fbpx
Browsing Category

ଖେଳ

IND vs SL Weather Forecast: ବର୍ଷା ଯୋଗୁଁ ଧୋଇଯିବ କି ଫାଇନାଲ ମ୍ୟାଚ?

କଲମ୍ବୋ: ଆଜି ଏସିଆ କପର ଫାଇନାଲ ମ୍ୟାଚକୁ ନେଇ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ହେବାକୁ ଥିବା ଏହି ଦିନିକିଆ ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ସ୍ଥାନୀୟ ରଣସିଂହ ପ୍ରେମଦାସା ଷ୍ଟାଡିୟମ୍‌ରେ…

ପାକିସ୍ତାନକୁ ଶକ୍ତ ଧକ୍କା : ନସିମ ବିଶ୍ୱକପ୍ ଖେଳିବା ନେଇ ଆଶଙ୍କା

କରାଚୀ: ପାକିସ୍ତାନ କ୍ରିକେଟ ଦଳର ପ୍ରମୁଖ ପେସ୍‌ ବୋଲର ନସିମ ଶାହ ଆଗାମୀ ଦିନିକିଆ କ୍ରିକେଟ ବିଶ୍ୱକପ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ସେ ଚଳିତ ଏସିଆ କପ ଖେଳିବା ଅବସରରେ ଆହତ ହୋଇଛନ୍ତି । ତାଙ୍କ…

ପାଞ୍ଚ ବର୍ଷର ଟ୍ରଫି ମରୁଡ଼ି ଶେଷ କରିବାକୁ ଭାରତ: ଟିମରେ ୫ ଟି ପରିବର୍ତ୍ତନ କରିବେ ହିଟମ୍ୟାନ୍

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଚାଲିଥିବା ଏସିଆ କପ କ୍ରିକେଟ ପ୍ରତିଯୋଗିତାରେ ସଫଳ ହେବା ଭାରତ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି । ଫାଇନାଲରେ ଶ୍ରୀଲଙ୍କା ସହିତ ମୁକାବିଲା କରିବ ଭାରତ । ଗତ ପାଞ୍ଚ ବର୍ଷ ଧରି ଭାରତ ଏସିଆ…

ବିସିସିଆଇ ପକ୍ଷରୁ ଘରୋଇ କ୍ରିକେଟ ପ୍ରତିଯୋଗିତା କାର୍ଯ୍ୟସୂଚୀ ଘୋଷିତ ଜାନୁଆରୀ ୫ରୁ ରଣଜୀ ଟ୍ରଫି ଲିଗ୍ ପର୍ଯ୍ୟାୟ

ନୂଆଦିଲ୍ଲୀ: କରୋନା ଯୋଗୁଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗତ ତିନି ବର୍ଷ ଧରି ପୂର୍ଣ୍ଣାଙ୍ଗ ଘରୋଇ କ୍ରିକେଟ ପ୍ରତିଯୋଗିତା କାର୍ଯ୍ୟସୂଚୀ ଘୋଷଣା କରି ପାରୁ ନ ଥିଲା । ତେବେ ଚଳିତ ବର୍ଷ ସମସ୍ତ ଘରୋଇ…

ଟିମ୍ ଇଣ୍ଡିଆ ସ୍କାଡ୍‌ରେ ହେଲା ବଡ଼ ପରିବର୍ତ୍ତନ, ଆହତ ଶିବମ ମାଭିଙ୍କ ସ୍ଥାନରେ ଏହି ଘାତକ ବୋଲରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଦିନିକିଆ ବିଶ୍ୱକପ୍ ପୁର୍ବରୁ କିଛି ସିନିଅର ଖେଳାଳୀଙ୍କ ଆହତ ସମସ୍ୟା ଦେଇ ଗତି କରୁଛି । ଏଥିସହ ଆହତ କାରଣରୁ ଏସୀୟ ଗେମ୍ସରେ ଅଂଶଗ୍ରହଣ କରୁଥିବା ଜୁନିୟର ଦଳରେ ବଡ଼ ପରିବର୍ତ୍ତନ…

ଭାରତର ପରାଜୟରେ ପାକିସ୍ତାନ ଖୁସି ମନାଉଛି: ଏହା କେତେଦୂର ଠିକ୍?

