅନେକ ନିୟମ ରହିଛି। ବିଶ୍ୱାସ ରହିଛି ଯେ, ଯେଉଁ…
ଶ୍ରୀଜିଉଙ୍କ ବନକ ଲାଗି ନୀତି, ଶ୍ରୀମନ୍ଦିରରେ 5 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
ପୁରୀ: ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ 5 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ପରମ୍ପରା ଅନୁସାରେ, ନୀତିକ୍ରାନ୍ତି ଆୟୋଜିତ ହେବାକୁ ଥିବା…
ପାଟନା ମେଟ୍ରୋ ଟନେଲ ଦୁର୍ଘଟଣା: ୨ ଓଡ଼ିଆ ଶ୍ରମିକ ମୃତ, ଦୁଃଖ ପ୍ରକାଶ କଲେ ଶ୍ରମ ମନ୍ତ୍ରୀ
ପାଟନା: ବିହାର ରାଜଧାନୀ ପାଟଣାରେ ସୋମବାର ରାତିରେ ମେଟ୍ରୋ ଟନେଲ ତିଆରି ସମୟରେ ଏକ ବଡ ଦୁର୍ଘଟଣା ଘଟିଛି। ନିର୍ମାଣଧୀନ ମେଟ୍ରୋ ଟନେଲରେ ଲୋକୋ ମେସିନର ବ୍ରେକ ଫେଲ ହେବାରେ ୨ ଜଣ ମଜୁରିଆଙ୍କର ମୃତ୍ୟୁ ଘଟିଛି। ଏହି…
(Video) ୧୯୯୯ ମହାବାତ୍ୟାକୁ ୨୫ବର୍ଷ ପୂର୍ତ୍ତି, ଆଜିର ଦିନରେ ଓଡିଶା ଦେଖିଥିଲା କରାଳ ରୂପ
ଭୁବନେଶ୍ବର: 1999 ମସିହା ଅକ୍ଟୋବର 29 ତାରିଖର ଚିତ୍ର । ଭୟଙ୍କର ପବନ ସାଙ୍ଗକୁ ଭୀଷଣ ବାତ୍ୟା । 10 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିଲା । ଆଜି ମହାବାତ୍ୟାକୁ ପୁରି ଯାଇଛି 25 ଶହ ।…
ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା, ୩ ଆହତ
ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ପଛକୁ ପଛ ପିଟିହେଲା ଟ୍ରକ, ବସ୍ ଏବଂ ଅଟୋ। ବସ୍ ଧକ୍କାରେ ଅଟୋରେ ବସିଥିବା ୩ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଏହି…
ଭୁବନେଶ୍ୱରରେ ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ଜାରି ରହିଛି। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ,…
କଟକରେ ସ୍କୁଲ ବସକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, 10 ଛାତ୍ରଛାତ୍ରୀ ଆହତ
କଟକ: ସକାଳୁ ସକାଳୁ ସଡକ ଦୁର୍ଘଟଣା । ସ୍କୁଲ ବସକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ 10 ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । କଟକ ଖାନନଗର ଟ୍ରାଫିକ ଛକରେ ସ୍କୁଲ ବସକୁ ଏକ ଯାତ୍ରୀବାହୀ ବସ୍ ଧକ୍କା…