Browsing Category

ଖେଳ

ସଂଘର୍ଷପୂର୍ଣ୍ଣ ଫାଇନାଲ ଜିତିଲେ ନାଦାଲ: ପଛରେ ପଡିଲେ ଫେଡେରର ଓ ଜୋକୋଭିଚ୍

ନୂଆଦିଲ୍ଲୀ: ଚଳିତ ବର୍ଷର ଅଷ୍ଟ୍ରେଲିଆନ ଓପନ ବିଜୟୀ ହୋଇଛନ୍ତି ରାଫେଲ ନାଦାଲ । ପୁରୁଷ ସିଙ୍ଗିଲ୍ସ ଫାଇନାଲରେ ଋଷର ଡାନିଲ ମେଦଭେଦେଭଙ୍କୁ ୫ ସେଟ ବିଶିଷ୍ଟ କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରାସ୍ତ କରିଥିଲେ ନାଦାଲ ।…

ମହିଳା ଆସେସ୍: ଇଂଲଣ୍ଡର ଲଢୁଆ ବ୍ୟାଟିଂ ସତ୍ତେ୍ୱ ଡ୍ର’ରେ ଶେଷ ହେଲା ମୁକାବିଲା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ମହିଳା ଆସେସ ଟେଷ୍ଟ ଡ୍ରରେ ଶେଷ ହୋଇଛି । ଅନ୍ତିମ ଦିନରେ ଇଂଲଣ୍ଡକୁ ବିଜୟ ପାଇଁ ୨୫୭ ରନ ଆବଶ୍ୟକ ଥିବା ବେଳେ ଇଂଲଣ୍ଡ ୨୪୫ ରନ ସଂଗ୍ରହ କରିଥିଲା ।…

ବଳପୂର୍ବକ ସେକ୍ସ କରୁଥିଲେ ଫୁଟବଲର: ଘରୋଇ ହିଂସାର ଅଭିଯୋଗ ଆଣିଲେ ଏକ୍ସ ଗାର୍ଲଫ୍ରେଣ୍ଡ, ଶୁଣନ୍ତୁ ଭାଇରାଲ ଅଡିଓ

ନୂଆଦିଲ୍ଳୀ: ମାଞ୍ଚେଷ୍ଟର ୟୁନାଇଟେଡ୍ ଫୁଟବଲର ତଥା ଇଂଲଣ୍ଡ ଫୁଟବଲ ଖେଳାଳି ମାସନ ଗ୍ରୀନଉଡ ଅଡୁଆରେ ପଡିଛନ୍ତି । ମାସନ ନିଜର ପୂର୍ବତନ ପ୍ରେମିକାଙ୍କ ସହିତ ବଳପୂର୍ବକ ସେକ୍ସ କରିବା ସହିତ ମାଡ ମାରିଥିବା ନେଇ ଅଭିଯୋଗ…

ବିରାଟ କୋହଲିଙ୍କ କୋଚ୍ କହିଲେ- କାହିଁକି ଅଧିନାୟକ ପାଇଁ ରୋହିତ ଶର୍ମା ସବୁଠୁ ଉପଯୁକ୍ତ ଖେଳାଳି

ନୂଆଦିଲ୍ଲୀ : ଭାରତୀୟ ଦଳ ଆସନ୍ତା ମାସରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ୍ ସହ ରୋହିତ ଶର୍ମା ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଜର ଦାୟିତ୍ଵ ଗ୍ରହଣ କରିବେ। ବିରାଟ…

୧୯ ବର୍ଷରୁ କମ୍ ବିଶ୍ୱକପ୍: ବାଂଲାଦେଶକୁ ୫ ୱିକେଟରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଭାରତ ନିଜର ଯାଦୁ ଦେଖାଇଛି । ନୂଆ ଯୁବ ତାରକା ରବି କୁମାର ବାଂଲାଦେଶ ବିପକ୍ଷ କ୍ୱାର୍ଟର ଫାଇନାଲରେ ଚମକିଛନ୍ତି । ସେ ୩ଟି ୱିକେଟ ନେବା ସହ ପ୍ଲେୟାର ଅଫ୍ ଦି ମ୍ୟାଚ…

