fbpx
Browsing Category

ଜ୍ଞାନ ବିଜ୍ଞାନ

ପୂର୍ବପୁରୁଷଙ୍କ ସହ ବୁଲୁଥିଲେ ଡାଇନୋସର, ଆସିଲା ନୂଆ ଗବେଷଣାର ତଥ୍ୟ

ଓଡିଶା ଭାସ୍କର: ଯେତେବେଳେ ଡାଇନୋସର କଥା ଆମ ସାମ୍ନାକୁ ଆସେ, ସେତେବେଳେ ପିଲାଠୁ ବଡ଼ ସମସ୍ତଙ୍କ ମନରେ ଏକ ପ୍ରକାରର ଉତ୍କଣ୍ଠା ବଢ଼ିଯାଏ । ସବୁଠାରୁ ବେଶି ଜାଣିବାକୁ ଇଛା ହୁଏ ଡାଇନୋସରଙ୍କ ମୃତ୍ୟୁ ପୂର୍ବରୁ ନା ପରେ ଆମର…

ଟ୍ରେନରେ ସିସିଟିଭି କ୍ୟାମେରା ନାହିଁ, ହେଲେ ପୋଲିସ କିପରି ଜାଣେ କେଉଁ ବଗିରେ ଚେନ ଟଣାଯାଇଛି

ନୂଆଦିଲ୍ଲୀ: ଭାରତୀୟ ରେଲୱେ ପାଖରେ ଦୁନିଆର ସବୁଠାରୁ ବଡ଼ ଚତୁର୍ଥ ନେଟୱର୍କ ଅଛି । ଯେଉଁଥିରେ ଦୈନନ୍ଦିନ ହଜାର ହଜାର ଲୋକେ ଯାତ୍ରା କରୁଛନ୍ତି । ଆପଣ ଟ୍ରେନରେ ଯାତ୍ରା କରୁଥିବା ବେଳେ ଗୋଟିଏ କଥା ଲକ୍ଷ କରିଥିବେ ।…

ରାମ ମନ୍ଦିରକୁ ପ୍ରଭାବିତ କରିପାରିବ ନାହିଁ ଭୂମିକମ୍ପ : ଏହି ବିଶେଷ ଟେକ୍ନୋଲଜିରେ ୨୪ ଘଣ୍ଟା ପୂର୍ବରୁ ମିଳିବ ସତର୍କ ସୂଚନା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଏଥିରେ ଅନେକ ପ୍ରକାରର ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି । ରାମଙ୍କ ଜନ୍ମ ଭୂମିରେ ଭକ୍ତଙ୍କର ପ୍ରତ୍ୟେକ…

ସତରେ କ’ଣ ଚଷମା ନୀଳ ଲାଇଟ୍ କବଳରୁ ଆମର ଆଖିକୁ ସୁରକ୍ଷିତ ରଖିଥାଏ: ରିସର୍ଚ୍ଚରୁ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: କମ୍ପ୍ୟୁଟର ଆଗରେ ବସି କାମ କରିବା ସମୟରେ ଚଷମା ପିନ୍ଧିଲେ ତାହା ଆମର ଆଖିକୁ ନୀଳ ଲାଇଟ୍ କବଳରୁ ରକ୍ଷା କରିଥାଏ ବୋଲି କୁହାଯାଏ । ଏଥିସହିତ ଚଷମା ଆମକୁ ଚାପମୁକ୍ତ ରଖିବା, ନିଦ୍ରାରେ ସୁଧାର ଆଣିବା ସହିତ…

ଶିଖିବା ଲାଗି ମସ୍ତିଷ୍କର ଆବଶ୍ୟକତା ନାହିଁ, ଏହି ମାଛ ଉପରେ ବୈଜ୍ଞାନିକ ଅଧ୍ୟୟନରୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: କିଏ କହୁଛି ଯେ ଶିଖିବା ଲାଗି ମସ୍ତିଷ୍କର ଆବଶ୍ୟକତା ରହିଛି । ଆଦୌ ନୁହେଁ । ଆପଣ ଜାଣନ୍ତି କି ଏପରି ଏକ ଜୀବ ରହିଛି ଯାହା ପାଖରେ ମସ୍ତିଷ୍କ ନାହିଁ । କିନ୍ତୁ ଏହି ଜୀବ ମଧ୍ୟରେ ଶିଖିବାର ଦକ୍ଷତା ପ୍ରଥମେ…

