fbpx
Browsing Category

ଖେଳ

ବିଶ୍ୱକପ୍ ୨୦୨୩ ରେ କିଏ ହେବ ‘ମ୍ୟାନ୍ ଅଫ୍ ଦି ଟୁର୍ନାମେଣ୍ଟ’, ଗୁଗୁଲ୍ AI କହିଲା ୫ ଟି ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ: ଅକ୍ଟୋବର ୫ ରୁ ବିଶ୍ୱକପ୍ ୨୦୨୩ ଆରମ୍ଭ ହେବାକୁ ଯାଉଛି ଏବଂ ସମସ୍ତ ଦେଶ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ନିକଟରେ ଆଇସିସି ବିଶ୍ୱକପ ୨୦୨୩ ର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି । ଆଇସିସି…

ଫିକା ପଡ଼ିଲା ଅଷ୍ଟ୍ରେଲିଆର ବୋଲିଂ: ଘାତକ ବ୍ୟାଟିଂ କରି ୪୦୦ ରନର ଟାର୍ଗେଟ ଦେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଉପରେ ଭାରୀ ପଡ଼ିଛି ଭାରତର ବ୍ୟାଟିଂ ଅର୍ଡର । ଅଷ୍ଟ୍ରେଲିଆର ଖତରନାକ ବୋଲିଂ ବିଭାଗକୁ ଧରାଶାୟୀ କରି ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ…

Asian Games ଫାଇନାଲରେ ପହଞ୍ଚିଲା ଭାରତ: ବଡ଼ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ଆରମ୍ଭର ୨୪ ଘଣ୍ଟା ଭିତରେ ଦୁଇଟି ସ୍ୱର୍ଣ୍ଣ ହାସଲ କରିସାରିଛି ଭାରତ । ବର୍ତ୍ତମାନ ଭାରତୀୟ ମହିଳା କ୍ରିକେଟ ଦଳ ଉପରେ ରହିଛି ସମସ୍ତଙ୍କ ନଜର । ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ…

ଏସିଆନ୍ ଗେମ୍ସ ୨୦୨୩ ପାଇଁ Shillong Chamber Choir ଗାଇଲେ ମନମୋହକ ‘ବନ୍ଦେ ମାତରମ୍’, ଦେଖନ୍ତୁ Video

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୩ ରେ ଡବଲ ରୌପ୍ୟରୁ ମେଡାଲ ଜିତିବା ଆରମ୍ଭ କରିଛି ଭାରତ । ଗୋଟିଏ ପଟେ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତୀୟ ମହିଳା ଟିମ୍ ରୌପ୍ୟ ପଦକ ଜିତିଥିବା ବେଳେ ଅନ୍ୟପଟେ ନୌଚାଳନାରେ ପୁରୁଷ…

ପ୍ରଥମ ଦିନରେ ଭାରତକୁ ମିଳିଲା ୩ ରୌପ୍ୟ ଓ ୨ ବ୍ରୋଞ୍ଜ ମେଡାଲ, ଏବେ ସ୍ୱର୍ଣ୍ଣକୁ ସମସ୍ତଙ୍କର ଅପେକ୍ଷା

ନୂଆଦିଲ୍ଲୀ: ଚୀନ୍‌ର ହାଙ୍ଗଝୋଉରେ ଚାଲିଥିବା ୧୯ ତମ ଏସିଆନ ଗେମ୍ସର ଆଜି ଅର୍ଥାତ୍ ୨୪ ସେପ୍ଟେମ୍ବର ହେଉଛି ପ୍ରଥମ ଦିନ ଓ ପ୍ରଥମ ଦିନରେ ଭାରତ ୫ ଗୋଟି ପଦକ ହାସଲ କରିଛି । ଭାରତର ପଦକ ଖାତା ତ ଖୋଲିଯାଇଛି କିନ୍ତୁ ଏବେ…

ପଡିଆରେ ତୋଫାନ ସୃଷ୍ଟି କରିବେ ଜୁନିୟର ଦ୍ରାବିଡ୍‌, ଏହି ଟିମ୍ ଲାଗି ଖେଳିବାକୁ ହୋଇଛନ୍ତି ମନୋନୀତ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ ଜଣେ ସୁଦକ୍ଷ ବ୍ୟାଟସମ୍ୟାନ ଭାବରେ ପ୍ରତି କ୍ରିକେଟପ୍ରେମୀଙ୍କ ହୃଦୟରେ ଘର କରିଛନ୍ତି । ଦ୍ରାବିଡ ଟେଷ୍ଟ ଓ ୱାନ ଡେ’ରେ କ୍ରିକେଟପ୍ରେମୀଙ୍କୁ ବହୁତ ସ୍ମରଣୀୟ…

କ୍ରିକେଟରେ ଭାରତର ପଦକ ସୁନିଶ୍ଚିତ: ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଇତିହାସ ରଚିଛି ଭାରତ । ସେମିଫାଇନାଲରେ ବାଂଲାଦେଶକୁ ହରାଇ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି । ଏହି ବିଜୟ ଫଳରେ ଭାରତ ତା’ର ପଦକ ସୁନିଶ୍ଚିତ କରିଛି । ଫାଇନାଲରେ ଜିତିଲେ ଭାରତ…

ବାଂଲାଦେଶ ୫୧ ରନରେ ଅଲଆଉଟ୍: ଐତିହାସିକ ପଦକ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ମାଲେଶିଆ ବିପକ୍ଷ କ୍ୱାର୍ଟର ଫାଇନାଲ ବର୍ଷା କାରଣରୁ ବାଧାପ୍ରାପ୍ତ ହେବା ପରେ ଆଜି ଏସିଆନ ଗେମ୍ସରେ ଭାରତ-ବାଂଲାଦେଶ ମଧ୍ୟରେ ହ୍ୱାଙ୍ଗଝୁଠାରେ ସେମିଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ୯ ବର୍ଷ ପରେ ଏସିଆନ…

ଏସିଆନ ଗେମ୍ସ: ଭାରତକୁ ମିଳିଲା ପ୍ରଥମ ପଦକ

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ପଦକ ମିଳିଛି । ଶୁଟିଂରେ ମହିଳା ଟିମକୁ ରୌପ୍ୟ ପଦକ ମିଳିଛି । ୧୦ ମିଟର ଏୟାର ରାଇଫଲ ଟିମ ଇଭେଣ୍ଟରେ ଭାରତ ଏହି ସଫଳତା ହାସଲ କରିଛି । ମେହୁଲି ଘୋଷ, ରମିତା, ଅଶି ଚୋକ୍ସି…

(Video) ମହାନତାର ପ୍ରମାଣ ଦେଲେ ଅଧିନାୟକ: ଆଉଟ୍ ହୋଇଥିବା ବ୍ୟାଟ୍ସମ୍ୟାନ ପୁଣି ଫେରିଲେ କ୍ରିଚକୁ

ନୂଆଦିଲ୍ଲୀ: କ୍ରିକେଟକୁ ଭଦ୍ରଲୋକଙ୍କର ଖେଳ ବୋଲି କୁହାଯାଇଥାଏ । ତେବେ ଅନେକ ସମୟରେ ସ୍ଲେଜିଂ କାରଣରୁ ଦୁଇପକ୍ଷର ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ହେଉଥିବାର ଦେଖାଯାଇଥାଏ । ସେହିପରି ଅନେକ ଖେଳାଳି ପଡ଼ିଆରେ ନିଜର…