୪୪ ବର୍ଷ ପ୍ରତୀକ୍ଷାର ଅନ୍ତ: ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଲେ ବାର୍ଟ୍ଟି

ନୂଆଦିଲ୍ଳୀ: ଅଷ୍ଟ୍ରେଲିଆ ଖେଳାଳି ଆସଲେ ବାର୍ଟ୍ଟି ରଚିଛନ୍ତି ଇତିହାସ । ଦ୍ୱିତୀୟ ଅଷ୍ଟ୍ରେଲୀୟ ଭାବରେ ବିଜୟୀ ହୋଇଛନ୍ତି ଅଷ୍ଟ୍ରେଲିଆନ ଓପନ୍ । ଏହା ସହିତ ୪୪ ବର୍ଷ ପ୍ରତୀକ୍ଷାର ଅନ୍ତ ମଧ୍ୟ ଘଟାଇଛନ୍ତି । ଶେଷ ଥର…

୧୯ ବର୍ଷ ଆଉ ୬ଟି ସିରିଜ୍: ଘରୋଇ ମାଟିରେ ହାରିନି ଭାରତ, ରୋହିତଙ୍କ ସାମ୍ନାରେ ନୂଆ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନୂତନ ଭାବରେ ଭାରତୀୟ ଦଳର ଦାୟିତ୍ୱ ନେଇଥିବା ରୋହିତ ଶର୍ମାଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ । ଦଳ ରୋହିତଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବାକୁ ଯାଉଛି । ବିଗତ ୧୯…

ଫେବୃଆରୀ ୧୩ରୁ ଆରମ୍ଭ ହେବ ରଣଜୀ ଟ୍ରଫି, ସ୍ପଷ୍ଟ କଲେ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରଣଜୀ ଟ୍ରଫି ୨୦୨୨ ତାରିଖ ଘୋଷଣା କରିଛି। ଗତ ବର୍ଷ କରୋନା କାରଣରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇ ପାରିନଥିଲା। ଏଥର ଏହାକୁ ଜାନୁଆରୀ ୧୩ରେ ଆରମ୍ଭ…

କେଉଁ ଇଣ୍ଡିଆନ୍ ବ୍ୟାଟ୍ସମ୍ୟାନ୍ ଗୋଟିଏ ଓଭରରେ କରିଛନ୍ତି ସର୍ବାଧିକ ରନ୍: ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଭାରତରେ ବିଶ୍ୱର ଅନେକ ନାମିଦାମୀ ବ୍ୟାଟ୍ସମ୍ୟାନ ରହିଛନ୍ତି । ଦିନିକିଆ, ଟେଷ୍ଟ ଓ ଟି-୨୦ ଫର୍ମାଟରେ ଅନେକ ଖେଳାଳି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସର୍ବାଧିକ, ଶତକ ଓ ଅର୍ଦ୍ଧଶତକ, ୱିକେଟ ଆଦିରେ…

ଆଇସିସିର ଦୁର୍ନୀତି ନିବାରଣ ସଂହିତା ଉଲ୍ଲଂଘନ: କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ବ୍ରେଣ୍ଡେନ୍‌ ଟେଲର୍‌ ସାଢ଼େ ତିନି ବର୍ଷ ବାସନ୍ଦ

ଦୁବାଇ: ଜିମ୍ବାୱେର ପୂର୍ବତନ କ୍ରିକେଟ ଅଧିନାୟକ ବ୍ରେଣ୍ଡେନ ଟେଲର ମ୍ୟାଚ ଫିକ୍ସିଂ ସମ୍ପର୍କରେ ଆଇସିସିକୁ ଅବଗତ କରାଇବା ନେଇ ଅହେତୁକ ବିଳମ୍ବ କରିବା କାରଣ ନେଇ କଠୋର ଦଣ୍ଡର ସମ୍ମୁଖୀନ ହୋଇଛନ୍ତି । ଆଇସିସି ଦୁର୍ନୀତି…