ଫୋନରେ କାହିଁକି ବାମପଟେ ରୁହେ କ୍ୟାମେରା ? ଆସନ୍ତୁ ଜାଣିବା ଏହାର କ’ଣ ରହିଛି କାରଣ

ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ପ୍ରାୟ ୯୫% ଲୋକ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । ଆପଣ ଦେଖିଥିବେ ଅଧିକାଂଶ ସ୍ମାର୍ଟ ଫୋନରେ ବାମପଟରେ କ୍ୟାମେରା ରୁହେ । ଏହାକୁ ଦେଖି ଅନେକଙ୍କ ମନରେ ନିଶ୍ଚୟ ପ୍ରଶ୍ନଟେ…

ଧିରେ ଧିରେ ମଉଳିଯାଉଛି ‘ବିକ୍ରମ-ପ୍ରଜ୍ଞାନ’ର ଉଠିବା ଆଶା: ଅଧା ରହିବ କି ‘ମୁନ୍ ମିଶନ୍’?

ନୂଆଦିଲ୍ଲୀ: ଚନ୍ଦ୍ରଦିବସ ଶେଷ ହୋଇ ସାରିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଉଠିନାହିଁ ଭାରତର ଚନ୍ଦ୍ରଯାନର ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ । ଶତଚେଷ୍ଟା ପରେ ବିକ୍ରମ ପାଖରୁ କୌଣସି ପ୍ରତିକ୍ରିୟା ପାଇବାରେ ସମର୍ଥ…

ISRO ଲଞ୍ଚ କରିବ ‘Bikini’ ମିଶନ: ଭାରତ ପୁଣି ରଚିବ ନୂଆ ଇତିହାସ

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-’ ଲଞ୍ଚ କରି ଭାରତ ଇତିହାସ ରଚିଥିବା ବେଳେ ଆଗକୁ ପୁଣି ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଇସ୍ରୋ) ଆସନ୍ତା ବର୍ଷ ‘ବିକିନୀ’ ସ୍ପେସକ୍ରାଫ୍ଟ ଲଞ୍ଚ…

୧୫୦ ବର୍ଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁସ୍ଥ ଜୀବନ ଜୀଇଁ ପାରିବ ମଣିଷ, ବୈଜ୍ଞାନିକ କହିଲେ ଏହା କେମିତି ସମ୍ଭବ

ନୂଆଦିଲ୍ଲୀ: ଉନବିଂଶ ଶତାବ୍ଦୀ ପର ଠାରୁ ବିଜ୍ଞାନ ଜଗତରେ ବହୁ ମହାନ୍ ଉପଲବ୍ଧି ହାସଲ ହେବା ସହ ମାନବ ଆୟୁରେ ମଧ୍ୟ ବୃଦ୍ଧି ଘଟିଛି । ଆଧୁନିକ ଚିକିତ୍ସା ସେବା ଓ ବିଭିନ୍ନ ଟୀକାର ବିକାଶ ମାନବ ସମାଜକୁ ବିଭିନ୍ନ ରୋଗରୁ…

ଅଧିକ ସମୟ ଫୋନ ଧରୁଥିଲେ କରନ୍ତୁ ଏହି ସେଟିଂ, ବଦଳିଯିବ ଅଭ୍ୟାସ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମସ୍ତଙ୍କ ପାଇଁ ମୋବାଇଲ ଫୋନ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ଯେ ଏହା ଉପରେ ଆମେ ସମ୍ପୁର୍ଣ୍ଣ ନିର୍ଭର କରିବା ଆରମ୍ଭ କରିଦେଲେଣି। ସବୁବେଳେ ଫୋନ୍ ଚଲାଇ ବହୁ ସମୟ ନଷ୍ଟ କରୁଛନ୍ତି…