Browsing Category

ଅଲିମ୍ପିକ୍

ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ବିଶ୍ୱ ଦେଖିଲା ଆଶ୍ଚର୍ଯ୍ୟଜନକ ଟେକ୍ନୋଲୋଜି; ପକ୍ଷାଘାତ ସତ୍ତ୍ୱେ ମଶାଲ ଧରି ବୁଲିଲେ ଆଥଲେଟ୍, ଜାଣନ୍ତୁ କେମିତି?

ନୂଆଦିଲ୍ଲୀ: ପ୍ୟାରିସରେ ଆରମ୍ଭ ହୋଇଛି ଅଲିମ୍ପିକ୍ସ-୨୦୨୪ । ଜୁଲାଇ ୨୬ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ଉଦଘାଟନ ପୂର୍ବରୁ ଅନେକ ଖେଳାଳି ପ୍ୟାରିସର ରାସ୍ତାରେ ମଶାଲ ଧରି ଦୌଡୁଥିବା ଦେଖିବାକୁ…

Paris Olympics 2024: ପଦକ ବିଜେତାଙ୍କୁ ମିଳୁଛି Eiffel Tower ଲୁହା, ଜାଣନ୍ତୁ ପ୍ୟାରିସ ଅଲମ୍ପିକ୍ସର ସତ୍ୟତା

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସରେ ଯେଉଁ ଖେଳାଳି ପଦକ ଜିତିବ, ସେ ଇତିହାସର ଏକ ସ୍ୱତନ୍ତ୍ର ଅଂଶ ମଧ୍ୟ ହୋଇଯିବ । ଯେମିତିକି ଭାରତର ସୁନ୍ଦରୀ ସୁଟର ମନୁ ଭାକର ୧୦ ମିଟର ଏୟାର ପିଷ୍ଟଲରେ କାଂସ୍ୟ ଜିତିଛନ୍ତି ।…

ଅଲମ୍ପିକ୍ସରେ ଭାରତକୁ ଆଜି ମିଳିପାରେ ୩ ସ୍ୱର୍ଣ୍ଣ, ଜାଣନ୍ତୁ ଆଜିର ପୂରା ଦିନର ଖେଳସୂଚୀ

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସରେ ଗତକାଲି ଭାରତକୁ ତାହାର ପ୍ରଥମ ପଦକ ମିଳିସାରିଛି । ମହିଳା ସୁଟର ଏହି ପଦକ ଭାରତ ପାଇଁ ଜିତିଛନ୍ତି । ଯାହା କାଂସ୍ୟ ଭାବରେ ଆସିଛି । ଏହିକ୍ରମରେ ଭାରତକୁ ଆଜି ଗୋଟିଏ କିମ୍ବା ୨…

ଭଗବତ ଗୀତା ସାଜିଲା ମନୁଙ୍କ ସଫଳତା, ଅଲମ୍ପିକ୍ସ କାଂସ୍ୟ ଜିତିବାରେ କେମିତି କରିଥିଲା ସାହାଯ୍ୟ, ପଢନ୍ତୁ ଏ ରିପୋର୍ଟ

ଓଡିଶା ଭାସ୍କର: ଭାରତର ସୁନା ଝିଅ ଆଜି ପ୍ୟାରିସ ଅଲମ୍ପିକ୍ସରେ କାଂସ୍ୟ ଜିତିଛନ୍ତି । ୧୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ତାହାସହ ପ୍ରଥମ ମହିଳା ବନ୍ଧୁକଚାଳକ ବା ସୁଟର ଭାବରେ ଅଲମ୍ପିକ୍ସରେ ସେ କାଂସ୍ୟ ଜିତି ସାରା…

