Browsing Category

ଖେଳ

ପାୱେଲ ଓ ପୁରନଙ୍କ ଅର୍ଦ୍ଧଶତକ ବେକାର: ଶେଷ ଓଭର ଥ୍ରିଲର ସହିତ ସିରିଜ ଜିତିଲା ଭାରତ

ନୂଆଦିଲ୍ଲୀ: ଦ୍ୱିତୀୟ ଟି-୨୦ ମୁକାବିଲାକୁ ୮ ରନରେ ଜିତିବା ସହିତ ଭାରତ ଟି-୨୦ ସିରିଜ ଉପରେ କବଜା କରିଛି । ଦଳର ଓପନର ଇଶାନ କିଶାନ ମାତ୍ର ୨ ରନ କରି ପାଭିଲିୟନ ଫେରିଥିବା ବେଳେ ପଡିଆକୁ ଆସିଥିଲେ ବିରାଟ କୋହଲି ।…

ଶେଷ ହେଲା ଅପେକ୍ଷା: ଦ୍ୱିତୀୟ ଟ୍ୱେଣ୍ଟି- ଟ୍ୱେଣ୍ଟିରେ ଅର୍ଦ୍ଧଶତକ ହାସଲ କଲେ କିଙ୍ଗ କୋହଲି

କୋଲକାତା: ଦୀର୍ଘ ଦିନ ଧରି ଖରାପ ଫର୍ମ ସହିତ ଲଢେଇ କରୁଥିବା ବିରାଟ କୋହଲିଙ୍କ ଅପେକ୍ଷାର ଅନ୍ତ ଘଟିଛି । ଏଥିସହ ପ୍ରଶଂସକମାନଙ୍କ ମଧ୍ୟ ଅକ୍ଷୋରେ ପୂର୍ଣ୍ଣଚ୍ଛେଦ ପଡିଛି । ବହୁ ଦିନ ପରେ ବିରାଟଙ୍କ ବ୍ୟାଟରୁ ଦେଖିବାକୁ…

୧୦୦ତମ ଟି-୨୦ ମ୍ୟାଚରେ ଟସ ଜିତିଲେ କାଏରନ ପୋଲାର୍ଡ: ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ

କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଛି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ଭର୍ତକୁ ବ୍ୟାଟିଙ୍ଗ ପାଇଁ ନିମନ୍ତ୍ରଣ କରିଛନ୍ତି ୱେଷ୍ଟଇଣ୍ଡିଜର ଅଧିନାୟକ…

ଟି-୨୦ ସିରିଜରୁ ଓହରି ପାରନ୍ତି କିଙ୍ଗ କୋହଲି: ୪ ମାସ ପରେ ଦଳକୁ ହୋଇପାରେ ଷ୍ଟାର କ୍ରିକେଟରଙ୍କ କମବ୍ୟାକ

ନୂଆଦିଲ୍ଳୀ: ୨୪ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ସିରିଜ । ଏଥିପାଇଁ ଖୁବ ଶୀଘ୍ର ଭାରତୀୟ ଦଳର ଘୋଷଣା କରାଯିବ । କିନ୍ତୁ ଏହା ପୂର୍ବରଚ ସାମନାକୁ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଶ୍ରୀଲଙ୍କା…

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ରୁ ବାଦ ପଡିବେ ଦୀପକ ଚହର: କିଏ ପୂରଣ କରିବେ ସ୍ଥାନ? ଦଳରେ ସାମିଲ ଦୁଇ ବିକଳ୍ପ

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ବିଜୟ ହାସଲ କରି ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ଆଜି ଉଭୟଙ୍କ ମଧ୍ୟରେ ଇଡେନ ଗାର୍ଡେନ୍ସରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ । ତେବେ ଏହି ମ୍ୟାଚରେ ଦଳରୁ ବାଦ…

ରାଜେଶ ଧୂପରଙ୍କ ଲଢୁଆ ଅର୍ଦ୍ଧଶତକ: ପ୍ରଥମ ଇନିଂସରେ ଆଗୁଆ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରଣଜୀ ଟ୍ରଫିର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି ଓଡ଼ିଶା । ଦଳ ଗୋଆ ବିପକ୍ଷ ମ୍ୟାଚରେ ପ୍ରଥମ ଇନିଂସରେ ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ୱିକେଟ କିପର ରାଜେଶଶ…

ଆଜି ଦ୍ୱିତୀୟ ଟି-୨୦, ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ବଞ୍ଚାଇବା ପାଇଁ ଲଢ଼େଇ କରିବ ୱେଷ୍ଟ ଇଣ୍ଡିଜ୍‌

କୋଲକାତା:  ଆଜି ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଟି-୨୦ ଖେଳାଯିବ । ପ୍ରଥମ ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତିବା ପରେ ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ଭାରତୀୟ ଦଳର ନଜର  । ଆଜିର…

ରଣଜୀ ଟ୍ରଫି କ୍ରିକେଟ୍‌ ଏଲିଟ୍‌ ଗ୍ରୁପ ମ୍ୟାଚ୍‌: ଗୋଆକୁ ୧୮୧ ରନରେ ଅଲଆଉଟ କଲା ଓଡ଼ିଶା, ବସନ୍ତ ନେଲେ ୩ ୱିକେଟ୍‌

ଅହମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଢିୟମରେ ଗୁରୁବାର ଦିନ ଆରମ୍ଭ ହୋଇଛି ଏଲିଟ ଗ୍ରୁପ- ଡି ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ । ପ୍ରଥମେ ବ୍ୟାଟିଂ କରିଥିବା ଗୋଆକୁ ୧୮୧ ରନରେ ଅଲଆଉଟ କରିଛି ଓଡିଶା । ସେହିପରି ଓଡିଶା…

ଫର୍ମକୁ ଫେରିଲେ ଅଜିଙ୍କ୍ୟ ରାହାଣେ: ରଣଜୀରେ ସୌରାଷ୍ଟ୍ର ବିପକ୍ଷରେ ୧୪ ଚୌକା ଏବଂ ଛକା ସହ ମାରିଲେ ଦମଦାର ଶତକ

ନୂଆଦିଲ୍ଲୀ: ଗତ କିଛି ଦିନରୁ ଖରାପ ଫର୍ମ ଦେଇ ଗତି କରୁଥିବା ଅଜିଙ୍କ୍ୟ ରାହାଣେ ଏବେ ଫର୍ମକୁ ଫେରିଛନ୍ତି । ଅନ୍ତର୍ଜାତୀୟ ଟେଷ୍ଟରେ କିଛି ଦିନରୁ ତାଙ୍କ ବ୍ୟାଟ ଶାନ୍ତ ରହୁଥିବାରୁ ରାହାଣେଙ୍କୁ ଦଳରୁ ବାହାର କରିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟ-୨୦ ମ୍ୟାଚରେ ବଦଳିପାରେ ପ୍ଲେଇଙ୍ଗ ୧୧: ରୋହିତ ନେଇ ପାରନ୍ତି ବଡ ନିଷ୍ପତ୍ତି

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ ଆସନ୍ତା କାଲି ଇଡେନ ଗାର୍ଡେନ୍ସରେ ଖେଳାଯିବ । ପ୍ରଥମ ମ୍ୟାଚରେ ବିଜୟ ସହ ୧-୦ରେ ସିରିଜରେ ଆଗୁଆ ରହିଛି ଟିମ ଇଣ୍ଡିଆ । ତେବେ ଶେଷ ଦୁଇଟି ମ୍ୟାଚରୁ ଗୋଟିଏରେ…