fbpx
BJD
BJD SKY
BJD SKY
Browsing Category

ଖେଳ

ଭାରତକୁ ବଡ଼ ଝଟକା: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ୍ ପଡ଼ି ପାରନ୍ତି ଗିଲ୍

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ବହୁପ୍ରତୀକ୍ଷିତ କ୍ରିକେଟ ମହାକୁମ୍ଭ । ଚଳିତ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରିଛି । ଆସନ୍ତା ୮ ତାରିଖରେ ଭାରତର ତା’ର ପ୍ରଥମ…

ରୌପ୍ୟରୁ ଭାରତର ଜୟଯାତ୍ରା ଆରମ୍ଭ: ନେପାଳକୁ ହରାଇ ଫାଇନାଲରେ ମହିଳା କବାଡ଼ି ଟିମ୍

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ତ୍ରୟୋଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା । ଫଳରେ ଭାରତର ମୋଟ…

(Video) ନୂଆ ଲୁକରେ Captain Cool ମାହି: ହେୟାର ଷ୍ଟାଇଲରେ ସାରା ଭାରତକୁ ବନେଇଦେଲେ ଦିୱାନା

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀ, ଭାରତୀୟ କ୍ରିକେଟର ସବୁଠୁ ସଫଳତମ ଅଧିନାୟକ । ତାଙ୍କ ନେତୃତ୍ଵରେ ଭାରତ ୨୦୦୭ରେ ଟି-ଟ୍ଵେଣ୍ଟି ବିଶ୍ଵକପ ସହିତ ୨୦୧୧ରେ ଦିନିକିଆ ବିଶ୍ଵକପ ଏବଂ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଉପରେ…

ରାତି ପାହିଲେ ଭାରତରେ ହେବ ପାକିସ୍ତାନର ମ୍ୟାଚ, କିନ୍ତୁ ତାଙ୍କର ପ୍ରଶଂସକ ଓ ସାମ୍ବାଦିକଙ୍କୁ ମିଳୁନି ଭିଜା

ନୂଆଦିଲ୍ଲୀ: ରାତି ପାହିଲେ ବା ଆସନ୍ତାକାଲି ପାକିସ୍ତାନ ଓ ନେଦରଲ୍ୟାଣ୍ଡ ମଧ୍ୟରେ ହେବ ବିଶ୍ୱକପ ମହାଲଢେଇ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବା ନେଇ ସ୍ଥିର ହୋଇ ରହିଛି।…

ଇଂଲଣ୍ଡ ଉପରେ ଭାରୀ ପଡ଼ିଲା କନୱେ-ରବିନ୍ଦ୍ର ଯୋଡ଼ି: ୪ ବର୍ଷ ପରେ ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ୪ ବର୍ଷରୁ ମଉକା ଅପେକ୍ଷାରେ ରହିଥିଲା ନ୍ୟୁଜିଲାଣ୍ଡ । ୨୦୧୯ ବିଶ୍ୱକପ ଫାଇନାଲରେ ମିଳିଥିବା ପରାଜୟର ପ୍ରତିଶୋଧ ନେବା ପାଇଁ ଖୋଜୁଥିଲା ସୁଯୋଗ । ଆଉ ଆଜି ସୁଯୋଗ ମିଳିବା ମାତ୍ରେ ଏହାକୁ ହାତଛଡ଼ା କରି…

ODI WC-2023 ରେ ପ୍ରଥମ ଶତକ ଅର୍ଜନ କଲେ ଧୋନୀଙ୍କ ସାଥୀ: ଡିଭନ କନୱେ ରଚିଲେ ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଦମଦାର ଶତକ ହାସଲ କରିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ଡିଭନ୍ କନୱେ । ଇଂଲଣ୍ଡର ୨୮୩ ରନ ଲକ୍ଷ୍ୟକୁ ପିଛା କରି କନୱେ ଏହି ଶତକ ହାସଲ କରିଛନ୍ତି । ଏହାସହିତ ଦଳକୁ…

୧୨ ବର୍ଷ ପରେ ଏଥର World Cup ଜିତିବ ଭାରତ! ନୂଆ ଜର୍ସି ଦେଉଛି ପୂର୍ବ ସଂକେତ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇ ଯାଇଛି ଦିନିକିଆ ବିଶ୍ୱକପ ୨୦୨୩ର ମହାସମର । ପ୍ରତ୍ୟେକ ଦଳ ବିଶ୍ୱକପ ହାତେଇବା ପାଇଁ ଚଳାଇଛନ୍ତି କଠିନ ପରିଶ୍ରମ । ତେବେ ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାରୁ ଚଳିତବର୍ଷ…

ବିଶ୍ୱକପର ଉଦଘାଟନୀ ମ୍ୟାଚ ; ନ୍ୟୁଜିଲାଣ୍ଡ ଆଗରେ ୨୮୩ ଅଙ୍କର ରନ ଟାର୍ଗେଟ ରଖିଲା ଇଂଲଣ୍ଡ

ଅହମଦାବାଦ : ଆଜି ଆଇସିସି ଦିନକିଆ ବିଶ୍ୱକପର ଉଦଘାଟନୀ ମ୍ୟାଚ ଅବସରରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରତିଦ୍ୱନ୍ଦୀତା ଜାରି ରହିଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତିଥିବା ବେଳେ ପ୍ରଥମେ ବୋଲିଂ କରିବାକୁ…

ଏସିଆନ୍ ଗେମ୍ସରେ ହାଟ୍ରିକ ସ୍ୱର୍ଣ୍ଣ ଜିତିଲା ଭାରତ: ସ୍କ୍ୱାଶରେ ସୌରଭଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ୧୯ତମ ଏସିଆନ୍ ଗେମ୍ସ ଆଜି ଦ୍ୱାଦଶ ଦିନରେ ପହଞ୍ଚିଛି । ତେବେ ଆଜି ଦିନ ଭାରତ ପାଇଁ ଖୁବ ଭାଗ୍ୟବାନ୍ ସାବ୍ୟସ୍ତ ହୋଇଛି । କାରଣ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ରେକର୍ଡ ସୃଷ୍ଟି କରିଛି । ଗୋଲ୍ଡ…

ବିଶ୍ୱକପର ପ୍ରଥମ ମ୍ୟାଚରୁ ଖେଳାଳି ଆହତ: ୫ ସୁପରଷ୍ଟାର ଖେଳାଳି ଦଳରୁ ବାଦ୍!

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷା ପରେ ଆଜିଠାରୁ ଆରମ୍ଭ ହୋଇଛି ଦିନିକିଆ ବିଶ୍ୱକପ-୨୦୨୩ । ପୂର୍ବ ସିଜନର ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ଚଳିତ ବର୍ଷ ମହାକୁମ୍ଭ ଆରମ୍ଭ ହୋଇଛି । ଚଳିତବର୍ଷର…