Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

(Video) ବାଂଲାଦେଶ ବିପକ୍ଷରେ ଜାଡେଜାଙ୍କ ‘Triple Century’… ଟେଷ୍ଟ କ୍ରିକେଟରେ ନୂଆ କାରନାମା

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଦମଦାର ବୋଲିଂ କରିଛି ଟିମ ଇଣ୍ଡିଆ । ୧୦୭-୩ରୁ ଖେଳା ଆରମ୍ଭ କରିଥିବା ବାଂଲାଦେଶ ମାତ୍ର ୨୩୩ ରନରେ ଅଲଆଉଟ ହୋଇଯାଇଛି । ଏହାର ଜବାବରେ ଟିମ ଇଣ୍ଡିଆ…

ଶାକିବ Out, ମିରାଜ In… ଭାରତ ବିପକ୍ଷ ସିରିଜରେ ନାହାନ୍ତି ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା ହୋଇଯାଇଛି । ଏହି ଦଳରୁ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ୍ ହାସନଙ୍କ ନାମ ବାଦ୍ ପଡ଼ିଛି । ଭାରତ ବିପକ୍ଷ ଏହି ସିରିଜ ପାଇଁ ନଜମୁଲ ହୁସେନ…

IPL ଇତିହାସରେ ପ୍ରଥମ… କ୍ରିକେଟରଙ୍କ ଉପରେ ଲାଗିବ Ban: ମ୍ୟାଚ୍ ନ ଖେଳିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ରିଟେନସନ୍ ପଲିସି ଜାରି କରିସାରିଛି ବିସିସିଆଇ । ଆଗାମୀ ସିଜନ ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜିକୁ ୬ ଖେଳାଳିଙ୍କୁ ରିଟେନ୍ ପାଇଁ ଅନୁମତି ଦେଇଛି ବିସିସିଆଇ । ଚେନ୍ନାଇ ସୁପର କିଙ୍ଗସ…

IPL-2025 ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜିକୁ ମିଳିଲା ଏତିକି ଟଙ୍କା: Player Retention ପାଇଁ କେମିତି କରିବେ ଖର୍ଚ୍ଚ?

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ମେଗା ଅକ୍ସନ ପୂର୍ବରୁ ରିଟେନସନ ପଲିସି ଜାରି କରିଛି ବିସିସିଆଇ । ଏହି ନିୟମ ଜରିଆରେ ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଫ୍ରାଞ୍ଚଇଜି ମୋଟ ୬ ଜଣ ଖେଳାଳିଙ୍କୁ ରିଟେନ୍ କରିପାରିବେ । ଏହାସହିତ…

IPL-2025କୁ ନେଇ ଖୁସି ଖବର, ଖେଳିବେ M.S Dhoni! ରିଟେନସନ୍ ନିୟମରେ ସଂକେତ ଦେଲା BCCI

ନୂଆଦିଲ୍ଲୀ: ଆଇପିଏଲ-୨୦୨୫କୁ ନେଇ ବଡ଼ ଅପଡେଟ ଦେଇଛି ବିସିସିଆଇ । ମେଗା ଅକ୍ସନ ପୂର୍ବରୁ ରିଟେନସନ୍ ପଲିସିକୁ ନେଇ ସ୍ପଷ୍ଟ କରିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଦୀର୍ଘ ଦିନରୁ ଆଇପିଏଲ-୨୦୨୫ ପାଇଁ ରିଟେନସନ ପଲିସିକୁ…

କ୍ରିକେଟର ଯୁବରାଜ ସିଂହଙ୍କ ପ୍ରେମ କାହାଣୀ, ପ୍ରେମିକାଙ୍କ ପାଇଁ କିଛି ବି କରିବାକୁ ଥିଲେ ତୟାର

ଓଡିଶା ଭାସ୍କର: କ୍ରିକେଟ ଗ୍ରାଉଣ୍ଡରେ ବିରୋଧୀ ଦଳକୁ ଘାଇଲା କରୁଥିବା ଗ୍ରେଟ କ୍ରିକେଟରଙ୍କ ଜୀବନର ଏମିତି ଗୋଟିଏ ଦିଗ ସମ୍ପର୍କରେ ଆମେ କହିବୁ, ଯାହା ଆପଣଙ୍କ ମଧ୍ୟରୁ ଅନେକଙ୍କୁ ଜଣାନଥିବ । ଏହି କ୍ରିକେଟର ସେମିତି…

ଘୋଷଣା ହେଲା ବାଂଲା ବିପକ୍ଷ ‘ସୂର୍ଯ୍ୟ ବାହିନୀ’: T-20 ସିରିଜରେ ଡେବ୍ୟୁ କରିବେ ଷ୍ଟାର ବୋଲର ମୟଙ୍କ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିଛି ଟିମ ଇଣ୍ଡିଆ । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ବାଂଲାଦେଶକୁ ଭେଟିବ ଭାରତୀୟ ଦଳ । ଏହି ଦଳରେ ଟିମ ଇଣ୍ଡିଆର ଅନେକ ବରିଷ୍ଠ…

IPL-2025ରେ ବଢିବ ଭାରତୀୟ ଖେଳାଳିଙ୍କ ସାଲାରୀ: ମେଗା ଅକ୍ସନ ପୂର୍ବରୁ ଘୋଷଣା କଲେ ଜୟ ଶାହ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏଥିପାଇଁ ହେବାକୁ ଥିବା ମେଗା ଅକ୍ସନ ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଆସନ୍ତା ସିଜନରେ ଆଇପିଏଲ କେଳୁଥିବା ସମସ୍ତ…

CSK ଦଳ ଛାଡ଼ିଲେ ଧୋନୀଙ୍କ ଧୁରନ୍ଧର: ଗମ୍ଭୀରଙ୍କ ସ୍ଥାନରେ ସାମିଲ ହେଲେ DJ Bravo

ନୂଆଦିଲ୍ଲୀ: IPL-2025 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ଏକ ଶକ୍ତ ଝଟକା । ପୂର୍ବତନ ଆଇପିଏଲ ଚମ୍ପିଆନ୍ ଟିମ୍ ଚେନ୍ନାଇ ସୁପର କିଙ୍ଗସରୁ ବିଦାୟ ନେଇଛନ୍ତି ଧୋନୀଙ୍କ ଧୁରନ୍ଧର । ଆଇପିଏଲର ନୂଆ ସିଜନ ପୂର୍ବରୁ…

Team Indiaରୁ ବାଦ୍ ପଡ଼ିବେ ଋଷଭ-ବୁମରାହ! ‘ସୂର୍ଯ୍ୟ’ ସେନାରେ ସାମିଲ ହେବେ ଏହି ଖେଳାଳି

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ । ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ଟେଷ୍ଟ ସିରିଜ ପରେ…