Browsing Category
ସ୍ପେସାଲ
୨୦୦ ପ୍ରେତ ଆତ୍ମାଙ୍କ ଘର , ଯାହା ପରିବାରର ୫ଜଣଙ୍କ ଜୀବନରେ ଆଣିଦେଲା ଝଡ
ଆପଣ ଭୁତ ପ୍ରେତ ଆଦିକୁ ବିଶ୍ୱାସ କରନ୍ତି କି ? କହିବାକୁ ଗଲେ ଏହାର ଜବାବ କିଛି ଲୋକଙ୍କ ଠାରୁ ହଁ ଆସିବା ବେଳେ କିଛି ଲୋକଙ୍କ ଉତ୍ତର ନାଁ ହୋଇପାରେ । ହେଲେ ଆମେ ଆପଣଙ୍କୁ ଏମିତି ଏକ ସତ୍ୟ କାହାଣୀ ଉପରେ ଆଲୋଚନା…
Happy Birthday Virat: ୩୪ ବର୍ଷରେ ପାଦ ଥାପିଲେ ରନ ମେସିନ ବିରାଟ କୋହଲି
୧୯୮୮ ମସିହା ନଭେମ୍ବର ୫ ତାରିଖ, ଭାରତର ରାଜଧାନୀ ଦିଲ୍ଲୀରେ ହୋଇଥିଲା କ୍ରିକେଟର ରାଜା । ପ୍ରେମ କୋହଲି ଏବଂ ସରୋଜ କୋହଲିଙ୍କ କୋଳରେ ଜନ୍ମ ନେଇଥିଲେ ଇଣ୍ଡିଆନ କ୍ରିକେଟ ଟିମର ଭବିଷ୍ୟତ । ଗେହ୍ଲାରେ ପରିବାର ଲୋକେ ନାଁ…
ଆରମ୍ଭ ହୋଇଛି ପଞ୍ଚୁକ ବତ୍ର; ୫ ଦନରେ ଏହି ସବୁ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର
ପୁରୀ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ପର୍ବର ଏକ ସତନ୍ତ୍ର ଗୁରୁତ୍ୱ ଏବଂ ମହତ୍ତ୍ୱ ରହିଥାଏ । ଯାହାକି ସେହି ପୂଜା ପର୍ବକୁ ଅନ୍ୟ ପୂଜା ତୁଳନାରେ ଭିନ୍ନ କରିଥାଏ । ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସକୁ ଧର୍ମ ମାସ…
ଭାରତୀୟଙ୍କୁ ହୃଦରୋଗ ହେବାର ଆଶଙ୍କା ଅଧିକ: ଜାଣନ୍ତୁ କାହିଁକି ?
ଭାରତରେ ହୃଦରୋଗ ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ଧାରଣା ଥିଲା, ଧମନୀଗୁଡ଼ିକର ପରିଧି କମ୍ ହେବା ଯୋଗୁଁ ଲୋକେ କୋରୋନାର ଆର୍ଟରୀ ଡିଜିଜ୍ (ଏକ ହୃଦ୍ରୋଗ)ର ଶିକାର ହୁଅନ୍ତି । କିନ୍ତୁ ଏକ ସଦ୍ୟ ଅଧ୍ୟୟନ ଏହାକୁ ଖଣ୍ଡନ…
ଏହି ୫ଟି ଉପାୟକୁ ଅଭ୍ୟାସ କଲେ ଆପଣ ବି କହିପାରିବେ ଇଂରାଜୀ
ଅନେକାଂଶରେ ଦେଖିବାକୁ ମିଳେ ଯେ, ଲୋକେ ଯେତେ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଇଂରାଜୀ କହିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ। ହେଲେ ବିଶେଷଜ୍ଞ ମାନେ କହିଛନ୍ତି ଯେ, ଇଂରାଜୀ କହିବା ଏତେ କଠିନ କାମ ନୁହେଁ। ଏଥି…
ଗ୍ୟାସ୍ ସମସ୍ୟା ଦୂର କରିବା ସହ ସୌନ୍ଦର୍ଯ୍ୟ ବଢାଇଥାଏ ପାଣି ସିଙ୍ଗଡ଼ା
ପାଣି ସିଙ୍ଗଡା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଥଣ୍ଡା ଦିନରେ ମିଳୁଥିବା ଏହି ଫଳ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର ଅଟାକୁ ଲୋକମାନେ ବ୍ରତ ଉପବାସରେ ବ୍ୟବହାର କରନ୍ତି । ଏହାକୁ ଖାଇବାର ଅନେକ ସ୍ୱାସ୍ଥ୍ୟ ଉପକାର…
ଏହି ରାଶିମାନଙ୍କ ଉପରେ ରହିବ ଶନିଙ୍କ କୋପ; ରୁହନ୍ତୁ ସତର୍କ, ଏହି ଉପାୟରେ ପାଆନ୍ତୁ ମୁକ୍ତି
ହିନ୍ଦୁ ଧର୍ମରେ ସୂର୍ଯ୍ୟ ପୁତ୍ର ଶନିଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ । କାରଣ ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ଦେଇଥାନ୍ତି । ଶନିଦେବଙ୍କ କୃପା ବ୍ୟକ୍ତିର ଜୀବନରେ ଅନେକ ସଫଳତା…
ଶୀତଦିନେ ଫୁଲକୋବି ଖାଇବାର ଅଦ୍ଭୁତ ଫାଇଦା, ଜାଣନ୍ତୁ କ’ଣ
ଫୁଲକୋବି ଖାଇବା ଯେମିତି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଶୀତଦିନେ ଫୁଲକୋବି ଖାଇବା ନିହାତି ଦରକାର । କାରଣ ଏହା ଖାଇବା ଦ୍ୱାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ । ଆସନ୍ତୁ…
ଶରୀରରେ ଭିଟାମିନ Dର ଅଭାବ ହେଲେ ଦେଖାଯାଏ ଏପରି ଲକ୍ଷଣ, ଆଜିଠୁ ସୁଧୁରି ଯାଆନ୍ତୁ
ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଲୋକମାନଙ୍କ ଖାଇବା ପିଇବାରେ ଠିକ୍ ଠିକଣା ରହୁ ନଥିବାରୁ ଅନେକ ରୋଗ ସୃଷ୍ଟି ହେଉଛି । ଏକ ସୁସ୍ଥ ଶରୀର ପାଇଁ ସମାନ ପରିମାଣର ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ଏ, ବି, ସି ଏବଂ ଡି…
(VIDEO)କ’ଣ ହୋଇଥିଲା ସେବେ; କାହିଁକି ଚାଲିଗଲେ ୮୪ ଗାଁର ପାଖାପାଖି ୬୦୦ ଲୋକେ…
ରାଜସ୍ଥାନ: ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ , ବିଚିତ୍ର ତାର ପରିକଳ୍ପନା । ଯେଉଁଠାରେ ରହିଛି ଅନେକ ରହସ୍ୟମୟୀ ଘଟଣା । ଯାହା ଅଜିବି ଚର୍ଚ୍ଚାରେ ରହିଛି । ତେବେ ଭାରତରେ ମଧ୍ୟ ଏପରି ଅନେକ ସ୍ଥାନ ରହିଛି ଯାହା ବିଷୟରେ…