Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
ମହମ୍ମଦ ଶାମୀଙ୍କୁ ଦିଆଯିବ ଅର୍ଜୁନ ପୁରସ୍କାର! ସରକାରଙ୍କୁ ସୁପାରିଶ କଲା ବିସିସିଆଇ
ନୂଆଦିଲ୍ଲୀ: ଚଳିତ ବର୍ଷର ଦିନିକିଆ ବିଶ୍ୱକପରେ ଭାରତ ଖୁବ ସୁନ୍ଦର ପ୍ରଦର୍ଶନ କରିଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଫାଇନାଲ ମ୍ୟାଚରେ ବିଜୟ ହାସଲ କରିବାରେ ବିଫଳ ହୋଇ ବିଶ୍ୱକପ ହାତଛଡ଼ା କରିଛି ଟିମ ଇଣ୍ଡିଆ । ସମ୍ପୂର୍ଣ୍ଣ…
ଟି-୨୦ରେ ଇତିହାସ ଲେଖିଲେ ଅଧିନାୟକ ସୂର୍ଯ୍ୟକୁମାର: ପଛରେ ପଡ଼ିଲେ ଏମ.ଏସ ଧୋନୀ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ଡିଏଲଏସ ନିୟମ ଅନୁସାରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ୫ ୱିକେଟରେ ବିଜୟ ହାସଲ କରିଛି । ତେବେ ବର୍ଷା ଯୋଗୁଁ ଭାରତୀୟ…
ରକ୍ଷା କରିଦେଲେ ଷ୍ଟାର ଅଲରାଉଣ୍ଡର ରିଙ୍କୁ: ଫେଲ ମାରିଲା ସୂର୍ଯ୍ୟକୁମାରଙ୍କ ଏକ୍ସପେରିମେଣ୍ଟ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ପୁଣିଥରେ ନିଜ ଜଲୱା ଦେଖାଇଛନ୍ତି ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହ । ପ୍ରାରମ୍ଭିକ ଝଟକା ପରେ ଏକ ବିସ୍ଫୋରକ ଇନିଂସ କେଳି ଦଳକୁ ସମ୍ମାନଜନକ ସ୍କୋରରେ…
ଦ୍ୱିତୀୟ ଟି-୨୦ରେ ଅଜବ Playing-11 ବାଛିଲେ ସୂର୍ଯ୍ୟକୁମାର: ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍ ଜିତିଛି ଦକ୍ଷିଣ ଆଫ୍ରିକା । ଯସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ଏଡେନ୍ ମାର୍କରମ । ତେବେ ୩ ଦିନ ଧରି ଭାରତର…
IPL-2024; ୨୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେବେ ଏହି ଖେଳାଳି: ସବୁ ଦଳ କରିବେ ଟାର୍ଗେଟ
ନୂଆଦିଲ୍ଲୀ: IPL-2024 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୧୯ ତାରିଖରେ ଆସନ୍ତା ସିଜନ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଆସନ୍ତା ଆଇପିଏଲ ପାଇଁ ଗତବର୍ଷ ଅପେକ୍ଷା ୫ କୋଟି ଅଧିକ ଟଙ୍କା…
IND vs SA 2nd T20; ଜଏସ୍ୱାଲ ନା ଗାଏକ୍ୱାଡ… କାହାକୁ ଦଳରେ ସାମିଲ କରିବେ ସୂର୍ଯ୍ୟକୁମାର?
ନୂଆଦିଲ୍ଲୀ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ସିରିଜର ପ୍ରଥମ ଟି-୨୦ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଉଭୟ ଦଳ ପାଇଁ ଏହି ମ୍ୟାଚ ଆହୁରି ଗୁରୁତ୍ୱପୂର୍ଣ୍ଣ…
IPL-2024ରୁ କମବ୍ୟାକ କରିବେ ଋଷଭ ପନ୍ତ… ୱିକେଟ କିପର ନହେଲେ ନେବେ ନୂଆ ଅବତାର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତରେ ଆସିଛି ଏକ ବଡ଼ ଖୁସି ଖବର । ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ପୁଣିଥରେ ଦଳକୁ କମବ୍ୟାକ କରିବାକୁ ଯାଉଛନ୍ତି । ଆସନ୍ତା ଆଇପିଏଲ-୨୦୨୪ରେ ସେ ପୁଣିଥରେ କ୍ରିକେଟ ମଇଦାନରେ…
IPL-2024 Auction ପାଇଁ କେଉଁ ଦଳ ପାଖରେ କେତେ ଟଙ୍କା ଅଛି? ଦେଖନ୍ତୁ ନିଲାମର ପ୍ରଥମ ଅପଡେଟ୍
ନୂଆଦିଲ୍ଲୀ: IPL-2024 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆସନ୍ତା ସପ୍ତାହରେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ସମସ୍ତ ଦଳ ପାଖରେ ମୋଟ ୭୭ ଜଣ ଖେଳାଳିଙ୍କ ପାଇଁ ସ୍ଥାନ ବାକି…
ଘୋଷଣା ହେଲା IPL-2024 Auction ର ସମ୍ପୂର୍ଣ୍ଣ ତାଲିକା: ୩୩୩ ଖେଳାଳି ହେବେ ନିଲାମ
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆସନ୍ତା ସପ୍ତାହରେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ସମସ୍ତ ଦଳ ପାଖରେ ମୋଟ ୭୭ ଜଣ ଖେଳାଳିଙ୍କ ପାଇଁ ସ୍ଥାନ…
(Video) ଦେଶ ବିରୋଧରେ ଗଲେ ପାକିସ୍ତାନୀ ଖେଳାଳି! ଭାରତ ବିପକ୍ଷରେ ଗୋଡ଼ରେ ଧରିଲେ ଅସମ୍ଭବ କ୍ୟାଚ୍
ନୂଆଦିଲ୍ଲୀ: କ୍ରିକେଟରେ ଖରାପ ଫିଲ୍ଡିଂ ପାଇଁ ବାରମ୍ବାର ଟ୍ରୋଲ ହୋଇଛନ୍ତି ପାକିସ୍ତାନର ଅନେ ଖେଳାଳି । ଏଭଳି ଅନେକ ଘଟଣାର ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଖରାପ ଫିଲ୍ଡିଂକୁ ନେଇ କ୍ରିକେଟପ୍ରେମୀ…