Browsing Category
ରାଜ୍ୟ
କାର୍ଯ୍ୟକ୍ଷମ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ୩ ମେଡିକାଲ କଲେଜ; ଯାଜପୁର ଲାଗି ୫୦ ସିଟ୍ର ଅନୁମତି
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ଖୁବ୍ ଶୀଘ୍ର ସେବା ଯୋଗାଇବ ୩ ମେଡିକାଲ କଲେଜ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଛନ୍ତି । "କାର୍ଯ୍ୟକ୍ଷମ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜ୍ୟର ୩…
ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା; ‘ଅନଲାଇନରେ ୧୨ ହଜାରରୁ ଅଧିକ ମତାମତ’
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । '୧୨ ହଜାରରୁ ଅଧିକ ଲୋକ ଅନଲାଇନରେ ମତାମତ ଦେଇଛନ୍ତି । ପୂର୍ବ ବର୍ଷ ତୁଳନାରେ ଏହା ୬ ଗୁଣା ଅଧିକ । ଲୋକଙ୍କ ଆଶା…
ବିଜେଡିରେ ବହୁ ମୂଷା ଥିଲେ : ନୃସିଂହ ଚରଣ
ଓଡିଶା ଭାସ୍କର: ବିଜେଡିରେ ଅନେକ ମୂଷା ଥିଲେ ବୋଲି କଟାକ୍ଷ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପରଜଙ୍ଗର ବିଜେଡି ପ୍ରାର୍ଥୀ ହୋଇଥିବା ନୃସିଂହ ଚରଣ ସାହୁ । ବିଜେଡିର ପରାଜୟର କାରଣ ଖୋଦ ବିଜେଡି…
ଚୂଡାନ୍ତ ପର୍ଯ୍ୟାୟରେ ଏସଓପି, ୧୪ ରେ ରତ୍ନଭଣ୍ଡାର କମିଟି ବୈଠକ, ଖୋଲିବ କେବେ!
ଓଡିଶା ଭାସ୍କର: ରତ୍ନଭଣ୍ଡାର ଖୋଲିବାକୁ ନେଇ ପୁଣି ୧୪ ରେ ବୈଠକ ବସିବ । ଏହାକୁ ନେଇ ଏସଓପି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଆଜି ନହେଲେ କାଲି ସୁଦ୍ଧା ଏସଓପି ମଧ୍ୟ ଆସିଯିବ । ରତ୍ନଭଣ୍ଡାରକୁ ନେଇ…
ରାଜ୍ୟରେ ରହିଛନ୍ତି ୨୫ ଲକ୍ଷ ଜାଲ ରାସନକାର୍ଡଧାରୀ: ଖାଦ୍ୟଯୋଗାଣ ମନ୍ତ୍ରୀ
ଓଡିଶା ଭାସ୍କର : ରାଜ୍ୟରେ ପ୍ରାୟ ୨୫ ଲକ୍ଷ ଜାଲ ରାସନକାର୍ଡଧାରୀ ଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣମନ୍ତ୍ରୀ । ଆହୁରି ମଧ୍ୟ ଏମିତି ଜାଲ ତଥା ନକଲି ରାସନକାର୍ଡଧାରୀ ବାହାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…
ଡ୍ରଗ୍ସ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାକୁ ରଦ୍ଦ କଲେ ଓଡ଼ିଶା ହାଇକୋର୍ଟ: ସାନି ପରୀକ୍ଷା ପାଇଁ OPSCକୁ ନିର୍ଦ୍ଦେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡ୍ରଗ୍ସ ଇନ୍ସପେକ୍ଟର ପରୀକ୍ଷା ଦେଇଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଡ୍ରଗ୍ସ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାକୁ ରଦ୍ଦ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଏଥିସହିତ ସାନି…
ଅରବିନ୍ଦ ପାଢୀ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବୀରବିକ୍ରମ ଯାଦବଙ୍କ ସ୍ଥାନ ନେଇ ହେଲେ ନିଯୁକ୍ତ
ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ଦିନ ଡ.ଅରବିନ୍ଦ କୁମାର ପାଢୀଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ର ମୁଖ୍ୟ ପ୍ରଶାସକ ଭାବରେ ନିଯୁକ୍ତ କରିଛନ୍ତି । ତାହାସହ ଶ୍ରୀ ପାଢୀ ଆଗାମୀ ଆଦେଶ ପର୍ଯ୍ୟନ୍ତ…
Video; ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଉ ଗାଉ ଟଳି ପଡ଼ିଲେ ଅତିରିକ୍ତ ଜିଲ୍ଲାପାଳ, ଉଡ଼ିଗଲା ପ୍ରାଣବାୟୁ
ଗଜପତି: (ଓଡ଼ିଶା ଭାସ୍କର) ଏମିତି ବି ଆସେ ମୃତ୍ୟୁ । କେତେବେଳେ କୋଉ ପରିସ୍ଥିତିରେ ମରଣ ମଣିଷକୁ ଆଦରି ନିଏ ସେ କଥା କେବଳ ତାକୁ ହିଁ ଜଣା ଥାଏ । ସମସ୍ତଙ୍କ ଆଖି ଆଗରେ ଟଳି ପଡିଲେ ଅତିରିକ୍ତ ଜିଲ୍ଲାପାଳ । ସେ ବି ପୁଣି…
ପ୍ରେମିକର ମୃତ୍ୟୁ ଖବର ଶୁଣି ମହାନଦୀକୁ ଡେଇଁଲେ ଯୁବତୀ!; ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି
ଜଗତସିଂହପୁର: (ଓଡ଼ିଶା ଭାସ୍କର) ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଲେ ଯୁବତୀ ! ପୋଲ ଉପରୁ ମହାନଦୀକୁ ଡେଇଁ ଯୁବତୀ ନିଖୋଜ । ତିର୍ତ୍ତୋଲ ଥାନା ତାରତୋଲଠାରେ ମହାନଦୀକୁ ଡେଇଁଲେ । ପ୍ରେମିକର ମୃତ୍ୟୁ ଖବର ଶୁଣି…
ବରିଷ୍ଠ ଆଇପିଏସ୍ ଅଫିସର ଆଶିଷ ସିଂଙ୍କ ବଦଳି; ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ଆଶିଷ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବରିଷ୍ଠ ଆଇପିଏସ୍ ଅଫିସର ଆଶିଷ ସିଂଙ୍କ ବଦଳି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ଆଶିଷ ସିଂଙ୍କୁ ବଦଳି । ଗୃହ ବିଭାଗ OSD ଭାବେ ଆଶିଷ ସିଂଙ୍କୁ ବଦଳି । ଓଡିଶାରେ…