fbpx
Browsing Category

ଖେଳ

ଆଜି ମ୍ୟାଚରେ ଯଦି ପୁଣି ବର୍ଷା ହୁଏ, DLS ନିୟମରେ କିଏ ବିଜେତା ହେବ

ନୂଆଦିଲ୍ଲୀ: ଏସିଆ କପର ସୁପର-୪ରେ ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା କ୍ରମାଗତ ଭାବେ ବାଧକ ସାଜୁଛି । ଗତକାଲି ଭାରତ ୨୪.୧ ଓଭରରେ ଦୁଇଟି ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା କାରଣରୁ ମ୍ୟାଚ ଅଧାରୁ…

ପୂର୍ବତନ ପାକିସ୍ତାନୀ କ୍ରିକେଟର ଲତିଫଙ୍କୁ ୧୨ ବର୍ଷ ଜେଲଦଣ୍ଡ: କୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଖବର । ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟରଙ୍କୁ ଜେଲଦଣ୍ଡାଦେଶ ହୋଇଛି । ଅନ୍ତର୍ଜାତୀୟ କ୍ରିକେଟରେ ଏହି କ୍ରିକେଟର ଜଣଙ୍କ ଦିନିକିଆ ଓ ଟି-୨୦ ମ୍ୟାଚ ଖେଳିଥିଲେ । ଜଣେ…

ୱାନଡେ’ରେ ଇତିହାସ ରଚିଛନ୍ତି ବିରାଟ କୋହଲି: ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ସୃଷ୍ଟି କଲେ ୱାଲ୍ଡ ରେକର୍ଡ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ମ୍ୟାଚ ସମୟରେ ଇତିହାସ ରଚିଛନ୍ତି ବିରାଟ କୋହଲି । ସେ ନିଜ ନାଁରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍ ରେ ୩ ନମ୍ବରରେ ବ୍ୟାଟିଂ କରୁଥିବା କୋହଲି ୧୪…

ବିରାଟ-ରାହୁଲଙ୍କ ଶତକ: ଛକା ଓ ଚୌକା ବର୍ଷାରେ ପାକିସ୍ତାନର ନିଦ ହଜିଗଲା, ଟାର୍ଗେଟ ୩୫୭ ରନ୍

ନୂଆଦିଲ୍ଲୀ: ଏସିଆ କପର ସୁପର-୪ରେ ଭାରତ-ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୦ରେ ହୋଇଥିବା ମ୍ୟାଚ ବର୍ଷା କାରଣରୁ ସ୍ଥଗିତ ରହିଥିଲା । ଭାରତ ୨୪.୧ ଓଭରରେ ଦୁଇଟି ୱିକେଟ ହରାଇ ୧୪୭ ରନ ରନ ସଂଗ୍ରହ କରିଥିଲା । ଆଜି…

ଜସପ୍ରୀତ୍ ବୁମ୍ରାଙ୍କୁ ସରପ୍ରାଇଜ୍ କଲେ ଶାହିନ ଆଫ୍ରିଦି: କହିଲେ-କୁନି ଶେହଜାଦାଙ୍କ ପାଇଁ ଏହି ଉପହାର, ସମସ୍ତ କ୍ରିକେଟ୍ ଜଗତ କରୁଛି ପ୍ରଶଂସା

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ୍‌ରେ ବର୍ଷା ଲଗାତାର ବାଧକ ସାଜୁଛି । ସମ୍ପୁର୍ଣ୍ଣ ଟୁର୍ଣ୍ଣାାମେଣ୍ଟରେ ଶ୍ରୀଲଙ୍କା ରାଜଧାନୀରେ ବର୍ଷା ପୁର୍ବାନୁମାନ କରାଯାଇଛି । ଲଗାତାର ବର୍ଷା ହେତୁ ରବିବାର…

ଆଜି ରିଜର୍ଭ ଡେ’ରେ ବି ବାତିଲ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ: କ’ଣ କହୁଛି ପାଣିପାଗ?

ନୂଆଦିଲ୍ଲୀ: ଏସିଆ କପ୍ -୨୦୨୩ର ସୁପର-୪ ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚ ଉପରେ କଳାବାଦଲ ଢାଙ୍କି ହୋଇ ରହିଛି । ପ୍ରଥମ ଦିନ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥିବା ବେଳେ ଏହାକୁ ରିଜର୍ଭ ଡେ'ରେ ଖେଳାଯିବାର ନିଷ୍ପତ୍ତି…

ଦଳକୁ ଫେରିଲେ ବିଶ୍ୱବିଜେତା ଅଧିନାୟକ: ଦିନିକିଆ ବିଶ୍ୱକପ ଦଳରେ ଅଚାନକ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରୁ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ ଅଧିକାଂଶ ଦେଶ ନିଜ ବିଶ୍ୱକପ ଦଳ ଘୋଷଣା କରିସାରିଛନ୍ତି । ତେବେ ବର୍ତ୍ତମାନ ଏହି ବିଶ୍ୱକପ ଦଳରେ କମବ୍ୟାକ…

US Open 2023: ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଲେ ନୋଭାକ୍ ଜୋକୋଭିକ୍, ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ କଲେ ପରାସ୍ତ

ନୂଆଦିଲ୍ଲୀ: ନୋଭାକ ଜୋକୋଭିଚ୍ ରବିବାର ଡାନିଏଲ ମେଡଭେଡ୍‌ଙ୍କୁ ସିଧା ସେଟ୍‌ରେ ହରାଇ ନିଜର ଚତୁର୍ଥ ୟୁଏସ୍ ଓପନ ଏବଂ ରେକର୍ଡ ୨୪ ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ନିଜ ନାମରେ କରିଛନ୍ତି । ଏହା ସହିତ ନୋଭାକ ଦୁଇ ବର୍ଷ ତଳେ…

Asia Cup ଫାଇନାଲରୁ ବାଦ୍ ପଡ଼ିପାରେ ଟିମ ଇଣ୍ଡିଆ: ରିଜର୍ଭ ଡେ’ ମ୍ୟାଚରେ ଭାରତର ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ସୁପର-୪ ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିଛି । ଲଗାତାର ବର୍ଷା ଯୋଗୁଁ ଆଜିର ମ୍ୟାଚ ଅଧାରେ ହିଁ ରୋକିବାକୁ ବାଧ୍ୟ ହୋଇଛନ୍ତି ରେପରୀ । ତେବେ ଏହି ମ୍ୟାଚର ଫଳାଫଳ ପାଇଁ ଆସନ୍ତାକାଲି…

ଆଜି ଖେଳାଯିବନି ଭାରତ-ପାକିସ୍ତାନ ମ୍ୟାଚ! Reserve Day ପାଇଁ କ’ଣ ରହିଛି ନିୟମ?

ନୂଆଦିଲ୍ଲୀ: ସୁପର-୪ ଷ୍ଟେଜର ତୃତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ପାକିସ୍ତାନ । ତେବେ ଏହି ମ୍ୟାଚ ମାତ୍ର ୨୪ ଓଭର ଖେଳାଯାଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଅଧାରେ ଅଟକି ରହିଛି ଏହି…