Browsing Category
ରାଜ୍ୟ
ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ନିଷ୍ପତ୍ତି; ଓମଫେଡ୍କୁ ମୁଖ୍ୟ ପ୍ରଶାସକଙ୍କ ଚିଠି
ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଓମଫେଡ୍କୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ସୂଚନା । ଆବଶ୍ୟକତା ଦୃଷ୍ଟିରୁ ସ୍ବତନ୍ତ୍ର ଡିପୋ ବ୍ୟବସ୍ଥା…
(Video) ରାଜଧାନୀରେ ଅଚାନକ ହୁତୁହୁତୁ ହୋଇ ଜଳିଗଲା ଏକ ଦାମୀ କାର୍: ନୟାପଲ୍ଲୀର ଦୁର୍ଗା ମଣ୍ଡପ ନିକଟରେ ବଡ଼ ଅଘଟଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପବିତ୍ର ଦୁର୍ଗାପୂଜାର ରାବଣ ପୋଡ଼ିର ଗୋଟିଏ ଦିନ ନ ପୂରୁଣୁ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ଅଚାନକ ଏକ କାର ରାଜଧାନୀର ନୟାପଲ୍ଲୀ ଦୁର୍ଗା ମଣ୍ଡପ ଆଗରେ ଅଚାନକ…
ଆସନ୍ତାକାଲି ଠାରୁ ହରିୟାଣା ଓ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମେକ୍ ଇନ୍ ଓଡ଼ିଶା ପାଇଁ ନିବେଶକ ସମ୍ମିଳନୀରେ ଯୋଗ ଦେବେ
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହରିୟାଣା ଓ ମୁମ୍ବାଇ ଗସ୍ତରେ ଯାଉଛନ୍ତି । ଅକ୍ଟୋବର ୧୬ ତାରିଖ ଅପରାହ୍ନରେ ସେ ପ୍ରଥମେ ହରିୟାଣା ଅଭିମୁଖେ ଗସ୍ତ କରିବେ । ଅକ୍ଟୋବର ୧୭ ତାରିଖ ଦିନ…
୧୭/୧୮, କେଉଁ ଦିନରୁ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ହବିଷ୍ୟାଳି ତାକୁ ନେଇ ଚିନ୍ତାରେ
ଭୁବନେଶ୍ୱର: ଚଳିତ ବର୍ଷ କାର୍ତ୍ତିକ ବ୍ରତକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ଅନେକ ଏହାକୁ ୧୭ କହୁଥିବା ବେଳେ ଅନେକ କହୁଛନ୍ତି ୧୮ ଅକ୍ଟୋବର । କ୍ୟାଲେଣ୍ଡର ଓ ପାଞ୍ଜିରେ ଥିବା ଭିନ୍ନ ମତ ପାଇଁ ହବିଷ୍ୟାଳି ବୁଝିପାରୁ…
ଧାନ ସଂଗ୍ରହରେ ଅନିୟମିତତା ଓ ଦୁର୍ନୀତି ଉପରେ ତୀକ୍ଷ୍ମ ନଜର ରଖାଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବିଶେଷ କରି ଧାନ ସଂଗ୍ରହରେ…
ଜଳ ସଂରକ୍ଷଣରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା: ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ସାରା ଦେଶରେ ଚମକିଛି ଓଡ଼ିଶା । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ତରଫରୁ ପଞ୍ଚମ ଜାତୀୟ ଜଳ ପୁରସ୍କାର-୨୦୨୩ ଘୋଷଣା କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଓଡ଼ିଶାକୁ ଏଥିରେ ସାରା…
ଅମର ଶତପଥୀଙ୍କୁ ଦଳର ମୁଖପାତ୍ର ବାହାରର ରାସ୍ତା ଦେଖାଇବା ପ୍ରସଙ୍ଗରେ ଭିନ୍ନ ମତ
ଭୁବନେଶ୍ୱର: ନା ଏବେ ଅଛି କୌଣସି ନିର୍ବାଚନ, ନାହିଁ ଶାସକ ବିରୋଧୀ ମଧ୍ୟରେ ଟକ୍କରା ଟକ୍କରୀ ସ୍ଥିତି । ହେଲେ ରାଜ୍ୟ ରାଜନୀତିରେ ଭରିଛି ତାତି । ଗାଁଠୁ ସହର, ସବୁଠି ରାଜନୀତି ଚର୍ଚ୍ଚା । ସବୁଠି ଗୋଟିଏ ବିଷୟ, ବିଜେଡି…
ଧାନ କିଣା ପାଇଁ ଲୋକସେବା ଭବନରେ ବସିଲା ଗୁରୁତ୍ବପୁର୍ଣ ବୈଠକ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଧାନ କିଣା ପାଇଁ ଲୋକସେବା ଭବନରେ ବସିଲା ଗୁରୁତ୍ବପୁର୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ୩୦ ଜିଲ୍ଲାରେ ଜିଲ୍ଲାପାଳଙ୍କ ସହ ଧାନ ସଂଗ୍ରହରେ ନିୟୋଜିତ ହେବାକୁ…
Bali Yatra 2024: ନଭେମ୍ବର ମାସରେ ବିଶ୍ବପ୍ରସିଦ୍ଧ ବାଲିଯାତ୍ରା, ଆଜିଠୁ ଆରମ୍ଭ ହେଲା ପ୍ଲଟ ପଞ୍ଜିକରଣ
କଟକ: ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ପାଖେଇ ଆସୁଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବାଲିଯାତ୍ରାରେ ଷ୍ଟଲ ଖଣ୍ଡେ ପାଇବା ପାଇଁ ବ୍ୟବସାୟୀମାନେ ବ୍ୟାକୁଳ ହୋଇଥାନ୍ତି । …
ଯେତେଦିନ ଯାଏଁ ପାଣ୍ଡିଆନ ଥିବେ, ସେତେଦିନ ଯାଏଁ ବିଜେଡି ଆସିବ ନାହିଁ : ପାଟ୍ଟଶାଣୀ
ଭୁବନେଶ୍ବର(ଓଡିଶା ଭାସ୍କର): ପାଣ୍ଡିଆନଙ୍କୁ ନେଇ ସମାଲୋଚନା ଥମିବାର ନାଁ ନେଉନାହିଁ । ବିଜେଡି ପରାଜୟର କାରଣ ପାଣ୍ଡିଆନ ବୋଲି ଅନେକ ଦାବି କରୁଛନ୍ତି । ଅମର ଶତପଥିଙ୍କ ପରେ ଆଜି ମୁହଁ ଖୋଲି ବଡ ବୟାନ ଦେଇଛନ୍ତି…