Browsing Category
ଖେଳ
ୱେଷ୍ଟଇଣ୍ଡିଜ ପରେ ଜିମ୍ବାୱେର ବିଶ୍ୱକପ ଖେଳିବାର ସ୍ୱପ୍ନ ଭାଙ୍ଗିଲା: ସ୍କଟଲାଣ୍ଡର ଆଶା ବଢ଼ିଲା
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପର କ୍ୱାଲିଫାୟର ୨୦୨୩ର ସୁପରସିକ୍ସ ମୁକାବିଲାରେ ଆଜି ଏକ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହୋଇଥିଲା । ୱେଷ୍ଟଇଣ୍ଡିଜ ପରେ ଜିମ୍ବାୱେର ବିଶ୍ୱକପ ଖେଳିବାର…
ଅଜିତ ଅଗରକର ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ
ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଜିତ ଅଗରକର ଭାରତୀୟ ପୁରୁଷ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି । ଅଗରକର ଭାରତ ପାଇଁ ୨୬ଟି ଟେଷ୍ଟ…
(Video) କୁନି ଝିଅ ସହ ଘରେ କ୍ରିକେଟ ଖେଳିଲେ କେନ୍ ୱିଲିୟମସନ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳର ଖେଳାଳି କେନ୍ ୱିଲିୟମସନ ନିଜ ଝିଅ ସହିତ ଘରେ କ୍ରିକେଟ୍ ଖେଳୁଥିବା ନଜର ଆସିଛନ୍ତି।…
ଜନି ବେୟାରଷ୍ଟୋଙ୍କ ଆଉଟ୍କୁ ନେଇ ମୁହାଁମୁହିଁ ହେଲେ ଇଂଲଣ୍ଡ-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ଆସେସ୍ ଟେଷ୍ଟ ସିରିଜରେ ରୋମାଞ୍ଚ ବଢିବାରେ ଲାଗିଛି । ପ୍ରଥମ ଦୁଇ ମ୍ୟାଚ୍ରେ ଇଂଲଣ୍ଡର 'ବାଜ୍ବଲ୍' ଷ୍ଟ୍ରାଟେଜିକୁ ମାତ୍ ଦେଇ ଅଷ୍ଟ୍ରେଲିଆ ସିରିଜରେ ୨-୦ ରେ ଅଗ୍ରଣୀ ହାସଲ କରିଛି ।…
ନୂଆ ରୁପରେ ଫ୍ରାଞ୍ଚାଇଜ୍ ଲିଗ୍ ଆରମ୍ଭ କରିବ ହକି ଇଣ୍ଡିଆ, ସାମିଲ ହୋଇପାରେ ମହିଳା ଟିମ୍
ନୂଆଦିଲ୍ଲୀ: ସାତ ବର୍ଷର ବ୍ୟବଧାନ ପରେ ହକି ଇଣ୍ଡିଆ ପୁଣିଥରେ ଫ୍ରଞ୍ଚାଇଜ୍ ଆଧାରିତ ହକି ଇଣ୍ଡିଆ ଲିଗ୍(ଏଚ୍ଆଇଏଲ୍) ଆରମ୍ଭ କରିବାକୁ ଉଦ୍ୟମ ଚଳାଇଛି । ଆସନ୍ତା ବର୍ଷ କିମ୍ବା ୨୦୨୫ରେ ଏହା ଏକ ନୂତନ ରୁପରେ ଆରମ୍ଭ…
SAFF Championship: ଆଜି ଭାରତ-କୁଏତ ଫାଇନାଲ୍, ନବମ ଟାଇଟଲ ଲକ୍ଷ୍ୟରେ ଭାରତ
ନୂଆଦିଲ୍ଲୀ: ସାଫ୍ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ରେ ଆଜି ଭାରତ ଏବଂ କୁଏତ ମୁହାଁମୁହିଁ ହେବେ । ବାଙ୍ଗଲୋରର ଶ୍ରୀ କାନ୍ତେରାଭା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ଫୁଟବଲ ଦଳ ଦ୍ୱିତୀୟ ଥର ପାଇଁ କୁଏତକୁ…
ଇଶାନ ନା ଭରତ…ୱେଷ୍ଟଇଣ୍ଡିଜ ବିପକ୍ଷରେ କେଉଁ ୱିକେଟକିପରଙ୍କୁ ସୁଯୋଗ ଦେବେ ରୋହିତ?
ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଛି ଭାରତର ୱେଷ୍ଟଇଣ୍ଡିଜ ଗସ୍ତ । ପ୍ରଥମେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ହିଁ ଏହି ଗସ୍ତ ଆରମ୍ଭ କରିବ ଟିମ ଇଣ୍ଡିଆ । ତେବେ ପ୍ରଥମ ଟେଷ୍ଟ ଡୋମିନିକାରେ ଖେଳାଯିବାକୁ…
ଘୋଷଣା ହେଲା ଭାରତୀୟ ଦଳ: କୋଚ ଏବଂ ଏହି ଷ୍ଟାର ଖେଳାଳିଙ୍କ ବିନା ଖେଳିବ ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ ଟିମ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇଛନ୍ତି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଇଣ୍ଡିଆନ ଟିମ୍ ଏହି ସିରିଜ ଖେଳିବାକୁ ଥିବା ବେଳେ ଏଥିପାଇଁ ଟେଷ୍ଟ ଏବଂ ଦିନିକିଆ ଦଳ…
ବେକାର ହୋଇଗଲା ବେନ୍ ଷ୍ଟୋକ୍ସଙ୍କ ୧୫୫ ରନର ପାଳି: ଇଂଲଣ୍ଡ ଉପରେ ଅଷ୍ଟ୍ରେଲିଆର ରାଜୁତି
ନୂଆଦିଲ୍ଲୀ: ଆସେଜ ସିରିଜରେ କାମ ଦେଉନି ଇଂଲଣ୍ଡର ବାଜ୍ ବଲ କ୍ରିକେଟ ଫର୍ମୁଲା । ସିରିଜର ଦ୍ୱିତୀୟ ମ୍ୟାଚରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଲର୍ଡସ ଟେଷ୍ଟରେ ମଧ୍ୟ ଇଂଲଣ୍ଡକୁ ମାତ୍ ଦେଇ ସିରିଜରେ…
ଦିନିକିଆ ବିଶ୍ୱକପରେ ସ୍ଥାନ ପାଇଲା ଶ୍ରୀଲଙ୍କା: ଟିମ ଇଣ୍ଡିଆ ସହ ଏହି ଦିନ ହେବ ମୁହାଁମୁହିଁ
ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ମିଳିସାରିଛି ପ୍ରଥମ କ୍ୱାଲିଫାୟାର ଦଳ । ୨୦୧୧ ବିଶ୍ୱକପର ରନର୍ସ ଅପ୍ ତଥା ଏସିଆ କପ୍ ଚମ୍ପିଆନ ଶ୍ରୀଲଙ୍କା କ୍ୱାଲିଫାୟାର ରାଉଣ୍ଡରେ ଏହି ସଫଳତା ହାସଲ କରିଛି ।…