ନୂଆଦିଲ୍ଲୀ: ଚଳିତ ଏସିଆ କପର ସୁପର-୪ର ଅନ୍ତିମ ମ୍ୟାଚରେ ଭାରତ ସଂଘର୍ଷପୂର୍ଣ୍ଣ ଭାବେ ବାଂଲାଦେଶ ନିକଟରୁ ୬ ରନରେ ପରାସ୍ତ ହୋଇଥିଲା । ଏହି ପରାଜୟ ଟିମ୍ ଇଣ୍ଡିଆର ଫାଇନାଲ ଖେଳିବା କ୍ଷେତ୍ରରେ ଯଦିଓ ପ୍ରଭାବହୀନ ରହିବ,…

ଫାଇନାଲ ପୂର୍ବରୁ ଭାରତକୁ ବଡ଼ ଝଟକା: ଆହତ କାରଣରୁ ବାଦ୍ ପଡ଼ିଲେ ଜଣେ ଖେଳାଳି

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୭ ତାରିଖରେ ଏସିଆ କପର ଫାଇନାଲ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ ହେବେ । ଫାଇନାଲ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ଲେଇଙ୍ଗ-୧୧ ଜୋରଦାର…

ବିଶ୍ୱକପ ପୂର୍ବରୁ ମନ କିଣି ନେଲେ ଶୁଭମନ ଗିଲ: ସାଜିଲେ ଭାରତର ତୃତୀୟ ଶତକବୀର

ନୂଆଦିଲ୍ଲୀ: ଦମଦାର ଫର୍ମକୁ ଫେରି ପାଇବା ପରେ ଭାରତ ପାଇଁ ସଙ୍କଟମୋଚକ ସାଜିଛନ୍ତି ଷ୍ଟାର ଓପନର ଶୁଭମନ ଗିଲ । ଶିଖର ଧୱନଙ୍କ ଅଭାବକୁ ପୂରଣ କରିବାରେ ସଫଳ ହୋଇଛନ୍ତି ଏହି ଷ୍ଟାର ଖେଳାଳି । ଆଜି ବାଂଲାଦେଶ ବିପକ୍ଷ…

ଦିନିକିଆ ବିଶ୍ୱକପରେ କିପରି ରହିବ ଭାରତର ଜର୍ସି? ଲିକ୍ ହେଲା ପ୍ରଥମ ଝଲକ

ନୂଆଦିଲ୍ଲୀ: ବର୍ତ୍ତମାନ ଏସିଆ କପ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାପରେ ଭାରତ ବିଶ୍ୱକପ ପାଇଁ ପାଦ ବଢାଇବ । ଦିନିକିଆରେ ନୂଆ ଜର୍ସି ପାଇବା ପରେ ଭାରତ ଖୁବ ଭଲ ପ୍ରଦର୍ଶନ ଜାରି ରଖିଛି । ତେଣୁ ଏହି ନୂଆ ଜର୍ସିକୁ…

ବାଂଲାଦେଶ ବିପକ୍ଷ ମ୍ୟାଚରେ ‘ଦ୍ୱିଶତକ’ ଅର୍ଜନ କଲେ ଅଧିନାୟକ ରୋହିତ: ସୂର୍ଯ୍ୟକୁମାର-ତିଲକଙ୍କୁ ଶିକ୍ଷା

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ସୁପର-୪ ଷ୍ଟେଜର ଶେଷ ମ୍ୟାଚ ଖେଳୁଛି ଟିମ ଇଣ୍ଡିଆ । ବାଂଲାଦେଶର ୨୬୬ ରନର ଟାର୍ଗେଟର ପିଛା କରି ଭାରତ ୩ ଓଭର ଭିତରେ ହିଁ ୨ଟି ୱିକେଟ ହରାଇ ସାରିଛି । ତେବେ ଏହି ମ୍ୟାଚରେ ତିଲକ…