fbpx
Browsing Category

ଜ୍ଞାନ ବିଜ୍ଞାନ

ସୂର୍ଯ୍ୟ ନା ଜଳ? ସୌର ମଣ୍ଡଳରେ ପ୍ରଥମେ କହାର ହୋଇଥିଲା ଉତ୍ପତ୍ତି? ଜାଣନ୍ତୁ ଉତ୍ତର

ଅନେକ ସମୟରେ ଆମ ମୁଣ୍ଡକୁ ବିଭିନ୍ନ ପ୍ରଶ୍ନ ଆସେ, ଯାହାର ସଠିକ ଉତ୍ତର ମିଳିପାରେ ନାହିଁ । ସେହିପରି ସୌରଜଗତକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ରହିଛି । ପୃଥିବୀ, ଜଳ, ବାୟୁ, ସୂର୍ଯ୍ୟର ସୃଷ୍ଟି କିପରି ହୋଇଥିଲା? କିଏ…

ମଣିଷଙ୍କ ପରି ନିଜଭିତରେ କଥାବାର୍ତ୍ତା ହୋଇଥାଆନ୍ତି ଛତୁ

ଓଡ଼ିଶା ଭାସ୍କର: ମଣିଷମାନଙ୍କ ପରି ଗଛଲତା ମଧ୍ୟ ଜୀବନ୍ତ । ଏହି କଥା ଆମେ ଆଗରୁ ଜାଣିଛୁ । କିନ୍ତୁ ଏକଥା ବହୁ କମ ଲୋକ ଜାଣିଥିବେ ଆମେମାନେ ଯେଉଁଭଳି କଥାବାର୍ତର୍ା କରୁ ଠିକ ସେହିପରି ସେମାନେ ମଧ୍ୟ କଥାବାର୍ତ୍ତା…

୨୦୫୦ ପୂର୍ବରୁ ବିକଶିତ ଦେଶଗୁଡ଼ିକୁ ‘କାର୍ବନ ମୁକ୍ତ’ କରିବାକୁ ପ୍ରୋତ୍ସାହିତ କରିବ ଭାରତ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ୨୦୫୦ ସୁଦ୍ଧା ବିକଶିତ ଦେଶଗୁଡ଼ିକୁ କାର୍ବନ ମୁକ୍ତ ହେବା ପାଇଁ ପ୍ରୋତ୍ସାହିତ କରିବାକୁ ଚାହୁଁଛି ଭାରତ । ଆବଶ୍ୟକତା ପାଇଁ ଜୀବାଶ୍ମ ଇନ୍ଧନ ବ୍ୟବହାର କରିବାକୁ ଅଧିକ ସମୟ ଦେବ ବୋଲି…

WhatsAppରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ! ନଚେତ ସବୁ ବେଳେ ହୋଇଯିବ ବ୍ୟାନ

ନୂଆଦିଲ୍ଲୀ : WhatsApp ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଅଟେ । ହ୍ୱାଟସଅପ କମ୍ପାନୀ ନିକଟରେ ଏକ ଗୋପନୀୟତା ଏବଂ ସୁରକ୍ଷା ନୀତିରେ ପରିବର୍ତ୍ତନ ଆଣିଛି । ଏହି ପରିବର୍ତ୍ତନ ଗୁଡିକ…

PhonePe ରେ ବାଲାନ୍ସ ଚେକ୍ ହେଉନି କି? ତାହେଲେ ଏପରି କରି ସମସ୍ୟା ସମାଧାନ କରନ୍ତୁ…

ଓଡିଶା ଭାସ୍କର: ଆଜି କାଲି ନୋ କ୍ୟାସ ପେମେଣ୍ଟ ବା ଅନଲାଇନ ପେମେଣ୍ଟ ବହୁଳ ମାତ୍ରାରେ ଚାଲିଛି । ଗ୍ରାହକମାନେ ସାମାନ୍ୟ ଚା' କିଣିବା ଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କାର ଲେଣଦେଣ ୟୁପିଆଇ(ଫୋନ ପେ, ଗୁଗଲ ପେ,ଆମାଜନ…

