Browsing Category
ରାଜ୍ୟ
ବାଂଲାଦେଶୀ ଚିହ୍ନଟ ଅଭିଯାନ ଜୋରଦାର: ୧୬ ଜଣ ଅଟକ, ସମସ୍ତଙ୍କୁ…
ପାରାଦୀପ: ଜଗତସିଂହପୁର ଜିଲ୍ଲାର ପାରାଦୀପ ସହରରେ ସୋମବାର ୧୬ ଜଣ ସନ୍ଦିଗ୍ଧ ବାଂଲାଦେଶୀ ନାଗରିକଙ୍କୁ ଅଟକ କରାଯାଇଛି। ଏହା ପରେ ପୋଲିସ କର୍ତ୍ତୃପକ୍ଷ ଏକ ଜୋରଦାର ଚିହ୍ନଟ ଅଭିଯାନ ଆରମ୍ଭ କରିଛନ୍ତି। ଜଗତସିଂହପୁର…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବରର ସାମ୍ୱାଦିକଗଣ, ସମ୍ମୁଖୀନ ହୋଇଥିବା ସମସ୍ୟା ବିଷୟରେ କହିଲେ
ଭୁବନେଶ୍ବର: ରଥଟଣା ସମୟରେ ହୋଇଥିବା ଦୁର୍ଘଟଣା ଖବର ସାରା ଦେଶରେ ଚର୍ଚ୍ଚାର ବିଷୟ ରହିଛି । ଦଳାଚକଟାରେ 3 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା ।
ଭୁବନେଶ୍ବରର ବିଭିନ୍ନ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକଗଣ ଆଜି…
ଭୟଙ୍କର ଦୁର୍ଘଟଣା! ଜଣେ ମୃତ
ପାରାଦୀପ: ଭୟଙ୍କର ଦୁର୍ଘଟଣା! ଗ୍ୟାସ ଟାଙ୍କି ଗାଡ଼ି ସହ କାର ମୁହାଁମୁହିଁ ଧକ୍କା। ଏଭଳି ଏକ ଘଟଣା ଦେଖୀଭିବାକୁ ମିଳିଛି ପାରାଦୀପ ଭୁତମୁଣ୍ଡାଇ ବ୍ୟାଙ୍କ ଛକରେ।
ଗ୍ୟାସ ଟାଙ୍କି ଗାଡ଼ି ସହ କାର ପରସ୍ପର ସହ ଧକ୍କା…
ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ: ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ…
ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ: OAS ସଂଘର ସମୂହ ଛୁଟି ନିଷ୍ପତ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ଉପରେ ଉଠିଲା ପ୍ରଶ୍ନ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସୋମବାର ଦିନ ନିଜ କାର୍ଯ୍ୟାଳୟରେ ଏକ ଜନସୁଣାଣି ବୈଠକ ଚାଲିଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହେବା ଘଟଣା ରାଜଧାନୀରେ…
ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହେଲେ ମିର୍ଦ୍ଧା ଟପ୍ପୋ
ଭୁବନେଶ୍ବର: ବରିଷ୍ଠ ଓଏଏସ ଅଧିକାରୀ ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ସେ କେନ୍ଦୁଝର ଡୁଡା(ଡିଷ୍ଟ୍ରିକ୍ଟ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି)ର ପ୍ରକଳ୍ପ…
ମୁଖ୍ୟମନ୍ତ୍ରୀ ଆକ୍ରମଣ ପଛରେ ଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ନବୀନ
ଭୁବନେଶ୍ୱର: ବିଏମସି ଅଫିସରେ ଅଫିସରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲେ ବିରୋଧୀ ଦଳ ନେଲା ନବୀନ ପଟନାୟକ ।
ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ କହିଲେ ନବୀନ । ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ…
BMC ଅଫିସରଙ୍କୁ ବିଧା, ଗୋଇଠା: ୩ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର: ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ କମିଶନରେଟ୍ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଦାନଙ୍କୁ ଗିରଫ…
ବିଏମସି ଅଫିସରଙ୍କୁ ଟଣା-ଘୋଷଡ଼ା ଘଟଣାକୁ ବିଜେପିର ନିନ୍ଦା
ଭୁବନେଶ୍ୱର: ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମରାଯିବା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ।
ସୂଚନା ମୁତାବକ ଅତିରିକ୍ତ କମିଶନରଙ୍କୁ ଜଗନ୍ନାଥ…
BMC ଅଫିସରେ ଗୁଣ୍ଡାରାଜ୍ (Video) ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଆଣି ପିଟୁଥିବାର ଭିଡିଓ ଭାଇରାଲ
ଭୁବନେଶ୍ୱର: ବିଏମସି ଅଫିସରଙ୍କୁ ବିଧା ଗୋଇଠା ମାରି ଦରମରା କରିଛନ୍ତି ଦୁର୍ବୃତ୍ତ । ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ପିଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କାର୍ଯ୍ୟାଳୟରୁ ଘୋଷାଡି…