ଅଲିମ୍ପିକ୍ସ-୨୦୨୪: ଇତିହାସ ରଚିଲେ ବଲରାଜ୍, ରୋଇଂ ଜଗତରେ M.S Dhoni…

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ନିଜ ଜଲୱା ଦେଖାଇବା ଆରମ୍ଭ କରିଛନ୍ତି ଭାରତର ଆଥଲେଟ୍ । ବିଭିନ୍ନ କ୍ରୀଡ଼ାରେ ଭାରତ ପାଇଁ ଗୌରବ ଆଣିବାକୁ ଚାଲିଛି ମହାଯୁଦ୍ଧ । ତେବେ ଏହାଭିତରେ ସବୁଠାରୁ ଅଧିକ ଚର୍ଚ୍ଚାକୁ…

ମନୁ ଦେଲେ ଭାରତକୁ ପ୍ରଥମ ପଦକ, ସୁଟିଂରେ ଜିତିଲେ କାଂସ୍ୟ, ଅଲମ୍ପିକ୍ସରେ ପଦକ ଜିତିବାରେ ପ୍ରଥମ ମହିଳା ସୁଟର, ଏବେ ଅର୍ଜୁନଙ୍କଠୁ ବଡ ଆଶା

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଜି ତାହାର ବହୁପ୍ରତୀକ୍ଷିତ ପ୍ରଥମ ପଦକ ମିଳିଛି । ଷ୍ଟାର ମହିଳା ସୁଟର ମନୁ ଭାକରଙ୍କଠୁ ଭାରତ ସ୍ୱର୍ଣ୍ଣପଦକର ଆଶା ରଖିଥିଲା । ମାତ୍ର ଟିମ୍ ଇଣ୍ଡିଆର ଏହି ସୁଟର ଏବେ…

ଡୋପିଂ ଟେଷ୍ଟରେ ସଜାଦ୍ ଫେଲ୍: ପ୍ରଥମ ଆଥଲେଟ ଭାବେ ଅଲିମ୍ପିକ୍ସରୁ ବାଦ୍ ପଡ଼ିଲେ ଜୁଡୋ ପ୍ଲେୟର

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ମଞ୍ଚ । ଏଥିପାଇଁ ସମସ୍ତ ଦେଶ ଏବଂ ବିବିଭନ୍ନ କ୍ରୀଡ଼ାର ଖେଳାଳି ରଣନୀତି ପ୍ରସ୍ତୁତି କରୁଛନ୍ତି । ଏହାଭିତରେ ଇରାକର ଷ୍ଟାର ଜୁଡୋ ଖେଳାଳି ସଜାଦ୍ ସେହେନଙ୍କୁ…

ପ୍ୟାରିସ ଅଲିମ୍ପିକ୍ସ, Day-1 ଶିଡ୍ୟୁଲ: ଶୁଟିଂରେ ପଦକ ଜିତି ବିଜୟ ଯାତ୍ରା ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଆଜିଠାରୁ ଭାରତ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହି ଅଲିମ୍ପିକ୍ସରେ ଭାରତ ପକ୍ଷରୁ ମୋଟ ୧୧୨ ଜଣ ଆଥଲେଟ ୧୬ଟି କ୍ରୀଡ଼ାରେ ୬୯ଟି ମେଡାଲ ଇଭେଣ୍ଟରେ ଅଂଶଗ୍ରହଣ କରିବେ ।…

Paris Olympics 2024: ଅଲମ୍ପିକ୍ସ ସମୟରେ ମଦ ପିଇ ପାରିବେ ଖେଳାଳି! ଏମିତି ରହିଛି ନିୟମ

ଓଡିଶା ଭାସ୍କର: ଆଜିଠୁ ଅଫିସିଆଲି ପ୍ୟାରିସ ଅଲମ୍ପିକ୍ସ ୨୦୨୪ ମହାକୁମ୍ଭର ଆରମ୍ଭ ହେବ । ସାରାବିଶ୍ୱରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଖେଳାଳି ଏଥିରେ ଭାଗ ନେବେ । ଭାରତରୁ ପ୍ରାୟ ୧୧୭ ଜଣ ଖେଳାଳି ଏଥିରେ ନିଜର…