Refrigerator Alert: ଜୀବନ ନେଇପାରେ ଏହି ଭୁଲ! ବମ ପରି ଫାଟିଯିବ ଫ୍ରିଜ

ରେଫ୍ରିଜରେଟର ପ୍ରାୟ ପ୍ରତ୍ୟେକ ଘରେ ବ୍ୟବହୃତ ହୁଏ, ରେଫ୍ରିଜରେଟର, ଟିଭି ଏବଂ ୱାଶିଂ ମେସିନ୍ ଏପରି କିଛି ଇଲେକ୍ଟ୍ରୋନିକ୍ ଉତ୍ପାଦ ଯାହାକି ବର୍ଷ ବର୍ଷ ଧରି ଚାଲିଥାଏ। କିନ୍ତୁ ଯଦି ଏହି ବୈଦ୍ୟୁତିକ ଉପକରଣଗୁଡ଼ିକର…

ପ୍ରକୃତିର ଅଜବ ଦୃଶ୍ୟ! ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ: ବିଶ୍ୱାସ ନ ହେଲେ ବି ସତ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଜ୍ଞାପ ଏକଂ ଜ୍ଞାନ କୌଶଳ ସଫଳତାର ଶିଖର ଛୁଇଁଛି । ଅତି ସହଜରେ ବୁଦ୍ଧି ଏବଂ ମେସିନର ସହାୟତାରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ବୈଜ୍ଞାନିକ । ଚନ୍ଦ୍ରଯାନ-୩ର ସଫଳ…

ମାଳିକା ହେଲା ସତ! ପୃଥିବୀରୁ ଏହି ତାରିଖରେ ଲୋପ ପାଇବ ମଣିଷଜାତି: ଧ୍ୱଂସ ହେବ ପୃଥିବୀ

ନୂଆଦିଲ୍ଲୀ: ଡାଇନାସୋର ଭଳି ପୃଥିବୀରୁ ଲୋପ ପାଇଯିବ ମଣିଷ । ଯାହାକୁ ନେଇ ବୈଜ୍ଞାନିକମାନେ ତାରିଖ ବି ଆକଳନ କରିସାରିଛନ୍ତି । ପୃଥିବୀ ପୃଷ୍ଠରୁ ମଣିଷ ଲୋପ ପାଇଯିବା ନେଇ ବୈଜ୍ଞାନିକମାନଙ୍କ ମଧ୍ୟରେ ଚର୍ଚ୍ଚା ଯୋର…

ସରିନି ଭାରତର ‘Moon Mission’ : ଚନ୍ଦ୍ରଯାନ-୪,୫,୬କୁ ନେଇ ବଡ଼ ଅପଡେଟ ଦେଲା ଇସ୍ରୋ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ଭାରତର ଆତ୍ମବିଶ୍ୱାସକୁ ଦୃଢୀଭୂତ କରିଛି । ମହାକାଶ ଏବଂ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଏକ ବିରାଟ ମାଇଲ ଷ୍ଟୋନ୍ ସୃଷ୍ଟି କରିଛି ଭାରତ । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପାଦ…

‘ମହାଦାନବ’ ତାରାରେ ଭରିଯାଇଛି ଆକାଶଗଙ୍ଗା: ହବଲ ଟେଲିସ୍କୋପରୁ ଫଟୋ ସେୟାର କଲା ନାସା

ନୂଆଦିଲ୍ଲୀ: ନାସା ହବଲ ଟେଲିସ୍କୋପରେ ନିଆଯାଇଥିବା ଆକାଶଗଙ୍ଗାର ଏକ ନୂଆ ଫଟୋ ସେୟାର କରିଛି । ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆକାଶଗଙ୍ଗା ଏଥିରେ ଏକ ସ୍ପାଇରାଲ ବାହୁ ଭଳି ନଜର ଆସିଛି । ଏହାସହିତ ମହାଦାନବ…